ମାତ୍ର 2 ଦିନରେ କମିବ ବଡ ପେଟ, ପତଳା ହେଇଯିବ ଶରୀର – Health Tips

ଆମ ସମସ୍ତଙ୍କର ଶରୀରରେ ଚର୍ବି ରହିଥାଏ । କିଛି ଲୋକଙ୍କର କମ ଚର୍ବି ଥାଏ ଓ ଆଉ କିଛି ଲୋକଙ୍କର ବହୁତ ଥାଏ । ଏହି ମୋଟା ପାଇଁ ଆପଣ ମାନଙ୍କୁ ବହୁତ କଥା ଶୁଣିବାକୁ ପଡୁଛି । ଏବେ କହିବାକୁ ଗଲେ କିଛି ଲୋକେ ଏହି ମୋଟା ଯୋଗୁଁ ସେମାନେ କିଛି କାମ ମଧ୍ୟ କରିପାରି ନଥାନ୍ତି । ସେମାନେ ତାଙ୍କ ମୋଟା ପଣକୁ ନେଇ ବହୁତ ଚିନ୍ତାରେ ଥାନ୍ତି । ଆଉ ଏକ କଥା ହେଉଛି ସେହି ଚର୍ବି ପାଇଁ ପେଟ ବହୁତ ବାହାରକୁ ବାହାରି ଯାଏ ଯାହାକି ଲୋକ ମାନେ କେବେ ହେଲେ ଚାହାନ୍ତି ନାହିଁ ତାଙ୍କ ପେଟ ବାହାରକୁ ବାହାରି ଯାଉ ।

ଏହା ଦ୍ଵାରା ଆମର ସୌଦର୍ଯ୍ୟ ମଧ୍ୟ ନଷ୍ଟ ହୋଇଯାଏ ଓ ଏହା ଆମର ରୋଗ ମଧ୍ୟ ବଢାଇଥାଏ । ଏବଂ ଏହା ଲୋକଙ୍କର ଏକ ମୁଣ୍ଡ ବିନ୍ଧା କାରଣ ହୋଇ ଗଲାଣି । ସେଥିପାଇଁ ନିଜ ଦେହରୁ ଚର୍ବି କାଢିବା ନିହାତି ଦରକାର ।

ବହୁତ ଲୋକେ ଏହି ଚର୍ବି ଅଂସ କମାଇବା ପାଇଁ ବହୁତ ବ୍ୟାୟମ ଓ ଯୋଗ ମଧ୍ୟ କରିଥାନ୍ତି । ଆଉ କିଛି ଲୋକେ ଏଥିପାଇଁ ସେମାନେ ବହୁତ ପରିଶ୍ରମ କରିବା ସହିତ ଡାଏଟ ମଧ୍ୟ କରିଥାନ୍ତି । ଆପଣ ମାନେ ଜାଣିଥିବେ ଆମ ଶରୀରରେ ଭର୍ତି ହୋଇ ରହିଥିବା ଚର୍ବିକୁ କିପରି କମାଇବାକୁ ହେବ ଆପଣ ମାନେ କିଛି ମାତ୍ରାରେ ଜାଣିଥିବେ ।

ଏହା ମଧ୍ୟ କିଛି ଲୋକ କହିଥାନ୍ତି କି କେହି କେହି ଲୋକେ ବ୍ୟାୟମ କରିବା ଓ ନିଜ ଦେହରୁ ଝାଳ ବୋହିବା ଦ୍ଵାରା ଆମ ଶରୀରରୁ ବହୁତ ଚର୍ବି ଅଂସ ମଧ୍ୟ କମିଯାଏ । କିନ୍ତୁ ଆପଣ ଯେତେ ଜିମ କରନ୍ତୁ ଓ ନିଜ ଦେହରୁ ଯେତେ ଝାଳ ଭାରିଲେ ମଧ୍ୟ ପେଟର ଚର୍ବି ବା ଦେହର ଚର୍ବି କେବ ହେଲେ କମି ନଥାଏ । କିନ୍ତୁ ଆଜି ଆମେ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକି ଆପଣ ଶୁଣିଲେ ପୁରା ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜି ଆମେ ଯେଉଁ ଉପାୟ କହିବାକୁ ଯାଉଛି ଯାହାକି ଆଗରୁ ହିଁ ଆପଣଙ୍କର ଘରେ ରହିଥିବ । ଏହା ଦ୍ଵାରା ନିଜ ଶରୀରରେ ଥିବା ଚର୍ବିକୁ ମଧ୍ୟ କମ କରି ପାରିବେ । ଆପଣ ଏହା ଜାଣି ରଖନ୍ତୁ କି ଆମେ ପ୍ରତି ଦିନ ଲଗାଉ ଥିବା ନଡିଆ ତେଲ ମଧ୍ୟ ଆମ ଶରୀରରେ ଥିବା ଚର୍ବି ଅଂସକୁ କମାଇଥାଏ । ତେଣୁ ପ୍ରଥମେ ଆପଣ ଏକ ଚାମଚ ନଡିଆ ତେଲେ ଆଣନ୍ତୁ ।

ଏହା ପରେ ଆପଣ ଭିକ୍ସ ଅଧା ଚାମଚ ଆଣନ୍ତୁ । ଏହାପରେ ଆପଣ ସେଥିରେ ଦୁଇଟି କର୍ପୂର ଗୁଣ୍ଡ କରି ପକାନ୍ତୁ । ଆପଣ ସବୁ ବେଳେ ମାନେ ରହିଥିବେ ଯେଉଁ କର୍ପୂର ଆଣିବେ ସେହି କର୍ପୂର ପୂଜାର ହୋଇଥିବା ଦରକାର ତେବେ ଯାଇ ଏହା କାମ ଦେବ । ଏହାକୁ ଭଲ ଭାବରେ ମିଶାନ୍ତୁ । ଆପଣ ଜାଣି ରଖନ୍ତୁ କି ସେଥିରେ ଆପଣ ମିଶାଇ ଥିବା ଭିକ୍ସ ଆପଣଙ୍କର ପେଟ କମାଇବାରେ ବହୁତ ସାହାର୍ଯ୍ୟ କରିଥାଏ ।

ଆପଣ ଯେଉଁ ୩ ଟି ଜିନିଷ ମିଶାଇ ଥିବେ ସେ ଏକେ ପେଷ୍ଟରେ ପରିବର୍ତନ ହୋଇଥିବ । ଏହାକୁ ଆପଣ ଆଣି ଯେଉଁ ଜାଗାରେ ନିଜର ଚର୍ବି ହୋଇଥିବ ଆପଣ ସେହି ଜାଗାରେ ଲଗାନ୍ତୁ । ଯଦି ଆପଣ ଇଛା କରୁଛନ୍ତି ପେଟରେ ସମ୍ପୂର୍ଣ ଲଗାଇବା ପାଇଁ ତେବେ ଲଗାଇ ପାରିବେ । ଆପଣ ଯେଉଁ ଜାଗାରୁ ଚର୍ବି କମାଇବାକୁ ଚାହୁଁଛନ୍ତି ତେବେ ଆପଣ ସେହି ପେଷ୍ଟକୁ ସେହି ଜାଗାରେ ଲଗାଇ ପାରିବେ । ଏହି କରିବା ଫଳରେ ଆପଣ ଜାଣିପାରିବେ ନିଜ ଶରୀରରେ ଥିବା ଚର୍ବି ବହୁତ ଶୀଘ୍ର କମ ହେବାକୁ ଲାଗିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ