Garuda Purana- ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ମୃତ୍ୟୁ ପୂର୍ବରୁ ମଣିଷକୁ ମିଳିଥାଏ ଏହି 7 ଟି ସଙ୍କେତ

ଭଗବାନ କୃଷ୍ଣ କହିଛନ୍ତି କି ଆତ୍ମା କୁ ଅଗ୍ନି ଜଳେଇ ପାରିବ ନି ପାଣି ନିଜ ଭିତରେ ଏହାକୁ ପିଘିଲେଇ ପାରିବନି କି ପବନ ଏହାକୁ ନଷ୍ଟ କରି ପାରିବନି । ଆତ୍ମା ଆମର ଅଟେ । ଏହାକୁ କେହି କାଟି ପାରିବେନି ଏହାକୁ କେହି ଛୁଇଁ ପାରିବେନି ।

ମାତ୍ର ଆମ ଶରୀର ଦିନେ ନଷ୍ଟ ହୋଇ ଜୀବ ଓ ଏହା ଭିତରେ ଥିବା ଆତ୍ମା ନିଶ୍ଚିତ ଭାବେ ଉପରକୁ ଜୀବ । ଏହା କହିବାର ଅର୍ଥ ହୁଏତ ଆପଣ ଶରୀର ତ୍ୟାଗ କରି ପାରନ୍ତି ମାତ୍ର ଆତ୍ମା ସର୍ବଦା ଅମର ଅଟେ । ମୃ-ତ୍ୟୁ ପୂର୍ବରୁ ମଣିଷ ଏହା ବିଷୟରେ ଜାଣିବାକୁ ଇଛା କରେ କି ଏହା କଣ ଅଟେ କିଭଳି କାମ କରି ଥାଏ । ଯିଏ ଜନ୍ମ ନେଇଛି ସେ ମ-ରି-ବ ନିଶ୍ଚିତ ।

ଏହା ବିଷୟରେ ଗରୁଡ ପୁରାଣ ରେ ଏହି ବିଷୟରେ ଭଗବାନ ବିଷ୍ଣୁ କହିଛନ୍ତି କି ଆତ୍ମା ର ଗତି କେଉଁ ଆଡେ ହୁଏ କିଭଳି ପୁନର ଜନ୍ମ ମିଳିଥାଏ । ଏହା ବିଷୟରେ ସବୁ କୁହା ଯାଇଛି । ତେବେ ଏଥିରେ ଏଭଳି କିଛି ସତ୍ୟ ସଂକେତ ବିଷୟରେ କୁହାଯାଇଛି ଯାହାକୁ ଆପଣ ଜାଣିଲେ ମୃ-ତ୍ୟୁ ର ବିଷୟରେ ସାମ୍ଯକ ଧାରଣା ପାଇ ପାରିବେ । ଆସନ୍ତୁ ଜାଣିବା ଭଗବାନ ବିଷ୍ଣୁ ଗରୁଡକୁ ମୃ-ତ୍ୟୁ ପୂର୍ବରୁ କଣ କଣ ସଂକେତ ଥିବା କଥା କହିଛନ୍ତି ।

ପ୍ରଥମେ ଯେତେବେଳେ ମୃ-ତ୍ୟୁ ସମୟ ନିକଟକୁ ଆସେ ମଣିଷର ଛାଇ ତା ସହ ନଥାଏ । ତେଲ କିମ୍ବା ପାଣିରେ ଯଦି ନିଜ ଛବି ଦେଖାଯାଏନି । ଯଦି ଏଭଳି ହୁଏ ତେବେ ଜାଣି ନିଅନ୍ତୁ ଆପଣଙ୍କର ମୃ-ତ୍ୟୁ ନିକଟରେ ହେବ। ଦ୍ଵିତୀୟରେ ଯଦି କାହାକୁ ନିଜ ପିତୃ ପୁରୁଷଙ୍କର ସ୍ଵପ୍ନ ବାର ବାର ଆସିଥାନ୍ତି ତାହେଲେ ମୃ-ତ୍ୟୁ ଖୁବ ଜଲ୍ଦି ହେବ ବୋଲି ଜାଣି ନିଅନ୍ତୁ । ତୃତୀୟ ଯେତେବେଳେ ମୃ-ତ୍ୟୁ ନିକଟ ରେ ଥାଏ ମଣିଷ ଦେହରୁ ଏକ ଅଲଗା ପ୍ରକାର ଗନ୍ଧ ଆସିଥାଏ ଏଭଳି ହେଲେ ସେ ଜାଣି ନେବା ଉଚ୍ଚିତ କି ସେ ଆଉ କିଛି ଦିନ ଏହି ଠାରେ ରହି ପାରିବ ।

ଚତୁର୍ଥ ରେ ଯଦି କାହାର ଯିବା ସମୟ ଆସି ଯାଏ ତାହେଲ ତାକୁ ଆଇନାରେ ନିଜ ଚେହେରା ବିକୃତ ଲାଗେ କିମ୍ବା ନିଜ ଚେହେରା ବଦଳରେ ଆଉ କାହାର ଚେହେରା ଦେଖା ଯାଏ । ପଞ୍ଚମ ଯଦି କାହର ମୃ-ତ୍ୟୁ ପୂର୍ବରୁ ଚମଡା ଲାଲ କିମ୍ବା ହଳଦିଆ ହୋଇ ଯାଏ ଓ ଏହା ଭିତରୁ ଜଳିବବାକୁ ଲାଗେ ଏଭଳି ହେଲେ ତାକୁ ନର୍କ ଯିବାର ସୂଚନା ମିଳି ଯାଇ ଥାଏ । ଯଦି ଏଭଳି ହେଲା ସେ ଆଉ ବଞ୍ଚିବା ଅସମ୍ଭବ ।

ଯେଉଁ ମାନଙ୍କର ମୃ-ତ୍ୟୁ ପାଖରେ ହୋଇ ଥାଏ ଷଷ୍ଠରେ ନିୟମ ଅନୁସାରେ ସେମାନଙ୍କୁ ସୂର୍ଯ୍ୟ କିମ୍ବା ଚନ୍ଦ୍ରମା ଦେଖା ଯାଏନି ସେମାନେ ଆଜୀବ ଅନୁଭବ କରନ୍ତି ବେଳେ ବେଳେ ସେମାନଙ୍କୁ ଚାନ୍ଦ ଭାଙ୍ଗି ଯାଇଥିବାର ଦେଖା ଯାଇ ଥାଏ ।  ସେସ ଓ ଅନ୍ତିମ ନିୟମ ଅନୁସାରେ ଯଦି ବ୍ୟକ୍ତିକୁ ଭଲସେ ଦେଖା ନ ଯାଏ ଜିହ୍ଵା ଓ ନାକ ଧୀରେ ଧୀରେ ଟାଣ ହୋଇ ଯାଏ ସେ ଜାଣି ଯାଏ କି ସେ ଜୀବ ଏହି ଧରା ଛାଡିକି । ଏହା ଥିଲା ୭ ଟି ସଂକେତ ଯାହା ଦ୍ଵାରା ମଣିଷ ନିଜର ଅନ୍ତିମ ଅବସ୍ଥା ବିଷୟରେ ଜାଣି ପାରିବ । ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ  ପେଜକୁ ଲାଇକ କରିବେ ।