ମାତ୍ର ୪୦ ଟଙ୍କାରେ ନେଇ ଆସନ୍ତୁ ପକେଟ ରେନ କୋର୍ଟ, ରହିଛି ଏହି ସବୁ ସୁବିଧା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ମାନେ ବର୍ଷା ହେବା ମାତ୍ରେ ଛତା ବା ରେନିକୋଟ ନିଶ୍ଚୟ ବ୍ୟବହାର କରୁଥିବେ । ଯଦି କାହା ପାଖରେ ଛତା ବା ରେନିକୋଟ ନ ଥାଏ ସେ ତୁରନ୍ତ ବଜାରକୁ ଯାଇ କିଣିଥାଏ ।

ଆଜି ମାମେ ଆପଣ ମାନଙ୍କ ପାଇଁ ଏମିତି କିଛି ଖବର ନେଇ ଆସିଛୁ ଯାହା କଟକରେ ଏକ ଦୋକାନରେ ଏମିତି ଭଳିକି ଭଳି ରେନିକୋଟ ଓ ଟ୍ରେଣ୍ଡି ଡିଜାଇନର ଛତା ମିଳୁଛୁ ଯାହା ଆଗରୁ କେବେ ବି ମାର୍କେଟ କୁ ଆସି ନ ଥିଲା । ତେବେ ଆସନ୍ତୁ ଜାଣିବା ଏହି ନୂଆ ଡିଜାଇନରେ ଖାସ କଥା କଣ ରହିଛି । କଟକର ଏକ ଦୋକାନରେ ଯେଉଁ ମାନେ ଶାଢୀ ପିନ୍ଧୁଛନ୍ତି ସେମାନଙ୍କ ପାଇଁ ସ୍କଟ ଟପ ଭଳି ରେନିକୋଟ, ଝିଅ ମାନଙ୍କ ପାଇଁ ପ୍ଲାଜୋ ରେନିକୋଟ, ପକେଟ ରେନିକୋଟ ଓ ପୋଲିସ ରେନିକୋଟ ଭଳି ଅନେକ ଡିଜାଇନ ରହିଛି ।

ଏହି ଭିଡିଓରେ ଲ୍ୟାପଟୋପ ରଖିବା ପାଇଁ ଏକ ବ୍ୟାଗ ଭଳି ରେନିକୋଟ ଦେଖା ଯାଉଛି । ଏହା ସହ ଏମିତି ଏକ ରେନୋକୋଟ ରହିଛି ଯାହାକୁ ପିନ୍ଧିବା ପରେ ଅତି ସହଜରେ ପକେଟରେ ରଖି ହେବ ଯାହାକୁ ପକେଟ ରେନିକୋଟ ନାଁ ଦିଆ ଯାଇଛି ଯାହାର ଦାମ ରହିଛି ମାତ୍ର ୪୦ ଟଙ୍କା ।

ଏହି ଭିଡିଓରେ ଏମିତି ଛତା ଦେଖା ଯାଉଛି ଯାହାକୁ କାରରେ ବ୍ୟବହାର କରିବା ପରେ ସହଜରେ ପାଣି ରହିବ ନାହି । ଅନ୍ୟ ଏକ ଛତାରେ ହାର୍ଟ ସେପ ଚିତ୍ର ରହିଛି ଯାହାକୁ ନୂଆ ଜେନେରେସନର କପଲ ଅମ୍ବରେଲା କୁହା ଯାଉଛି । ଝିଅ ମାନଙ୍କ ପାଇଁ ନୂଆ ଡିଜାଇନ ଏହି ବର୍ଷ ରେନିକୋଟ ଭାବେ ପ୍ଲାଜୋ ଡ୍ରେସ ଭଳି ରେନିକୋଟ ତିଆରି କରା ଯାଇଛି ବୋଲି ସେହି ଦୋକାନର ମାଲିକ ଦର୍ଶାଇଛନ୍ତି ।

ଆଉ ଏକ ରେନୀକୋଟରେ ଲାଇଟ ୱେଟ ରେନିକୋଟ କୁହା ଯାଉଛି ଯାହାକୁ ପିନ୍ଧିଲେ ଲାଗିବାନି ଯେ ବ୍ୟକ୍ତି ବର୍ଷାରେ ରେନିକୋଟ ପିନ୍ଧିଛି । ଅନ୍ୟ ଏକ ଏସି ରେନିକୋଟ ରହିଛି ଯାହାକୁ ପିନ୍ଧିଲେ ରେଲାକ୍ସ ଲାଗିବା ସହ ଗରମ ଲାଗିବନି ସେଥିରେ ଥିବା ନେଟ ଓ ବେଣ୍ଟିଲେସନ ପାଇଁ ସ୍ପେସ ଦିଆ ଯାଇଛି । ଏହି ସବୁ ନୂଆ ଡିଜାଇନର ରେନିକୋଟ ବା ଛତାରେ ଅଧିକ ପ୍ରାଇସ ରଖାଯାଇ ନାହି ବୋଲି ସେହି ଦୋକାନର ମାଲିକ କହିଛନ୍ତି ।

ପୋଲିସ ମାନଙ୍କ ପାଇଁ ନୂଆ ଡିଜାଇନ ରେନିକୋଟ ରହିଛି ଯାହାକୁ ପିନ୍ଧିଲେ ସେମାନେ ରିଲାକ୍ସ ଅନୁଭବ କରିବେ । ସବୁଠାରୁ ଖାସ ରେନିକୋଟ ରହିଛି ଯାହାକୁ ପକେଟରେ ସହଜରେ ପୁରାଇ ପୁଣି ଥରେ ବ୍ୟବହାର କରି ହେବ ଯାହାର ଦାମ ଖୁବ କମ ରହିଛି ମାତ୍ର ୪୦ ଟଙ୍କା ।

ବନ୍ଧୁଗଣ ଏହାକୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।