ମାତ୍ର ୭ ଦିନରେ ୨୧ କିଲୋ ଓଜନ କମାଇବାର ସବୁଠୁ ଜବରଦସ୍ତ ଉପାୟ, Fitness Tips

ଅଧିକାଂଶ ଲୋକ ମାନଙ୍କ କ୍ଷେତ୍ରରେ  ଅଧିକ ଓଜନ ବା ଅଧିକ ମୋଟା ହେବାର ସମସ୍ଯା ଦେଖାଯାଏ । ଏହାର ବିଭିନ୍ନ ପ୍ରକାରର କାରଣ ରହିଛି । ଆଜି ଆମେ ଆପଣ ମାନଙ୍କୁ ଏହାର କାରଣ ଓ ପ୍ରତିକାର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଅଧିକାଂଶ ଆମ ଶରୀରରେ ମେଟୋବୋଲିଜିୟମ କମ ଥିବାରୁ ଆମର ଶରୀର ଅଧିକ ମୋଟା ଦେଖାଯାଏ । ଯାହା ଫଳରେ ଆମେ ଅନେକ ସମସ୍ୟାର ସମୁଖିନ୍ନ ହେଇଥାଉ । ଏହି ମୋଟାପଣକୁ କମ କରିବା ପାଇଁ ସୂର୍ଯ୍ୟ କ୍ରିୟା ଭଳି ଏକ ଯୋଗାସନ ରହିଛି ଯାହାକୁ କରିବା ଦ୍ଵାରା ଏହା ଆମ ଶରୀରର ମେଟାବୋଲିଜିୟମକୁ ବାଲାନ୍ସ କରିବା ସହ ମୋଟାପଣକୁ କମ କରିବାରେ ସାହାଜ୍ଯ କରିଥାଏ । ସୂର୍ଯ୍ୟ କ୍ରିୟା କରିବା ଦ୍ଵାରା ଆମ ଶରୀରର ଥାଇରଡ ଆଦି ଋଗକୁ ଦୂର କରିବା ସହ ପୁରା ଶରୀରର ସିଷ୍ଟମକୁ ମଜବୁତ କରିଥାଏ ।

ଶରିରର ମୋଟାପଣ ବା ଚର୍ବି ଅଂଶକୁ କମ କରିବା ପାଇଁ ଅନ୍ୟ ଏକ ଉପାୟ ହେଉଛି ତମ୍ବା ପାତ୍ରରେ ରାତିରେ କିଛି ପାଣି ରହନ୍ତୁ । ସେହି ପାଣିକୁ ସକାଳେ ହାଲ୍କା ଗରମ କରି ସେଥିରେ କିଛି ମାତ୍ରାରେ ମହୁ, ଲେମ୍ବୁ ଓ ଜୀରା ପାଉଡର ଓ ଅମଲା ଚୁରନର ମିଶ୍ରଣ କରି ପିଇବା ଦ୍ଵାରା ଆମ ଶରୀରର ମୋଟାପଣ ଦୂର ହୋଇଥାଏ । ଏହା ଛଡା ଅଶ୍ଵଗନ୍ଧାର ପାଉଡର ମୋଟାପଣକୁ ଦୂର କରିବାରେ ସାହାଜ୍ଯ କରିଥାଏ । ଏହା ବ୍ଯତୀତ କଦଳୀର ଦଣ୍ଡିର ଚୁରନ ବା ପାଣିର ସେବନ କରିବା ଦ୍ଵାରା  ମୋଟାପଣକୁ କମ ହୋଇଥାଏ ।

ଏହାର ଚୁରନକୁ ଅଳ୍ପ ମାତ୍ରାରେ ପାଣିରେ ମିଶାଇ ଖାଲି ପେଟରେ ସେବନ କରିବା ଦ୍ଵାରା ଆମ ଶରୀରର ଚର୍ବି ନାସା କମ ହୋଇଥାଏ । ଏହା ଛଡା ସବୁଦିନ ଚାଲିବା ବା ମାଟି ଥିବା ସ୍ଥାନରେ ଚାଲିବା ବା କଠିନ ପରିଶ୍ରମ କରିବା ଦ୍ଵାରା ମୋଟାପଣ ଦୂର ହୋଇଥାଏ ଯେପରି ପୂର୍ବ କାଳରେ ଲୋକମାନେ କରୁଥିଲେ । ଏହା ବ୍ଯତୀତ ସକାଳୁ ପ୍ରାଣାୟମ ବା ଜଗିଙ୍ଗ କରିବା ଉଚିତ ।

ଏହା ବ୍ଯତୀତ ଖାଦ୍ଯରେ ଯେତେ ସମ୍ଭବ ହାଲ୍କା ଖାଦ୍ୟର ସେବନ କରିବା ଉଚିତ । ଶାକାହାରୀ ଖାଦ୍ଯର ସେବନ କରିବା ଦ୍ଵାରା ଆମ ଶରୀରର ପାଚନ କ୍ରିୟା ବହୁତ ଜଲ୍ଦି ହୋଇଥାଏ । ନିଜ ଡାଏଟରେ ମୂଳା, ଗାଜର ଆଦି ପରିବା ସହ ସେଓ, କମଳା, ବେଦନା ଆଦି ଫଳ ସାମିଲ କରିବା ଉଚିତ । ପ୍ରତେକ ଦିନ ନିଜ ଡାଏଟରେ ଏ ସବୁର ଭରପୁର ମାତ୍ରାରେ ସେବନ କରିବା ଆବଶ୍ୟକ ଅଟେ ।

ଯେଉଁ ମାନଙ୍କୁ ଡାଇବେଟିସ ହୋଇଥିବ ସେମାନେ ସପ୍ତାହକୁ ଦୁଇରୁ ତିନି ଦିନ କିଛି ମାତ୍ରାରେ ହଳଦୀ ପାଉଡର ସହ ନିମ ପାଉଡରକୁ କିଛି ଗରମ ପାଣିରେ ମିଶାଇ ସେବନ କରିଲେ ମୋଟାପଣ ଦୂର ହୋଇଥାଏ । ଏହା ଥିଲା ମୋଟାପଣ ଦୂର କରିବାର ବିଭିନ୍ନ ପ୍ରକାରର ଉପାୟ ଯାହାକୁ କରିଲେ ଆମ ଶରୀରକୁ ବହୁତ ଲାଭ ମିଳିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।