ମାତ୍ର ୪ ଦିନ ପାଣିରେ ଫୁଟାଇ ପିଅନ୍ତୁ, ସାରା ଜୀବନ ପାଇଁ ସୁଗାର, କୋଲେଷ୍ଟ୍ରୋଲ, ପେଟ ସମସ୍ୟା ଓ ହାର୍ଟ ସମ୍ବନ୍ଧୀୟ ରୋଗ ହେଇଯିବ ଗାୟବ- Health Tip

ମଣିଷ ଶରୀରରେ ଅନେକ ପ୍ରକାରର ରୋଗ ରହିଥାଏ । କିଛି ରୋଗ ଭଲ ହୋଇଥାଏ ତ ଆଉ କିଛି ରୋଗ ସବୁଦିନ ପାଇଁ ମଣିଷ ଶରୀରରେ ରହି ଯାଇଥାଏ । କିଛି ରୋଗ ଡାକ୍ତରୀ ଔଷଧ ଦ୍ଵାରା ଭଲ ହୋଇଥାଏ ତ ଆଉ କିଛି ରୋଗ ଘରୋଇ ଔଷଧ ଦ୍ଵାରା ଭଲ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଘରୋଇ ଔଷଧ ବିଷୟରେ ବିବରଣୀ ଦେବାକୁ ଯାଉଛୁ ଯାହାକୁ ଖାଇବା ଦ୍ଵାରା ଆମ ଶରୀରରେ ଥିବା ଅନେକ ରୋଗର ନିବାରଣ ହୋଇଥାଏ ।

ଅନେକ ଲୋକ ମାନେ କିଛି ପରିବା ଖାଇବାକୁ ପସନ୍ଦ କରନ୍ତି ତ ଆଉ କିଛି ଲୋକମାନେ ପରିବା ଖାଇବାକୁ ପସନ୍ଦ କରନ୍ତି ନାହି । ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ବୋଇତାଳୁ ଖାଇବାକୁ ପସନ୍ଦ କରନ୍ତି ନାହି । କିନ୍ତୁ ବୋଇତାଳୁ ଅଧିକ ଦାମୀ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ବୋଲି ମାନାଯାଏ । ଏହା ଗୁଣର ଗନ୍ତାଘର ଅଟେ । ଏହାର ସେବନ କରିଲେ ସ୍ୱାସ୍ଥ୍ୟ ଭଲ ରହିଥାଏ । ଯଦି ଆମେ ଏହାକୁ ପ୍ରେତକ ଦିନ ଖାଇବା ତେବେ ହୃଦୟ ଜଡିତ କୌଣସି ରୋଗ ହୋଇ ନ ଥାଏ ।

ଏହା ସହ ଆମ ଶରୀରର ରକ୍ତ ସଫା କରିବାରେ ସାହାଜ୍ଯ କରିଥାଏ । ଏହା ଫଳରେ ଆମକୁ କୌଣସି ରୋଗ ହୋଇ ନ ଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ କିଛି ପ୍ରଣାଳୀ ରହିଛି । ଏହି ବୋଇତାଳୁ ମଞ୍ଜି ଆମ ଶରୀର ପାଇଁ ରାମବାଣ ଭଳି କାମ କରିଥାଏ । ଏହା ଭିଟାମିନ ଓ ମିନେରାଲର ଗନ୍ତାଘର ଅଟେ । ଏହା ଆମ ଶରୀରକୁ ସବୁ ପ୍ରକାରର ତତ୍ତ୍ଵ ଦେଇଥାଏ ଯାହା ଆମ ଶରୀର ପାଇଁ ହିତକାରକ ଅଟେ । ଯାହା ଫଳରେ ଆମ ଶରୀରର ପାଚନ ଶକ୍ତି ସକ୍ରିୟ ହୋଇଥାଏ ।

ଯଦି ଆମ ଶରୀରରେ ପାଚନ ଶକ୍ତି ସକ୍ରିୟ ରହିବା ତେବେ ପେଟ ଜଡିତ କୌଣସି ରାଗ ହୋଇ ନ ଥାଏ । ଏହା ଛଡା ଆମ ଶରୀରର ଇମ୍ୟୁନିଟି ସିଷ୍ଟମ ମଜବୁତ ରହିବ ତେବେ ଶରୀରରେ କୌଣସି ଭୂତାଣୁ ପ୍ରବେଶ କରି ପାରିବ ନାହି । ଏହାର ଏକ ଜୁସ ତିଆରି କରିବା ପାଇଁ କିଛି ପ୍ରଣାଳୀ ରହିଛି ।

ପ୍ରଥମେ ଗୋଟିଏ ପାତ୍ରରେ ପାଣି ଗରମ କରି କଖାରୁ ମଞ୍ଜି ପକାନ୍ତୁ । ଏହା ଫୁଟିବା ପରେ ଗ୍ଯାସରୁ ଓଲହାଇ ଦେଇ ଏହାକୁ ମିକ୍ସ କରନ୍ତୁ । ଏହା ପରେ ପୁଣି ଥରେ ଏହି ମଞ୍ଜିକୁ ଫୁଟାଇବେ ଯେ ପର୍ଯ୍ୟନ୍ତ ଏହାର ପାଣି ଅଧା ଗ୍ଳାସ ପର୍ଯ୍ୟନ୍ତ ନ ହୋଇଛି । ଭଲ ଭାବରେ ଫିଟିବା ପରେ ଏହି ମଞ୍ଜୀର ପାଣିକୁ କିଛି ସମୟ ପାଇଁ ଥଣ୍ଡା କରନ୍ତୁ । ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ଥଣ୍ଡା କରିବା ପରେ ଆପଣ ଏହି ପାଣିକ ନ ଛାଣି ସେବନ କରି ପାରିବେ ।

ବୋଇତାଳୁ ମଞ୍ଜୀର ପାଣି ଏହି ପ୍ରକାରରେ ପ୍ରସ୍ତୁତ କରି ଲଗାତାର ୪ ଦିନ ସେବନ କରିଲେ ଆମ ଶରୀରରେ ଥିବା ସୁଗାର, କୋଲେଷ୍ଟର, ପେଟ ରୋଗ ଓ ହୃଦୟ ରୋଗ ଆଦି ଭଲ ହୋଇଥାଏ ।ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ