ଏମିତି ଶେଷ ହେଲା 120 ଘଣ୍ଟାର ସଂଘର୍ଷ ! ମିଳିଲା ଟାଇଟନ ର ଧ୍ଵଂସାବଶେଷ ! ଉଦ୍ଧାର ହେଲା 5 ଯାତ୍ରୀଙ୍କ ମୃତଦେହ…

ବନ୍ଧୁଗଣ ଟାଇଟେନିକ ଦେଖିବାକୁ ଯାଇ 4 ଦିନ ହେଲା ନିଖୋଜ ଥିଲେ 5 ଜଣ ଯାତ୍ରୀ । ଗଭୀର ସମୁଦ୍ରରେ ନିଖୋଜ ହୋଇ ଯାଇଥିଲେ 5 ଜଣ ବରିଷ୍ଠ ବ୍ୟକ୍ତି । ଆଉ ସେମାନେ ସମରାଇନ ରେ ଯାଉଥିଲେ । ଯେଉଁଥିରେ ରହିଥିଲେ 3 ଦେଶର 5 ଜଣ ବରିଷ୍ଠ ବ୍ୟକ୍ତି । କିନ୍ତୁ ଏବେ ଏହାକୁ ନେଇ ଆସିଛି ବଡ ଖବର । ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ମିଳିଲା ଟାଇଟେନିକ ଧ୍ଵଂସ ବଶେଷ ଆଉ ଚାଲିଗଲା 5 ଯାତ୍ରୀ ମୃତ ।

ଆଣ୍ଟଲାଟିକ ମହାସାଗର ରେ ନିଖୋଜ ବୁଡାଜାହାଜ ଟାଇଟେନିକ ର ସବୁ ଯାତ୍ରୀ ମୃତ । ଆମେରିକା କୋଷ୍ଟଗାର୍ଡ ଏହା ସ୍ପଷ୍ଟ କରିଛି । ରିୟାର ଆର୍ମିଲାଲ ଜର୍ନ ମର୍ଗିନ କହିଛନ୍ତି ପ୍ରାୟ 1600 ଫୁଟ ତଳକୁ ଟାଇଟେନିକର ଅଂଶବଶେଷ ମିଳିଛି । ଭୟଙ୍କର ବିପର୍ଜ୍ୟୟରେ ଜାହାଜର ସମସ୍ତ 56 ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିପାଇଁ ଆମେରିକା କୋଷ୍ଟଗାର୍ଡ ପକ୍ଷରୁ ସମସ୍ତ ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆ ଯାଇଛି ।

ରିମୋଟ ଦ୍ଵାରା ପରିଚାଳିତ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଆରବୀ ଭଗ୍ନା ବଶେଷ ଜାରି କରା ଯାଇଥିଲା । ସମୁଦ୍ର ପତନ ଠାରୁ 12,500 ଫୁଟ ତଳକୁ ପଡିଥିବା ଟାଇଟେନିକ ଜାହାଜର ଦେଖିବାକୁ ଗତ ରବିବାର ଦିନ ଟାଇଟନ ଯାଇଥିଲା । ଗତ ରବିବାର ଠାରୁ ନିଖୋଜ ଥିଲେ ପର୍ଯ୍ୟଟନ ସବମାରିନ । ଏହି ଯାତ୍ରା ହେବାର ଥିଲା 8 ଦିନ କିନ୍ତୁ ଯାତ୍ରାର କିଛି ସମୟ ପରେ ଟାଇଟନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

ନିଖୋଜ ଟାଇଟନରେ ଥିଲେ 5 ଜଣ ଯେଉଁ ମାନେ ହେଲେ ବ୍ରିଟିଶ ଆର୍ଡଭେଞ୍ଚର, ଜଣେ ଫରାସୀ, ଡ୍ରାଇଭର, ପାକିସ୍ତାନୀ ବ୍ୟବସାୟୀ ସେହାଜାଦା ଦାଉଦ ଓ ତାଙ୍କ ପୁଅ । ଏମାନଙ୍କ ସହ ଥିଲେ ଓସେନଗେଜ ପ୍ରତିଷ୍ଠାତା । ଯାତ୍ରାର କିଛି ସମୟ ପରେ ଶବ୍ଦ ଶୁଣିବାକୁ ମିଳିଥିଲା । ତେବେ ନିଖୋଜ ଜାହାଜ ସହ ଏହାର କିଛି ସମ୍ପର୍କ ନ ଥିବା ଜଣା ପଡିଥିଲା ।

ଟାଇଟେନିକ ଧ୍ଵଂସା ବଶେଷ ନିକଟ ରୁ ଠାବ ହୋଇଛି 5 ଜଣ ଯାତ୍ରୀ ଙ୍କ ମୃତ ଦେହ । ତେବେ ବହୁ ମୂଲ୍ୟ ଜୀବନ ଚାଲି ଯାଇଛି । ଆଗକୁ ଟାଇଟେନିକ ର ଭଗ୍ନା ବଶେଷ ଦେଖିବାକୁ ଅନୁମତି ମିଳିବ କି ନାହିଁ ତାହା ତ ସମୟ କହିବ । ତେବେ ସେ ଯାହା ବି 5 ଜଣ ଯାତ୍ରୀ ଙ୍କର ମୃତ୍ୟୁ ଘଟଣା ଏବେ ସମସ୍ତଙ୍କୁ ଚକିତ କରି ଦେଇଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର ଓ କମେଣ୍ଟ କରନ୍ତୁ, ଧନ୍ୟବାଦ ।