କେମିତି ବି ଥାଇରଏଡ ହୋଇଥାଉ ନା କାହିଁକି ମାତ୍ର 15 ଦିନରେ ଭଲ ହୋଇଯିବ, କେବଳ କରନ୍ତୁ ଏହି 2 ଟି ଉପାୟ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଥାଇରଏଡ଼ ରୋଗ ମୂଳ ରୁ ଶେଷ ହୋଇଯିବ। ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରାୟତଃ ବ୍ୟକ୍ତି ଏହି ଥାଇରଏଡ଼ ରୋଗର ସାମ୍ନା କରୁଛନ୍ତି। ଏହି ରୋଗ ଦ୍ବାରା ବିଭିନ୍ନ ପ୍ରକାର ସମସ୍ୟା ର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି। କୌଣସି ବ୍ୟକ୍ତି ଙ୍କୁ ଏହି ରୋଗ ଦ୍ଵାରା ଭୋକ ଲାଗିନଥାଏ ଅଥବା କିଛି ବ୍ୟକ୍ତି ଙ୍କୁ ବହୁତ ପରିମାଣ ରେ ଭୋକ ଲାଗିଥାଏ।

ଏହି ରୋଗରେ କିଛି ବ୍ୟକ୍ତି ମୋଟାପଣ ର ଶିକାର ହୁଅନ୍ତି ଏବଂ କିଛି ବ୍ୟକ୍ତି ଆବଶ୍ୟକ ଠାରୁ ଅଧିକ ପତଳା ହୋଇଯାନ୍ତି। ଏହି ଥାଇରଏଡ଼ ରୋଗରେ କିଛି ବ୍ୟକ୍ତି ଙ୍କୁ ଗଳା ଯନ୍ତ୍ରଣା ମଧ୍ୟ ହୋଇଥାଏ। ପ୍ରାୟତଃ ବ୍ୟକ୍ତି ଭାବିଥାନ୍ତି ଯେ ଏହି ରୋଗର କୌଣସି ଚିକିତ୍ସା ନାହିଁ।

କିନ୍ତୁ ଆଜି ଆମେ ଆପଣଂକୁ ଯେଉଁ ଉପଚାର ସମ୍ବନ୍ଧରେ କହିବୁ ତାର ପ୍ରୟୋଗ ସଠିକ ଭାବରେ କରିବା ଦ୍ୱାରା ମାତ୍ର ୧୫ ଦିନ ମଧ୍ୟରେ ଏହି ରୋଗ ମୂଳରୁ ଶେଷ ହୋଇ ଯାଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଏହି ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଏହି ରୋଗରୁ ମୁକ୍ତି ପାଇବା ନିମନ୍ତେ ‘ଗୋମୂତ୍ର’ ହେଉଛି ସର୍ବୋକୃଷ୍ଟ ଉପାୟ। ବନ୍ଧୁଗଣ ଯେଉଁ ବ୍ୟକ୍ତି ଙ୍କୁ ଥାଇରଏଡ଼ ରୋଗର ସମସ୍ୟା ରହିଛି ସେହି ବ୍ୟକ୍ତି ମାନେ ପ୍ରତିଦିନ ସକାଳେ ଖାଲି ପେଟରେ ୪ ଚାମଚ ସେବନ କରିବା ଦ୍ଵାରା ଏହା ର ଫାଇଦା ମିଳିଥାଏ। ଏପରି କରିବା ଦ୍ୱାରା ଥାଇରଏଡ଼ ସମସ୍ୟା ଦୂର ହୋଇଥାଏ ଏବଂ ଏହା ସହିତ ଶରୀରର ଅନ୍ୟ ଅଙ୍ଗରେ ମଧ୍ୟ ଏହାର ଭଲ ପ୍ରଭାବ ପଡ଼ିଥାଏ।ଏହାର କୌଣସି ସାଇଡ଼ ଇଫେକ୍ଟ ମଧ୍ୟ ରହିନାହିଁ।

୨. ବନ୍ଧୁଗଣ ଦ୍ଵିତୀୟ ଚିକିତ୍ସା ଟି ‘ଧନିଆ ପାଉଡ଼ର’ ଦ୍ବାରା ହେବ। ଧନିଆ ପ୍ରାୟତଃ ସମସ୍ତଙ୍କ ଘରେ ସହଜରେ ମିଳିଯାଇଥାଏ। ଆପଣ ପ୍ରତିଦିନ ଏହି ଧନିଆ ପାଉଡ଼ର କୁ ଗୋଟିଏ ଗ୍ଲାସ ପାଣିରେ ମିଶାଇ ଏହାକୁ ଭଲ ଭାବରେ ଫୁଟାଇ ଏହାର ସେବନ କରନ୍ତୁ। ଏହି ଚିକିତ୍ସା ଦ୍ଵାରା ହାଇପର ଏବଂ ହାଇପୋ ଥାଇରଏଡ଼ ଉଭୟ ରୁ ମୁକ୍ତି ମିଳିଥାଏ। ତେଣୁ ଏହି ଉପଚାର କୁ ନିଶ୍ଚିତ ପ୍ରୟୋଗ କରନ୍ତୁ।

୩. ବନ୍ଧୁଗଣ ଏହି ଥାଇରଏଡ଼ ରୋଗରୁ ମୁକ୍ତି ପାଇବା ନିମନ୍ତେ ଆପଣ ଜୁଆଣି, ଡାଲଚିନି ଏବଂ ମେଥି ଦାନା ର ପାଉଡର କୁ ଏକାଠି କରି ଉଷୁମ ପାଣିରେ ମିଶାଇ ଏହାର ସେବନ କରନ୍ତୁ। ଏପରି କରିବା ଦ୍ୱାରା ଥାଇରଏଡ଼ ରୋଗର ସମସ୍ୟା ମୂଳରୁ ଶେଷ ହୋଇଥାଏ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଏଭଳି କିଛି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ