ମଣିଷ ନ ଶୋଇଲେ କେତେ ଦିନ ପରେ ମରିଯିବ ? ଜାଣି ଥିଲେ ସଠିକ ଉତ୍ତର ଦିଅନ୍ତୁ, Interesting GK Questions & Answers

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- କେତେ ବର୍ଷକୁ ଥରେ ଭାରତରେ ଜନଗଣନା ହୋଇଥାଏ ?

ଉ: ୧୦ ବର୍ଷକୁ ଥରେ ଜନଗଣନା ହୁଏ ।

୨- ଭାରତରେ କିଏ ନିଜ କ୍ଷମତା ବଳରେ ଗୋଟିଏ ଫାଶୀ ଦିଆ ଯାଉଥିବା ବ୍ୟକ୍ତିକୁ କ୍ଷମା କରିପାରିବେ ?

ଉ: ରାଷ୍ଟ୍ରପତି ଚାହିଁଲେ କ୍ଷମା କରିପାରିବେ ।

୩- ଭାରତରେ କାହାକୁ ଦଣ୍ଡ ଦିଆ ଯାଏ ନାହିଁ ?

ଉ: ରାଷ୍ଟ୍ରପତି ଙ୍କୁ ।

୪- ଓଟ କେଉଁ ଦେଶର ଜାତୀୟ ପଶୁ ଅଟେ ?

ଉ: କୁବେତ ଦେଶର ଜାତୀୟ ପଶୁ ଓଟ ।

୫-କାହା ଦ୍ଵାର ଡେଙ୍ଗୁ ରୋଗ ବ୍ୟାପିଥାଏ ?

ଉ: ମଶା ଦ୍ଵାରା ।

୬- ଭାରତର କେଉଁ ରାଜ୍ୟକୁ କୋଇଲାର ଭଣ୍ଡାର ବୋଲି କୁହାଯାଏ ?

ଉ: ଛତିଶଗଡରେ ଅଧିକ କୋଇଲା ଉତ୍ପାଦନ ହୁଏ ତେଣୁ କୋଇଲା ଭଣ୍ଡାର ବୋଲି କୁହାଯାଏ ।

୭- ମନ୍ଦିରର ପବିତ୍ର ଭୂମି ଭାରତର କେଉଁ ରାଜ୍ୟକୁ କୁହାଯାଏ ?

ଉ: ତାମିଲନାଡୁ ରାଜ୍ୟରେ ସବୁଠାରୁ ଅଧିକ ରହିଛି ତେଣୁ ଏହାକୁ ମନ୍ଦିରର ପବିତ୍ର ଭୂମି କୁହାଯାଏ ।

୮- ଭାରତରେ ସର୍ବପ୍ରଥମ କେବେ ବିଦ୍ୟୁତ ଚାଳିତ ଟ୍ରେନ ଚାଲିଥିଲା ?

ଉ: ୧୯୨୫ ମସିହାରେ ।

୯- ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଟି ?

ଉ: ଗୋଆ।

୧୦- ସର୍ବପ୍ରଥମେ ଆଇପିଏଲ କେଉଁ ବର୍ଷ ଆରମ୍ଭ ହୋଇଥିଲା ?

ଉ: ୨୦୦୮ ରେ ।

୧୧- ନଦୀର ଦେଶ କାହାକୁ କୁହାଯାଏ ?

ଉ: ବାଂଲାଦେଶକୁ ।

୧୨- ଲାଲକିଲ୍ଲା ଭାରତ ବ୍ଯତୀତ ଆଉ କେଉଁ ଦେଶରେ ମଧ୍ୟ ରହିଛି ?

ଉ: ପାକିସ୍ତାନରେ ବି ଲାଲକିଲ୍ଲା ଅଛି ।

୧୩- କେଉଁ ପଶୁ ରଡି କରିପାରେ ନାହିଁ ?

ଉ: ଜିରାଫ ।

୧୪- କମଳା ଏବଂ ଲେମ୍ବୁରୁ କେଉଁ ଭିଟାମିନ ଅଧିକ ମାତ୍ରାରେ ମିଳେ ?

ଉ: ଭିଟାମିନ-ସି ।

୧୫- ଭାରତର କେଉଁ ରାଜ୍ୟରେ ମୂଷା ମନ୍ଦିର ରହିଛି ?

ଉ: ରାଜସ୍ଥାନ ।

୧୬- ଭାରତର ରାଜଧାନୀର ନାମ କଣ ?

ଉ: ନୂଆଦିଲ୍ଲୀ

୧୭- ଭାରତର କେଉଁ ସହରରେ ସର୍ବପ୍ରଥମେ ମେଟ୍ରୋ ରେଳସେବା ଆରମ୍ଭ ହୋଇଥିଲା ?

ଉ: କଲିକତା ରେ ।

୧୮- ଭାରତଛାଡ ଆନ୍ଦୋଳନ କେଉଁଠାରୁ ଆରମ୍ଭ ହୋଇଥିଲା ?

ଉ: ମୁମ୍ବାଇରୁ ।

୧୯- କେଉଁ ଜୀବନ ତିନି ବର୍ଷ ପର୍ଯ୍ୟନ୍ତ ଶୋଇ ରୁହେ ?

ଉ: ଗେଣ୍ଡା ।

୨୦- ମଣିଷ ନ ଶୋଇଲେ କେତେଦିନ ପରେ ମରିଯିବ ?

ଉ: ମଣିଷ ନ ଶୋଇ ୧୧ ଦିନ ବଞ୍ଚିପାରିବ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।