ମା’ ଲକ୍ଷ୍ମୀ ଘରକୁ ଆସିଲେ ମିଳିଥାଏ ଏହି 5 ସଙ୍କେତ, କଣ ଆପଣଙ୍କୁ ମିଳୁଛି ଏମିତି ସଙ୍କେତ ତ ଚମକିପାରେ ଆପଣଙ୍କ ଭାଗ୍ୟ !

ଏହି ସଂସାରରେ ଟଙ୍କା ହିଁ ସବୁ କିଛି ହୋଇଥାଏ । କିନ୍ତୁ ଟଙ୍କା ଦ୍ଵାରା ଖୁସି କିଣି ପାରିବେ ନାହିଁ । କିନ୍ତୁ ଟଙ୍କା ଥିଲେ ଆପଣ ଖୁସିରେ ରହିବେ । କିନ୍ତୁ ଖୁସି ପାଇଁ ଟଙ୍କା ବି ଦରକାର ଏହା ବି ନୁହେଁ । ହିନ୍ଦୁ ଧର୍ମରେ ସମସ୍ତେ ମାତା ଲକ୍ଷ୍ମୀଙ୍କ ଆରାଧନା କରି ଧନ ଓ ସମ୍ପତ୍ତିର କାମନା କରିଥାନ୍ତି । କିନ୍ତୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ବହୁତ ହିଁ କଷ୍ଟକର ହୋଇଥାଏ । କିନ୍ତୁ ଯାହା ଉପରେ ମାତା ଲକ୍ଷ୍ମୀଙ୍କ କୃପା ପଡିଥାଏ ସେ ଜୀବନରେ କେବେ ବି ଦୁଃଖୀ ରୁହେ ନାହିଁ ।

ମାତା ଲକ୍ଷ୍ମୀ ବେଳେ ବେଳେ ନିଜର ଭକ୍ତ ଉପରେ ପ୍ରସନ୍ନ ହୋଇ ଘରକୁ ଆଗମନ କରିଥାନ୍ତି । ମାତା ଲକ୍ଷ୍ମୀ ଯେତେବେଳେ ଘରକୁ ଆସନ୍ତି ସେ ସେହି ସମୟରେ କିଛି ସଂକେତ ଦେଇଥାନ୍ତି । ଚାଳନ୍ତୁ ଜାଣିବା ସେହି ସବୁ ସଂକେତ ବିଷୟରେ । ଗୁରୁବାର ଓ ଶନିବାର ଦିନ ଘରର କୌଣସି ବି ଜିନିଷ ବିକ୍ରି କରିବେ ନାହିଁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଚାଲି ଯାଇଥାନ୍ତି ।

ଘରେ ଯଦି ସବୁବେଳେ ଅଭାବ ଲାଗିରୁହେ, ଯେତେ ରୋଜଗାର କରିଲେ ବି ଅଭାବ ଲାଗି ରହୁଛି ଏହିଭଳି ସ୍ଥିତିରେ ଗୋଟିଏ ଛୋଟ ପିତ୍ତଳ ଢାଲରେ ମୁଦ୍ରା ଭର୍ତ୍ତି କରି ଘରର ପଶ୍ଚିମ ଦିଗରେ ରଖି ସବୁଦିନ ନମସ୍କାର କରନ୍ତୁ । ଏହା ଆପଣଙ୍କର ସମସ୍ତ ଅଭାବକୁ ଶୀଘ୍ର ହିଁ ଦୂର କରିଥାଏ । ଘର ସାମ୍ନାରେ କେବେ ବି ପଥର ଜମା କରନ୍ତୁ ନାହିଁ ।

ପେଚା- ଘରେ ଉପରେ କିମ୍ବା ରାସ୍ତାରେ ଧଳା ପେଚା ଦେଖୁଛନ୍ତି ଏହା ବହୁତ ଶୁଭ ସଂକେତ ହୋଇଥାଏ । ଘରେ ନେଉଳ, ଧଳା ପାରା କିମ୍ବା ମୂର୍ତ୍ତି ରଖୁଛନ୍ତି ଆପଣଙ୍କ ମନଗଳ ହୋଇଥାଏ । ଅମାବାସ୍ୟା ଦିନ ହିଁ ଘର ପାଖରେ ପେଚା ଦେଖୁଛନ୍ତି, ବିଲେଇ ଘରେ ପଶି କ୍ଷୀର ପିଉଦେଉଛି, ରାତିରେ ମୂଷା କିମ୍ବା ଚୁଚୁନ୍ଦ୍ରା ଦେଖନ୍ତି ଏହାର ଅର୍ଥ ମାତା ଲକ୍ଷ୍ମୀ ଘରକୁ ଆଗମନ କରୁଛନ୍ତି ।

କଳା ପିମ୍ପୁଡି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରେ ଅଚାନକ କଳା ପିମ୍ପୁଡି ଗୋଲ ଆକରରେ ଦେଖା ଯାଆନ୍ତି, ଏହା ବହୁତ ଶୁଭ ସଂକେତ ହୋଇଥାଏ । ଏହା ମାତା ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ । ଘରେ କଳା ପିମ୍ପୁଡି ଦେଖିଲେ ସେଠି ହଳଦୀ ଓ ସିନ୍ଦୁର ପକାନ୍ତୁ ଓ କିଛି ଖାଇବାକୁ ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଘରେ ଧନର ଅଭାବ ରହିବ ନାହିଁ ।

ଝିଟିପିଟି

ଘରେ ଅଚାନକ ୩ ଟି ଝିଟିପିଟି ଏକତ୍ରିତ ଦେଖା ଯାଆନ୍ତି ଏହା ବି ଏକ ପ୍ରକାରର ଶୁଭ ସଂକେତ ଅଟେ । ଏହା ମାତା ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ । ଯଦି ଗୋଟିଏ ଝିଟିପିଟି ଅନ୍ୟ ଏକ ଝିଟିପିଟିର ପିଛା କରୁଥିବାର ଦେଖାଯାଏ ଏହା ଘରର ଉନ୍ନତିର ସଂକେତ ଦେଇଥାଏ ।