ଭଗବାନ ଶ୍ରୀ କୃଷ୍ଣ କୁହନ୍ତି, ଧନବାନ ବନିବା ପୂର୍ବରୁ ମଣିଷକୁ ମିଳିଥାଏ ଏହି 8 ଟି ସଙ୍କେତ- Vastu Tips

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ସମୟରେ ଲୋକଙ୍କର ଭଲ ସମୟ ଆସିଥାଏ ସେହି ସମୟରେ ତାଙ୍କୁ କିଛି ସଂକେତ ଆସିଥାଏ କି ଯାହା ତାଙ୍କୁ ସୁଚାଇ ଥାଏ ସେମାନଙ୍କର ଆଉ କିଛି ଦିନ ଭିତରେ ବହୁତ ଭଲ ସମୟ ଆସିବାକୁ ଯାଉଛି । ଯେଉଁ ସମୟରେ ମନୁଷ୍ୟର ଭଲ ହେବାକୁ ଥିବ ସେହି ସମୟରେ ପ୍ରକୃତି ଦ୍ଵାରା ତାକୁ କିଛି ସଙ୍କେତ ମିଳିଥାଏ । ଯେଉଁ ମନୁଷ୍ୟ ଏହି ସଙ୍କେତକୁ ବୁଝିପାରେ ସେମାନଙ୍କର ହେଉଥିବା ଖରାପ କାର୍ଯ୍ୟ ଓ କିଛି ହେଉଥିବା ଅସୁବିଧାକୁ ସେମାନେ ବହୁତ ସହଜରେ ସେଥିରୁ ମୁକ୍ତି ପାଇଥାନ୍ତି ।

ଶ୍ରୀକୃଷ୍ଣ କହିଛନ୍ତି ଯେ ଯେଉଁ ସମୟରେ ତାର ଭଲ ସମୟ ଆସିବ ସେହି ସମୟରେ ସେ କେବେ ହେଲେ ଅହଂଙ୍କାର କରିବା କଥା ନୁହେଁ । କାରଣ ସବୁ ବେଳେ ସବୁ ଲୋକଙ୍କର ଭଲ ସମୟ ରହି ନଥାଏ । ତାକୁ ଭଲ ସମୟ କିଛି ଦିନ ଭିତରେ ଖରାପ ସମୟ ମଧ୍ୟ ଆସିଥାଏ । ସେଥିପାଇଁ ନିଜର ଆସୁଥିବା ଖରାପ ସମୟ ନିଜେ ହିଁ ସକ୍ଷମ ହେବା ନିହାତି ଦରକାର ।

ତାକୁ ବହୁତ ସହଜରେ ଟଙ୍କା ମିଳିଯିବା ହେତୁ ସେ କେବେ ହେଲେ ଅଯଥା ଟଙ୍କା ଖର୍ଚ କରିବା କଥା ନୁହେଁ । ତାକୁ ସେ ସମ୍ଭାଳି ରଖିବା ନିହାତି ଦରକାର, ଯାହାକି ତାକୁ ତାର ଆସୁବିଧା ସମୟରେ ତାର ସେ ଉପଯୋଗ କରିପାରିବ । ଜୀବନରେ ଦୁଖ ଓ ସୁଖ ଲାଗି ରହିଥାଏ କିନ୍ତୁ ମନୁଷ୍ୟ କେବେ ହେଲେ ଦୁଖ ସମୟରେ ଭାଙ୍ଗିବା କଥା ନୁହେଁ ବା ସୁଖ ସମୟରେ ଅଧିକା ଖୁସି ହେବ ମଧ୍ୟ ଉଚିତ ନୁହେଁ ।

ତେବେ ଆସନ୍ତୁ ଜାଣିବା କେଉଁ ସବୁ ସଂକେତ ଦ୍ଵାରା ଆପଣ ଜାଣିପାରିବେ ନିଜର ଭଲ ସମୟ ଆସିଲା । ଯଦି ଆପଣଙ୍କର ବ୍ରହ୍ମ ମୁହୂର୍ତ ରେ ନିଦ ଭାଙ୍ଗି ଯାଉଛି ତେବେ ଆପଣ ଏହାକୁ ଏକ ଶୁଭ ସଂକେତ ବୋଲି ମାନନ୍ତୁ । ଏହା ଆପଣଙ୍କର ଜୀବନରେ ବହୁତ କିଛି ପରିବର୍ତନ ଆଣିବ ।

ଯଦି କୌଣସି ଦେବତାଙ୍କ ମୁଣ୍ଡ ଉପରୁ ଫୁଲ ଖାସୁଥିବାର ଦେଖୁଛନ୍ତି ତେବେ ଏହା ମଧ୍ୟ ବହୁତ ଶୁଭ ସଂକେତ ଅଟେ । ଯଦି ଆପଣ ସକାଳୁ କେଉଁ ଆଡେ ଯାଉଛନ୍ତି ଓ ସେହି ସମୟରେ କେହି ଜଣେ ବୁଢା ବା ବୁଢୀ ଲୋକ ଆପଣଙ୍କୁ କିଛି ଟଙ୍କା ଦେଉଛନ୍ତି ତେବେ ଏହା ମଧ୍ୟ ଏକ ଶୁଭ ସଂକେତ ଅଟେ ।

ଯଦି ଆପଣଙ୍କର ଘରେ କୌଣସି ଏକ ଚିଡିଆ ଆସି ତାର ବସା ବାନ୍ଧି ରହେ ଏହା ଏକ ମଧ୍ୟ ବହୁତ ଶୁଭ ସଙ୍କେତ ଅଟେ  । ଏହା ଆପଣଙ୍କୁ ସୁଚାଇ ଥାଏ କି ଆପଣଙ୍କୁ ହଠାତ କିଛି ଧନ ପ୍ରାପ୍ତି ହେବାର ସୁଯୋଗ ଅଛି । ଚିଡିଆର ଘର ଯଦି ଆପଣ ଭାଙ୍ଗି ଦିଅନ୍ତି ତେବେ ନିଜର ହେଉଥିବା କାର୍ଯ୍ୟ ମଧ୍ୟ ରହିଯିବ ।

ଯଦି ଆପଣଙ୍କ ଘରେ ବାଇଲ ଛୁଆ ଜନ୍ମ କରେ ତେବେ ଏହା ମଧ୍ୟ ବହୁତ ଶୁଭ ସଂକେତ ଅଟେ । ନିଜର ଆସୁଥିବା ଭଲ ସମୟକୁ ଏହା ସୁଚାଇଥାଏ । ଯଦି ଆପଣ କୌଣସି ଏକ ଜରୁରୀ କାମରେ ଯାଉଛନ୍ତି ଓ ଘରୁ ବାହାରିବା ସମୟରେ କିଛିଯାଇଛନ୍ତି ଓ ହଠାତ ଆପଣଙ୍କୁ ମାନେ ପଡିଲା । ଏହା ମଧ୍ୟ ନିଜର ଭଲ ସମୟ ଆସୁଥିବାର ଜାଣିବେ ।

ଆପଣ ବାଟରେ ଗଲା ସମୟରେ ଯଦି କୌଣସି ଏକ ଟଙ୍କା ପାନ୍ତି ତେବେ ଏହା ନିଜର ଟଙ୍କା ଫେରି ପାଇବାର ସଂକେତ ପାଇବେ । ଏକାଦଶୀ ବ୍ରତ ସବୁଠୁ ବଡ ଓ ଭଲ ବୋଲି କୁହାଯାଇ ଥାଏ । ଏକାଦଶୀ ବ୍ରତ କରିଥିବା ବ୍ୟକ୍ତି ପୂର୍ବ ଜନ୍ମରେ କରିଥିବା ପାପ ସବୁ ଧୋଇ ଯାଏ । ଯଦି ଏକାଦଶୀ ଦିନ ନିଜ ଘରକୁ ଗାଈ ଆସୁଛନ୍ତି ତେବେ ପୂଜା କରନ୍ତୁ ବହୁତ ଭଲ ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।