ମାତ୍ର 7 ଦିନରେ 5 କିଲୋ ପର୍ଯ୍ୟନ୍ତ ଓଜନ କମିଯିବ, କେବଳ କରନ୍ତୁ ଏହି ଉପାୟ- Health Tips

ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବୁ ସେଥିରେ ଆପଣ କିପରି ନିଜର ମୋଟାପଣ କମାଇ ପାରିବେ କହିବୁ । ଗୋଟିଏ ଗ୍ଲାସରେ ହିଁ ପେଟର ଚର୍ବି କମିଯିବ । ଆମ ଶରୀର ଭିତରେ କହିବାକୁ ଗଲେ ଦୁଇ ପ୍ରକାରର ମୋଟା ପଣ ଦେଖା ଯାଏ । ଗୋଟିଏ ହେଉଛି ପେଟ ଭିତରେ ଥିବା ଚର୍ବି ଓ ଅନ୍ୟଟି ହେଉଛି ପେଟ ଭିତରେ ଦେଖା ଯାଏ ।

ପେଟ ଭିତରେ ଥିବା ଫାଟ କୁ ଆମେ  ବିଶେରାଳ ଫାଟ କହିଥାଉ ଓ ଏହା ଉପରେ ଆମର ବେସୀ ସଂଯମତା ନଥାଏ ।  ଆଉ ଅନ୍ୟଟି ହେଉଛି ସବକିଉ ଟେନସ ଫାଟ । ଏହି ଫାଟ କେବଳ ପେଟ ଭିତରେ ଥିବା ଚର୍ବି ମଧ୍ୟରେ ଦେଖାଯାଏ । ଏହା ଆମେ ଅଧିକା ଥିବା ତେଲ ଓ ମସଲା ଖାଦ୍ୟ ଖାଇବା ଫଳରେ ହୋଇଥାଏ ଓ ଆମେ ଅଧିକ ଫାଷ୍ଟ ଫୁଡ ଖାଇବା ଫଳରେ ହୋଇଥାଏ ।

ଏଥିରେ ଆମ ପେଟ ବାହାରକୁ ବାହାରିବା ଆରମ୍ଭ ହୋଇଥାଏ । ଏହାକୁ କମାଇବାକୁ ହେଲେ ଆମେ ଆଜି କିଛି ନୂଆ ଜିନିଷ କହିବାକୁ ଯାଉଛି ଯାହାକି ଆପଣଙ୍କର ବହୁତ ଲାଭ ହେବ । ଆପଣ ଯଦି ଏହାକୁ ପ୍ରତ୍ୟକ ଦିନ ପିଉଛନ୍ତି ତେବେ ଏହା ନିଜର ମୋଟା ପଣକୁ ବହୁତ କମ ଦିନରେ କମାଇ ଦେଇଥାଏ । ସର୍ବ ପ୍ରଥମେ ଆପଣ କଳାଜୀରା ଆଣନ୍ତୁ ।

ଏହାର ଭିତରେ ଥିବା ଏକ ଔସଧୀୟ ଗୁଣ ଡାଇବେଟିସ ଓ ଥାଇରଏଡ଼ ଥିବା ଲୋକେ ମାନେ ଏହାକୁ ନିଜର ପେଟ କମାଇବା ପାଇଁ ଚେଷ୍ଟା କରିପାରିବେ । ଏହା କରିବାକୁ ହେଲେ ପ୍ରଥମେ ଗୋଟିଏ ଗ୍ଳାସ ପାଣି ଆଣନ୍ତୁ ଏହାପରେ ଏକ ଚାମଚ କଳାଜୀରା ଆଣି ତା ମଧ୍ୟରେ ପକାନ୍ତୁ ଓ ତାକୁ ଏକ ଚାମୁଚରେ ଭଲ ଭାବରେ ଗୋଳାନ୍ତୁ । ଏହି ପରି କରି ସାରିଲା ପରେ ତାକୁ ୩୫ ମିନିଟ ସମୟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ।

ଆପଣଙ୍କୁ କିଛି ସମୟ ପରେ ଏହାର ରୂପରେ କିଛି ପରିବର୍ତନ ଆସିବ । ଯେଉଁ ପରି ଅବସ୍ଥାରେ ଥିଲା ଆଉ ସେହି ପରି ଅବସ୍ଥାରେ ନରହି ସେ ଆଉ ଟିକେ ଫିଲି ଯାଇଥାଏ । ଏହା ସହିତ ଆପଣ ଆଉ ଏକ ଜିନିଷ ମିଶାଇବେ ସେଇଟା ହେଉଛି ମହୁ । ଯଦି ଆପଣଙ୍କ ଘରେ ଅଛି ତେବେ ଏହାକୁ ବ୍ୟବହାର କରି ପାରିବେ ନଚେତ ବାହାରରୁ କୌଣସି ଭଲ ମହୁ ଏଥିରେ ପକାଇ ପାରିବେ ।

ଏଥିରେ ଆପଣଙ୍କୁ କେବଳ ଏକ ଚାମଚ ହିଁ ପକାଇବାର ଅଛି । ଏହାକୁ ବହୁତ ଭଲ ଭାବରେ ମିଶାଇବାର ଅଛି ଯାହାକି ଏହା ବହୁତ ଭଲ ଭାବରେ ମିଶି ଯିବ । ଏହାକୁ ଏକ ମିନିଟ ପର୍ଯ୍ୟନ୍ତ ଭଲରେ ଗୋଳାଇଲା ପରେ ଯାହା ଦ୍ଵାରା ଏହା ଭଲ ଭାବରେ ମିଶି ପାରିବ । ଏହାକୁ କେବଳ ଆପଣ ସକାଳ ଖାଇବା ସମୟ ପୂର୍ବରୁ ଏହାକୁ ଖାଇବା ଦରକାର ।

ଏହା ଦ୍ଵାରା ଶୀଘ୍ର କମିଯିବ । ଯଦି ଆପଣ ବହୁତ ଶୀଘ୍ର ପତଳା ହେବା ପାଇଁ ଚାହୁଁଛନ୍ତି ତେବେ ଆପଣ ରାତିରେ ଶୋଇଲା ପୂର୍ବରୁ ଓ ଦୁଇ ଘଣ୍ଟା ପୂର୍ବରୁ ହିଁ ଖାଇ ଶୋଇବା ଫଳରେ ବହୁତ ଶୀଘ୍ର ଉପସମ ହେବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।