ମାତା ଲକ୍ଷ୍ମୀ ଙ୍କୁ ଅତି ପ୍ରିୟ ହୋଇଥାଏ ଏହି ଗଛ, ଘରେ ଲଗେଇଲେ ରାତାରାତି ହେଇଯିବେ କୋଟିପତି – Vastu Tips

ବାସ୍ତୁ ଅନୁସାରେ କିଛି ଏପରି ଗଛ ଅଛି ଯାହାକି ଆପଣ ଘରେ ଲଗାଇବା ଫଳରେ ଆପଣଙ୍କର ବହୁତ କିଛି ପରିବର୍ତନ ହୋଇଥାଏ । ଆଜି ଆମେ ଏପରି କିଛି ଗଛ ବିଷୟରେ କହିବାକୁ ଯାଉଛୁ ଯାହାକି ନିଜ ଘରେ ସୁଖ ସମୃଦ୍ଧି ବଢିବା ସହିତ ଆପଣଙ୍କର ବହୁତ ଊର୍ଣ୍ଣତି ମଧ୍ୟ ହେବ । ଆପଣ ଯଦି ସେହି ଗଛକୁ ନିଜ ଘରେ ଲଗାଉଛନ୍ତି ତେବେ ଘରେ ଥିବା ନକରାତ୍ମକ ଶକ୍ତି ସବୁ ଦୂରେଇ ଯାଏ ।

ଏହାଛଡା ଆପଣ ଯଦି ସେହି ଗଛକୁ ନିଜ ଘରେ ଲଗାଉଛନ୍ତି ତେବେ ନିଜ ଘରେ କେବ ହେଲେ ସୁଖ ଓ ଆର୍ଥିକ ସମସ୍ୟା ଦେଖା ଦେବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଗଛ ଗୁଡିକ ବିଷୟରେ ।

ତୁଲସୀ ଗଛ

ଆମ ହିନ୍ଦୁ ଧର୍ମରେ ତୁଲସୀ ଗଛକୁ ଆମେ ମାନେ ପ୍ରତିଦିନ ପୂଜା କରିଥାଉ । ଏହାକୁ ଆମେ ମାନେ ସବୁ ଲୋକଙ୍କ ଘରେ ଦେଖିବାକୁ ପାଇବା । ଏହି ଗଛ ଘରେ କେବେ ହେଲେ ଆର୍ଥିକ ସମସ୍ୟା ଆସିବାକୁ ଦେଇ ନଥାଏ । ଏହା ସହିତ ଆପଣ ଯଦି ସେହି ଗଛକୁ ନିଜ ଘରେ ଲଗାଉଛନ୍ତି ତେବେ ଘରେ ଥିବା ନକରାତ୍ମକ ଶକ୍ତିକୁ ବାହାର କରିଥାଏ । ଏବଂ ସେହି ଗଛକୁ ଆପଣ ଉତ୍ତର ଓ ପୂର୍ବ ଦିଗରେ ରଖିବା ଉଚିତ ଅଟେ ।

ଅଁଳା ଗଛ

ବାସ୍ତୁ ଅନୁସାରେ ସେହି ଗଛକୁ ଯଦି ଆପଣ ମାନେ ନିଜ ଘରେ ଲଗାଉଛନ୍ତି ତେବେ ମାତା ଲକ୍ଷ୍ମୀ ଏଥିରେ ବହୁତ ପ୍ରସନ୍ନ ହୋଇଥାନ୍ତି । ଏହା ସହିତ ଆପଣ ଘରେ ଏହାର ଚିତ୍ର ମଧ୍ୟ କରି ଲଗାଇବା ଦ୍ଵାରା ନିଜର ବହୁତ ଲାଭ ହୋଇଥାଏ । ଏହାକୁ ଯଦି ଆପଣ ଘରେ ଲଗାଛନ୍ତି ତେବେ ନିଜ ଘରର ବାତା ବାରଣ ସୁଧୀ ହୋଇଥାଏ ।

ଗଙ୍ଗ ଶିଉଳି ଗଛ

ଏହି ଗଛକୁ ଘର ପାଖରେ ଲଗାଇବା ଦ୍ଵାରା ଘରେ କେବେବି ଦରିଦ୍ରତା ଦେଖାଦିଏ ନାହିଁ । ଏହା ଆର୍ଥିକ ସମସ୍ୟାକୁ ଦୂରେଇ ରଖିଥାଏ । ଏହି ଗଛର ଫୁଲ ଘରକୁ ସୁଗନ୍ଧିତ କରିବା ସହିତ ଏହା ଆମର ବହୁତ ଉପକାର ମଧ୍ୟ କରିଥାଏ । ଏହା ମଧ୍ୟ ଆମର ଧନ ଲାଭର କାରଣ ହୋଇଥାଏ । ସେଥିପାଇଁ କିଛି ଲୋକେ ଏହାକୁ ନିଜ ଘରେ ବା ବଗିଚାରେ ଲଗାଇବାର ଦେଖାଯାଏ ।

ଶମି ଗଛ

ଏହି ଗଛ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଆପଣଙ୍କର ଥିବା ଆର୍ଥିକ ସମସ୍ୟା କେବେ ହେଲେ କରାଇ ନଥାଏ । ଏହି ଗଛ ସବୁ ବେଳେ ଆପଣଙ୍କର ମଙ୍ଗଳ କରିଥାଏ । ଆପଣ ଏହି ଗଛକୁ ନିଜ ଘରେ କୌଣସି ସ୍ଥାନରେ ମଧ୍ୟ ଲଗାଇ ପାରିବେ । ଏହି ଗଛ ବହୁତ ଲାଭ ଦାୟକ ଅଟେ ।

ଅପରାଜିତା ଗଛ

ଆପଣଙ୍କର ଥିବା ଘର ଓ ବଗିଚାର ଏହି ଗଛର ଥିବା ନୀଳ ରଙ୍ଗର ଫୁଲ ବହୁତ ସୋଭା ବଢାଇ ଥାଏ । ଏହି ଗଛର ନୀଳ ରଙ୍ଗର ଫୁଲ ଘରର ଆର୍ଥିକ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏହି ଫୁଲକୁ ଲକ୍ଷ୍ମୀଙ୍କର ବହୁତ ପ୍ରିୟ ଫୁଲ ମଧ୍ୟ କୁହାଯାଏ । ଏହି ଫୁଲ ପ୍ରତ୍ୟେକ ଘରେ ରହିବା ଫଳରେ ଏହା ବହୁତ ଶୋଭା ବଢିବା ସହିତ ସୁଖ ଶାନ୍ତି ଦେବାରେ ବହୁତ ମହତ୍ୟ ରଖିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।