ବର୍ତ୍ତମାନ ଯୁଗରେ ଏହା ଜାଣିବା ବହୁତ କଷ୍ଟ ହୋଇ ଯାଇଛି କି କେଉଁ ମଣିଷ ବିଶ୍ୱାସୀ ଅଟେ ଓ କିଏ ଅବିଶ୍ଵାସୀ । କାରଣ ବର୍ତ୍ତମାନ ମଣିଷ ଏତେ ଚତୁରତାର ସହିତ ମିଛ କୁହନ୍ତି କି ଜଣା ପଡେ ନାହିଁ କି ସେମାନେ ମିଛି କହୁଛନ୍ତି ନା ସତ କହୁଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ୫ ଟି ମହତ୍ଵପୂର୍ଣ ବିଷୟ ଉପରେ ଚର୍ଚା କରିବା ଯିଏ ଆପଣଙ୍କୁ ହୃଦୟର ସହ ପ୍ରେମ କରୁଥିବ ସେ ଆପଣଙ୍କ ସହ ଏହି ୫ ଟି କଥା ଆପଣଙ୍କ ସହ କେବେ ବି କରିବେ ନାହିଁ । ଏଥିରୁ ଆପଣ ଜାଣି ପାରିବେ କି କେଉଁ ବ୍ୟକ୍ତି ଆପଣଙ୍କୁ ସତରେ ଭଲ ପାଉଛି ।
ପ୍ରଥମ କଥା
ଯେଉଁ ବ୍ୟକ୍ତି ଆପଣଙ୍କୁ ସତରେ ଭଲ ପାଉଥିବ ସେ ଆପଣଙ୍କୁ କେବେ ବି ଛାଡି କି ଯିବ ନାହିଁ । ଯେମିତି କି ବଞ୍ଚିବା ପାଇଁ ନିଶ୍ୱାସ ପ୍ରଶ୍ୱାର ଆବଶ୍ୟକ ହୋଇଥାଏ । ଠିକ ସେହିପରି ଯଦି କେହି ଆପଣଙ୍କୁ ସତରେ ଭଲ ପାଉଥିବ ତାହା ପାଇଁ ପ୍ରେମ ବି ଏହିଭଳି ଜରୁରୀ ଜିନିଷ ହୋଇଯାଏ । ସେ ଆପଣଙ୍କୁ କେବେ ବି ଛାଡି ଯିବ ନାହିଁ । ଯେମିତିକି ଆପଣମାନେ ହୀର ରାଞ୍ଝା, ରୋମିଓ ଜୁଳିଏଟ ଭଳି ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ କାହାଣୀ ବିଷୟରେ ଶୁଣିଥିବେ ।
ସେମାନଙ୍କ ଜୀବନ ଚାଲିଗଲା ତଥାପି ସେମାନେ ନିଜ ଠାରୁ ନିଜର ପ୍ରେମକୁ କେବେ ବି ଅଲଗା କରି ନ ଥିଲେ । କିନ୍ତୁ ଆଜି କାଲିର ସମ୍ପର୍କ କେତେ ବେଳେ ଆରମ୍ଭ ହୁଏ ଓ କେତେବେଳେ ଶେଷ ହୋଇ ଯାଏ ଏହା ଜଣା ହିଁ ପଡେ ନାହିଁ । ଆଜି କାଲିର ସମ୍ପର୍କ ତ ଛୋଟ ଛୋଟ କଥାରେ ହିଁ ଭାଙ୍ଗି ଯାଉଛି । ଏହିଭଳି ସମ୍ପର୍କ କେବେ ବି ପ୍ରକୃତ ସମ୍ପର୍କ ହୋଇ ନ ଥାଏ । ଯଦି ପ୍ରେମ ହୃଦୟର ସହ କରିଥିବେ ତେବେ ଦୁନିଆର କୌଣସି ବି ଶକ୍ତି ଆପଣଙ୍କୁ ଅଲଗା କରି ପାରିବ ନାହିଁ ।
ଦ୍ୱିତୀୟ କଥା
ଯେଉଁ ବ୍ୟକ୍ତି ଆପଣଙ୍କୁ ହୃଦୟର ସହ ପ୍ରେମ କରୁଥିବ ସେ ଆପଣଙ୍କୁ କେବେ ବି କୌଣସି ଧୋଖାରେ ରଖିବେ ନାହିଁ । କିଛି ଲୋକ ତ ପ୍ରେମରେ ସବୁ କିଛି ଲୁଚାଇ ଥାନ୍ତି । ଯେଉଁ ମାନଙ୍କୁ ପ୍ରେମ କରିବାର ନାହିଁ ତ ସେମାନେ ଅନ୍ୟମାଙ୍କୁ ମିଛ କଥା କହି ତାଙ୍କ ମନ ସହିତ କାଁହିଁକି ମିଛ ଖେଳ ଖେଳନ୍ତି । ନିଜ ସ୍ୱାର୍ଥ ପାଇଁ ଅନ୍ୟର ଜୀବନ ନଷ୍ଟ କରି ଦିଅନ୍ତି । କହିବାକୁ ଗଲେ ଯେଉଁମାନେ ପ୍ରକୃତ ପ୍ରେମ କରନ୍ତି ସେମାନେ କାହାକୁ କେବେ ବିଶ୍ୱାସ ଘାତକତା କରନ୍ତି ନାହିଁ ।
ତୃତୀୟ କଥା
ତୃତୀୟରେ ଯିଏ ଆପଣଙ୍କୁ ସତରେ ଭଲ ପାଉଥିବ ସେ ଆପଣଙ୍କୁ କେବେ ବି କିଛି ବି ଲୁଚାଇବ ନାହିଁ । ଆପଣଙ୍କୁ ତାଙ୍କ କଥା ତାଙ୍କ ଠାରୁ ନୁହେଁ ଅନ୍ୟଠୁ ଜଣାପଡିବ ଯେଉଁ ସମ୍ପର୍କରେ ଏପରି ଲୁଚା ଲୁଚି କଥା ଥାଏ ସେହି ସମ୍ପର୍କ କେବେ ବି ସତ ହୋଇ ନ ଥାଏ । ତେବେ ଆପଣ ଜାଣି ଯିବେ ଯେ ଆପଣ ପ୍ରକୁତରେ ଭଲ ପାଉ ନାହିଁ ।
ଚର୍ତୁଥ କଥା
ଚର୍ତୁଥରେ ଯେଉଁ ବ୍ୟକ୍ତି ସତରେ ପ୍ରେମ କରୁଥିବ ସେ କେବେ ବି ଆପଣଙ୍କୁ ଅବମାନନା କରିବ ନାହିଁ । ଯେଉଁଠି ଆପଣଙ୍କର କୌଣସି ମହଁତ୍ଵ ନଥିବ ସେଠି ସତ ପ୍ରେମ ନଥିବ ।
ପଞ୍ଚମ ଗୁଣ
ପଞ୍ଚମ ରେ ଯେଉଁ ବ୍ୟକ୍ତି ଅକସ୍ମାତ ଉଭାନ ହୋଇଯିବ ଅର୍ଥାତ ଆପଣଙ୍କ ସହ କୌଣସି ସମ୍ପର୍କା ରଖିବନି କି ଆପଣଙ୍କର କୌଣସି କଥାର ଉତ୍ତର ଦେବନି ଆପଣଙ୍କୁ ଜଣା ହିଁ ନଥିବ ଯେ ସେ ଲୋକ କେଉଁଠି ଅଛି କଣ କରୁଥିବ କିନ୍ତୁ ତାକୁ ଜଣା ନଥିବ । ଯେ ଆପଣ ତାକୁ କେତେ ମନେ ପକାଉଛଟି ତା ବିଷୟରେ କେତେ ଚିନ୍ତା କରୁଛନ୍ତି । ସେ ବିଷୟରେ କେବେ ଚିନ୍ତା ହିଁ କରୁ ନଥିବ ।
ଯଦି ସେ ଆପଣଙ୍କ ବିଷୟରେ କିଛି ବି ଚିନ୍ତା ନାହିଁ ତ ସେ ସତ କଥା କହିଦେବା ଉଚିତ ଯେ ସେ ପ୍ରେମ ଜରୁଛି କି ନାହିଁ । ଯଦି ଏଭଳି କିଛି ସମ୍ପର୍କରେ ରହସ୍ୟ ରୁହେ ତେବେ ଆପଣଙ୍କୁ ସତର୍କ ହୋଇ ଯିବାକୁ ପଡିବ ଓ ଏହି ଭଳି ଗୁଣ ଥିବା ଲୋକଙ୍କ ଠାରୁ ଦୂରେଇ ରହିବାକୁ ପଡିବ ।
ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।