“Govind କୁ ଫାଶୀ ଦଣ୍ଡ ଦିଆଯାଉ” ଏପରି ଦାବି କଲେ Mamita ଙ୍କ ବାପା, ଝିଅକୁ ଝୁରି ଝୁରି ମା’ର ଅବସ୍ଥା ଶୋଚନୀୟ, ତାଙ୍କ ଘର କଥା ଶୁଣିଲେ ଆପଣଙ୍କ ଛାତି ଫାଟି ଯିବ, ଦେଖନ୍ତୁ Video

ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃ-ତ୍ୟୁ ର-ହ-ସ୍ୟ ସାମନାକୁ ଆସିବା ପରେ ଦୁଃଖରେ ଭା-ଙ୍ଗି ପଡିଛନ୍ତି ମମିତାଙ୍କ ପରିବାର ଲୋକେ । ଗତ ୮ ତାରିଖ ଦିନ ମିଟିଂ ବାହାନାରେ ମମିତାଙ୍କୁ ଡକା ଯାଇଥିଲା, ଆଉ ତା’ପରେ ନି-ଖୋ-ଜ ହୋଇ ଯାଇଥିଲେ ମମିତା । ଅନେକ ଦିନ ଧରି ତ-ଦ-ନ୍ତ କରିବା ପରେ ଶେଷରେ ମମିତାଙ୍କ ପୋ-ଡି ଯାଇଥିବା ମୃ-ତ-ଦେ-ହ ପୋ-ଲି-ସ-କୁ ମିଳିଥିଲା । ଆଉ ଏହା ପରେ ଧ-ରା ପଡିଥିଲା ହ-ତ୍ୟା-କା-ରୀ । ମମିତାଙ୍କ ସ୍କୁଲର ସଭାପତି ଗୋବିନ୍ଦ ସାହୁ ନିଜ ଦୋ-ଷ ସ୍ଵୀ-କା-ର କରିଥିଲା ।

ଝିଅର ଏହିଭଳି ନି-ର୍ମ-ମ ହ-ତ୍ୟା ମା-ମ-ଲା-ରେ ତାଙ୍କ ପରିବାର ଉପରେ ମା-ଡି ପଡିଛି ଦୁଃଖର ପାହାଡ । ମମିତାଙ୍କ ପାଖେ ଗୋବିନ୍ଦଙ୍କ ବି-ରୋ-ଧ-ରେ କିଛି ପ୍ର-ମା-ଣ ତ-ଥ୍ୟ ଥିଲା । ସେହି ସବୁ ଧ-ରା ପଡିଯିବା ଭ-ୟରେ ଗୋବିନ୍ଦ ଏହିଭଳି ଏକ କା-ଣ୍ଡ ଭି-ଆ-ଇ ଥିଲା । ତେବେ ବର୍ତ୍ତମାନ ମମିତାଙ୍କ ପିତାଙ୍କ ପ୍ରତିକ୍ରିୟା ଗ-ଣ-ମା-ଧ୍ୟ-ମ-କୁ ମିଳିପାରିଛି । ସେ ଏକଦମ ସ୍ତବ୍ଧ ହୋଇ ଯାଇଛନ୍ତି । ଛାତିରେ ଅନେକ କୋହ ରହିଛି ହେଲେ ଭଲରେ କାନ୍ଦି ପାରୁ ନାହାନ୍ତି । ମମିତାଙ୍କ ଘରେ ତାଙ୍କ ପିତାମାତା ଓ ଭାଇ ଅଛନ୍ତି ।

ମମିତାଙ୍କ ରୋଜଗାରରେ ଘର ଚଳୁଥିଲା । ସେଥିପାଇଁ ମମିତାଙ୍କ ଭାଇଙ୍କୁ ଭଲ ଚାକିରି ଯୋଗାଇ ଦେବା ପାଇଁ ତାଙ୍କ ବାପା ସରକାରଙ୍କୁ ନିବେଦନ କରିଛନ୍ତି । ମମିତାଙ୍କ ମା ଜଣେ ହୃ-ଦ ରୋଗୀ । ଝିଅର ଏଭଳି ଅ-କା-ଳ ବି-ୟୋ-ଗ ସେ ସ-ହ୍ୟ କରି ପାରୁ ନାହାନ୍ତି ଓ ବାରମ୍ବାର ଅ-ଚେ-ତ ହୋଇ ଯାଉଛନ୍ତି ମଧ୍ୟ । ତାଙ୍କୁ ସମ୍ଭାଳିବା ଖୁବ କଷ୍ଟକର ହୋଇପଡିଛି ବୋଲି ସେ କହିଛନ୍ତି । ଏହାସହ ସେ ଚାହୁଁଛନ୍ତି ଦୋ-ଷୀ-କୁ ଉପଯୁକ୍ତ ଦ-ଣ୍ଡ ମିଳୁ । ତାଙ୍କ ଝିଅର ହ-ତ୍ୟା-କା-ରୀ ଗୋବିନ୍ଦ ସାହୁକୁ ଫା-ଶୀ ଦ-ଣ୍ଡ ଦିଆଯାଉ ବୋଲି ମମିତାଙ୍କ ବାପା ଦା-ବି କରିଛନ୍ତି ।

ଏହା ସହ ଗୋବିନ୍ଦକୁ ଏହି ମା-ମ-ଲା-ରେ ସାହାଯ୍ୟ କରିଥିବା ଲୋକମାନଙ୍କୁ ମଧ୍ୟ ଉଚିତ ଦ-ଣ୍ଡ ମିଳୁ ବୋଲି ସେ ଦା-ବି କରିଛନ୍ତି । ମମିତାଙ୍କ ପରିବାରର ଅବସ୍ଥା ବର୍ତ୍ତମାନ ଖୁବ ଶୋକପୂର୍ଣ୍ଣ ରହିଛି । ଏହି ଦୁଃଖରୁ ବାହାରିବା ପାଇଁ ସେମାନଙ୍କୁ ଅନେକ ସମୟ ଲାଗିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।