ଗୁରୁବାର ଦିନ ପ୍ରାତଃ ଉଠି କରି ଦିଅନ୍ତୁ ଏହି ବିଶେଷ କାର୍ଯ୍ୟ ! ମା’ ଅର୍ଣ୍ଣପୂର୍ଣ୍ଣା ହୋଇବେ ଅତ୍ୟନ୍ତ ପ୍ରସନ୍ନ ! ଦୂର ହେବ ଆର୍ଥିକ ସମସ୍ଯା…

ଗୁରୁବାର ହେଉଛି ମା’ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟର ବାର । ଏହି ବାର ଦିନ ଏପରି କିଛି ନିୟମମାନ ପାଳନ କରିବାକୁ ପଡିଥାଏ । ବା ଏପରି କିଛି ଉପାୟମାନ କରବାକୁ ପଡିଥାଏ । ଯାହା ଦ୍ଵାରା ବ୍ୟକ୍ତିର ଦରିଦ୍ରତା କମିବା ସହ ବ୍ୟକ୍ତିର ଉନ୍ନତି ହୋଇଥାଏ । ତେବେ ଆଜି ଆପଣ ମାନେ ଜାଣିବାକୁ ପାଇବେ । ଯେଉଁ ବ୍ୟକ୍ତି ଗୁରୁବାର ଦିନ ଏପରି କିଛି ଉପାୟର ପାଳନ କରିବ । ସେହି ବ୍ୟକ୍ତିବିଶେଷଙ୍କ ଉପରେ ମା’ ଲକ୍ଷ୍ମୀଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ ।

ପ୍ରତ୍ଯେକ ଦିନ ପ୍ରତ୍ଯେକ ମନୁଷ୍ୟଙ୍କୁ ବ୍ରାହ୍ମ ମୂହୁର୍ତ୍ତରେ ସ୍ନାନ କରିନେବା ଉଚିତ । କାରଣ ଭୋର ଅର୍ଥାତ ବ୍ରାହ୍ମ ମୂହୁର୍ତ୍ତକୁ ବହୁତ ହିଁ ଶୁଭ ମନା ଯାଇଥାଏ । ତେବେ ବିଶେଷ କରି କୌଣସି ମଧ୍ୟ ଲୋକଙ୍କୁ ଗୁରୁବାର ଦିନ ବିଳମ୍ବ ପର୍ଯ୍ୟନ୍ତ ବାସୀ ଶଯ୍ୟାରେ ଶୋଇ ରହିବା ଅନୁଚିତ । ତେଣୁ ପ୍ରତ୍ଯେକ ଲୋକ ଗୁରୁବାର ଦିନ ସକାଳୁ ଶୀଘ୍ର ଉଠି ସ୍ନାନାଦି କାର୍ଯ୍ୟ କରିନେବା ଉଚିତ । ଗୁରୁବାର ଦିନ ସ୍ନାନ କରିବା ସମୟରେ ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ ।

ବିଶେଷ କରି ମହିଳା ମାନେ ପାଣିରେ ହଳଦୀ ମିଶାଇ ସ୍ନାନ କରି ସ୍ନାନ କରିବା ଶୁଭ ହୋଇଥାଏ । ଗୁରୁବାର ଦିନ କେବଳ ମାତା ଲକ୍ଷ୍ମୀଙ୍କୁ ନୁହେଁ । ବଂର ପ୍ରଭୁ ନାରାୟଣଙ୍କ ସହିତ ମା’ ଲକ୍ଷ୍ମୀଙ୍କର ମଧ୍ୟ ନିଷ୍ଠାର ସହ ପୂଜା ଆରାଧନା କରନ୍ତୁ । ଗୁରୁବାର ଦିନ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ସେହି ଦିନ ମା’ ଲକ୍ଷ୍ମୀଙ୍କୁ ହଳଦିଆ ରଙ୍ଗର ପ୍ରସାଦ ସହ ହଳଦିଆ ରଙ୍ଗର ପୂଜା ସାମଗ୍ରୀ ଆଦି ଅର୍ପଣ କରନ୍ତୁ ।

କଦଳୀ ଗଛ ମୂଳରେ ଗୁରୁବାର ଦିନ ହଳଦୀ ପାଣି ଢାଳିଲେ । ଅତ୍ୟନ୍ତ ହିଁ ଶୁଭ ହେବା ସହ ମା’ ଲକ୍ଷ୍ମୀ ଏପରି କାର୍ଯ୍ୟରେ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାଇଥାନ୍ତି । ଯଦି ସମ୍ଭବ ଘରର ମହିଳା ମାନେ ଗୁରୁବାର ଦିନ ଉପବାସ ବା ଫଳମୂଳ ଆଦି ସେବନ କରି ରୁହନ୍ତୁ । ଗୁରୁବାର ଦିନ ତୁଳସୀ ଗଛ ପୂଜନ ସମୟରେ ତୁଳସୀ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ ।

ଗୁରୁବାରକୁ ବୃହସ୍ପତିଙ୍କ ବାର ମଧ୍ୟ କୁହାଯାଇଥାଏ । ତେଣୁ ନିଜର ବୃହସ୍ପତି ଗ୍ରହକୁ ଶକ୍ତିଶାଳୀ କରିବା ପାଇଁ ଆପଣ ପ୍ରଭୁ ଶଙ୍କରଙ୍କୁ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ । ଗୁରୁବାର ଦିନ ଓସ୍ତ ଗଛକୁ ପୂଜା କରିବା ଦ୍ଵାରା ବ୍ୟକ୍ତିର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ତେବେ ଯେଉଁ ବ୍ୟକ୍ତି ଗୁରୁବାର ଦିନ ଏହି ସମସ୍ତ ନିୟମକୁ ମାନିଥାଏ ।

ଏହା ସହ ବହୁ ଆରାଧ୍ୟର ସହ ଭଗବାନ ନାରାୟଣ ଓ ମା’ ଅର୍ଣ୍ଣପୂର୍ଣ୍ଣାଙ୍କର ପୂଜା ଅର୍ଚନା କରିଥାଏ । ସେହି ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ । ଘର ଧନ, ଦୌଲତରେ ଭରି ଉଠିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ