ବର୍ଷା ପାଇଁ ମାୟାନଗରୀର ଅବସ୍ଥା ପୁରା ଖରାପ, ରାସ୍ତା ସମୁଦ୍ର ହେଲା ତ ବିଲଡିଙ୍ଗ ଝରଣା…. ଦେଖନ୍ତୁ ଭିଡିଓ

ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇ ବର୍ତ୍ତମାନ ବର୍ଷା କାରଣରୁ ବୁଡି ଯାଇଛି । ମାୟାନଗରୀରେ ଲଗାତାର ବର୍ଷା ହେବା କାରଣରୁ ରାସ୍ତା ସମୁଦ୍ର ହୋଇ ଯାଇଛି, ଯେଉଁ କାରଣରୁ ପୁରା ଜନଜୀବନ ପ୍ରଭାବିତ ହେଉଛି । ଲୋକମାନେ ଘରୁ ବାହାରିବା ପାଇଁ ବି ଭୟ କରୁଛନ୍ତି । ଅନ୍ୟ ପଟେ ପାଣି ଘର ଭିତରକୁ ବି ପ୍ରବେଶ କରୁଛି । ମାୟାନଗରୀରେ ଲଗାତର ବର୍ଷା ହେବା କାରଣରୁ ରାସ୍ତାରେ ବି ବହୁତ ପାଣି ଜମା ହୋଇ ଯାଇଛି ।

ଯେଉଁ କାରଣରୁ ସାଧାରଣ ନାଗରିକଙ୍କର ଯିବା ଆସିବାରେ ବି ଅସୁବିଧା ହେଉଛି ।

ରାସ୍ତା ହେଲା ସମୁଦ୍ର

ଲଗାତାର ଭାରି ବର୍ଷା କାରଣରୁ ମୁମ୍ବାଇର ଅବସ୍ଥା ବହୁତ ଖରାପ ହୋଇ ଯାଇଛି । ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ବି ହେଉଛି । ଯେଉଁଥିରେ ଆପଣ ଦେଖି ପାରିବେ କି କେଉଁ ଭଳି ଭାବରେ ମୁମ୍ବାଇର ରାସ୍ତାରେ ପାଣି ଭରି ଅଛି ଓ ଏମିତି ଲାଗୁଛି କି ରାସ୍ତା ଗୁଡିକ ଧୀରେ ଧୀରେ ସମୁଦ୍ର ହୋଇ ଯାଉଛି ।

ଲଗାତର ବଢୁଛି ପାଣି

ମୁମ୍ବାଇ ରାସ୍ତାରେ ଲଗାତର ପାଣି ଭରି ଯାଉଛି, ଯେଉଁ କାରଣରୁ ସ୍କୁଲ କଲେଜ ବନ୍ଦ କରିବାର ବି ଆଦେଶ ଦିଆ ଯାଇଛି । ଏହା ମଧ୍ୟରେ ଏୟାରପୋର୍ଟରେ ବି ଆଲର୍ଟ ଜାରି କରି ଦିଆଯାଇଛି । କାରଣ ପାଖରେ ଥିବା ନଦୀରେ ଝଡ ବାତ୍ୟା ଦେଖା ଯାଉଛି । କହିଦେଉଛୁ କି ମୁମ୍ବାଇରୁ ଯିବା ଆସିବା କରୁଥିବା କିଛି ଫ୍ଲାଇଟକୁ ବି କ୍ୟାନ୍ସେଲ କରି ଦିଆଯାଇଛି ।

ମୁମ୍ବାଇର ଲାଇଫ ଲାଇନ କୁହାଯାଉଥିବା ଲୋକାଲ ଟ୍ରେନ ବି ରହି ରହି ଯାଉଛି । ଏହି ସବୁ କାରଣରୁ ଲୋକମାନଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି ।

ଅମିତାଭ ବଚ୍ଚନଙ୍କ ଘର ବାହାରେ ବି ପାଣି

ମୁମ୍ବାଇର ଜୁହୁ ଅଞ୍ଚଳରେ ଅମିତାଭ ବଚ୍ଚନଙ୍କ ଘର ସାମ୍ନାରେ ବି ଆଣ୍ଠୁଏ ପାଣି ଭରି ରହିଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ବି ହେଉଛି । କହିଦେଉଛୁ କି ମୁମ୍ବାଇରେ ଏହି ବନ୍ୟା ଦ୍ଵାରା ବହୁତ କ୍ଷତି ହୋଇ ସାରିଛି । ଯେଉଁ କାରଣରୁ ସରକାରଙ୍କ ଦ୍ଵାରା ସମସ୍ତ ସମ୍ଭବ ସାହାର୍ଯ୍ୟ ଦିଆ ଯାଉଛି ଓ ବର୍ତ୍ତମାନ ପୁରା ଦେଶ ପ୍ରାର୍ଥନା କରୁଛି କି ଜଲ୍ଦି ମୁମ୍ବାଇର ବର୍ଷା ବନ୍ଦ ହୋଇଯାଉ । ଯାହା ଦ୍ଵାରା ଜୀବନରେ ଶାନ୍ତି ଫେରି ଆସିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।