ମତେ ଶୀଘ୍ର ଚୌଦ୍ବାର ନେଇ ଯାଅ ନହେଲେ ମତେ ମାରିଦେବେ…. ଦେଖନ୍ତୁ କାହିଁକି ଏମିତି କହୁଛି Gopal

ନମସ୍କାର ବନ୍ଧୁଗଣ, ଅଭିଯୁକ୍ତ ଗୋପାଳ ଦାସକୁ ବର୍ତ୍ତମାନ ଚୌଦ୍ଵାର ଜେଲ ପଠାଯିବାର ବ୍ୟବସ୍ତା କରାଯାଉଛି । କାରଣ ଗୋପାଳ ଅଭିଯୋଗ କରୁଛି ଯଦି ମୁଁ ଏହିଠାରେ ରହେ ତେବେ ଏମାନେ ମତେ ମା-ରି-ଦେ-ବେ । ତେଣୁ ମତେ ଚୌଦ୍ଵାର ନେଇଯାଅ । ଗୋପାଳ କାହିଁକି ଏଭଳି କଥା କହୁଛି କଣ ରହିଛି ଅସୁବିଧା ସେହି ଜେଲରେ । ଗୋପାଳ କହୁଥିବା ଏଭଳି କଥା ପଛର କାରଣ କଣ ରହିଛି ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଗୋପାଳକୁ ଯେତେବେଳେ ବ୍ରଜରାଜ ନଗର ସବ ଜେଲରେ ରଖିବା ପାଇଁ ଗୋପାଳକୁ କୁହାଯାଉଛି ଗୋପାଳ ସେତିକି ବେଳେ କହୁଛି ମତେ ସେଠାକୁ ନିଅ ନାହିଁ ନଚେତ ସେମାନେ ମତେ ମା-ରି-ଦେ-ବେ ତେଣୁ ମତେ ଆପଣ ଚୌଦ୍ଵାର ଜେଲ ନେଇଯାନ୍ତୁ । ଗୋପାଳ କହିଛନ୍ତି ପୋଲିସ ଅଧିକାରୀଙ୍କୁ କି ଆପଣ ଯେଉଁ ଜେଲକୁ ମତେ ଆପଣ ନେବା ପାଇଁ ଯାଉଛନ୍ତି ସେହି ଜେଲରେ ମନ୍ତ୍ରୀ ନବଦାସଙ୍କର ଅନେକ ସମର୍ଥକ ରହିଛନ୍ତି ।

ଯେଉଁମାନେ କି ଦୋ-ଷୀ ସାବ୍ୟସ୍ତ ହୋଇ ଜେଲରେ ରହୁଛନ୍ତି । ଆଉ ସେମାନେ ଯେତେବେଳେ ଜାଣିବା ପାଇଁ ପାଇବେ ମୁଁ ହେଉଛି ସେହି ଗୋପାଳ ଯିଏ ନବ ଦାସଙ୍କୁ ମା-ରି ଛି ସେତେବେଳେ ସେମାନେ ମତେ ମା-ରି-ଦେ-ବେ । ପୂର୍ବତନ ମନ୍ତ୍ରୀ ଜଣେ ପ୍ରଭାବଶାଳୀ ଏବଂ ଟାଣୁଆ ନେତା ଥିବାରୁ ଜେଲରେ ଗୋପାଳଙ୍କ ଜୀବନ ପ୍ରତି ବିପଦ ଥିବାର କଥା ସେ କହିଛି ।

ପୋଲିସଙ୍କ ଆଗରେ ଗୁହାରି କରୁଛି ଗୋପାଳ କହୁଛି ଦୟାକର ନଚେତ ଏମାନେ ମତେ ସ୍ଵର୍ଗଦ୍ଵାର ପଠାଇ ଦେବେ ତେଣୁ ଆପଣ ମତେ ଚୌଦ୍ଵାର ଜେଲ ପଠାଇ ଦିଅନ୍ତୁ । ଗୋପାଳ ଏହା ମଧ୍ୟ ଉଦାହରଣ ଦେଉଛି ଯେଉଁଭଳି କଣ୍ଟାବାଞ୍ଜି ଜେଲେରେ ମମିତା ମେହେରଙ୍କର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସନ୍ଦେହ ଜନଙ୍କ ଭାବରେ ମୃ-ତ୍ୟୁ ଘଟିଲା ସେହିଭଳି ଭାବରେ ମୋର ବି ମୃ-ତ୍ୟୁ ହୋଇଯିବ ବୋଲି କହୁଛି ଗୋପାଳ ।

ଏହି କଥାର ଆଗୁଆ ଆଭାସ କରି ଗୋପାଳ କହୁଛି ମତେ ଚୌଦ୍ବାର ଜେଲ ପଠାଇ ଦିଅ ନଚେତ ମୋ ଜୀବନ ଚାଲିଯିବ । ତେଣୁ ଆଜି କିମ୍ବା କାଲି ଭିତରେ ଗୋପାଳକୁ ପଠାଇ ଦିଆଯିବ ଚୌଦ୍ଵାର ଜେଲ । ବର୍ତ୍ତମାନ ଏହା ଏକ ବଡ ପ୍ରଶ୍ନ ଗୋପାଳକୁ କିଏ ମା-ରି ବ କାହିଁକି ଏତେ ଡରୁଛି ଗୋପାଳ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।