Bhadrak ଜିଲ୍ଲାର ଜଣକ ଘରେ ବର୍ଷ ବର୍ଷ ଧରି ରହି ଆସୁଥିଲା ଏକ ଭୟଙ୍କର ନାଗୁଣୀ ସହିତ ଏତେ ସାରା ଛୁଆ ନାଗ, ଦେଖିଲେ ଆପଣଙ୍କ ଆଖି ଖୋଲା କୁ ଖୋଲା ରହିଯିବ, ଦେଖନ୍ତୁ Video

ମାଟି ଏବଂ ଚାଳ ଛପର ଘର ମାନଙ୍କରେ ସାପମାନେ ଲୁ-ଚି ରହିବାର ଦେଖିବାକୁ ମିଳେ । ମାଟି ଭିତରେ ଥିବା ଗାତରେ ଆରାମରେ ରହିବା ସହ ଏମାନେ ଅଣ୍ଡା ଫୁଟାଇ ଛୁଆ ମଧ୍ୟ ଦେଇଥାନ୍ତି । କିନ୍ତୁ ଘରେ ରହୁଥିବା ଲୋକଙ୍କ ପାଇଁ ଏହା ଖୁବ ବି-ପ-ଦ-ଜ-ନ-କ ହୋଇଥାଏ । ଓଡିଶାର ଭଦ୍ରକ ଜିଲ୍ଲାରେ ନାଗ ପ୍ରଜାତିର ସାପ ଅଧିକ ମାତ୍ରାରେ ଦେଖାଯାନ୍ତି । ନାଗ ସାପ ମଧ୍ୟ ନ୍ୟୁ-ରୋ-ଟ-କ୍ସି-ନ ନାମକ ବି-ଷ ରହିଥାଏ । ସେଥିପାଇଁ ଏହି ସାପ କା-ମୁ-ଡି-ଲେ ବ୍ୟକ୍ତି ମୃ-ତ୍ୟୁ ମୁଖରେ ପଡିଥାନ୍ତି ।

ଏହି ସାପ ମାନଙ୍କ ପାଇଁ ସେଠାରେ ପ୍ରତ୍ଯେକ ବର୍ଷ ଅନେକ ମାଟି ଘର ନ-ଷ୍ଟ ହୋଇଥାଏ ବା ଭା-ଙ୍ଗି-ବାକୁ ପଡିଥାଏ । ଭଦ୍ରକରେ ଗୋଟିଏ ପରିବାରର ଏକ ମାଟି ଘରେ ଅସଂଖ୍ଯ ସାପ ଉଦ୍ଧାର କରାଯାଇ ଥିଲା । ଦେଖିଲେ ଆପଣଙ୍କୁ ମଧ୍ୟ ଭ-ୟ ଲାଗିବ । ଛୋଟ ହୁଅନ୍ତି ବା ବଡ ସାପ ମଧ୍ୟରେ ବି-ଷ ରହିଥାଏ । ଯାହା ମଣିଷ ପାଇଁ ଘା-ତ-କ ସାବ୍ୟସ୍ତ ହୋଇଥାଏ । ଘରେ ସାପ ଛୁଆ ଜନ୍ମ କରିଥିବା ଜାଣିବା ପରେ ସ୍ଥାନୀୟ ଲୋକମାନେ ମିଶି ସାପଧରାଳି ବା କେଳା ଡ଼ାକିଥିଲେ ।

ସେ ଆସି ମାଟି ଘର ଭା-ଙ୍ଗି ଥିଲେ ଓ ସେଥିରୁ ପ୍ରଥମେ ନାଗୁଣୀକୁ ଉଦ୍ଧାର କରିଥିଲେ । ସାପଟି ଖୁବ ଲମ୍ବା ଥିଲା ଓ ରାଗରେ ଗ-ର୍ଜ-ନ ମଧ୍ୟ କରୁଥିବା । ସାପକୁ ପ୍ରଥମେ କା-ବୁ କରି ଏକ ମୁଣା ଭିତରେ ପୁରାଇ ଦେଇଥିଲେ କେଳା । ଏହା ପରେ ଛୋଟ ଛୋଟ ସାପ ଛୁଆଙ୍କୁ ଉ-ଦ୍ଧା-ର କରା ଯାଇଥିଲା । କେତେକ ସହଜରେ ବାହାରି ଯାଇଥିଲେ ଓ ଆଉ କେତେକେଙ୍କୁ ଗାତରେ ପଣି ପୁରାଇ କା-ଢି-ବାକୁ ପଡିଥିଲା ।

ସବୁ ସାପ ଛୁଆଙ୍କୁ ଏକାଠି ଧରିବା ପରେ ତାଙ୍କ ମା’କୁ ରଖା ଯାଇଥିବା ମୁଣା ମଧ୍ୟରେ ସେମାନଙ୍କୁ ମଧ୍ୟ ଭର୍ତ୍ତି କରି ରଖିଥିଲେ କେଳା । ସାପ କା-ମୁ-ଡି-ଲେ ସର୍ବଦା ହସ୍ପିଟାଲକୁ ହିଁ ଯାଆନ୍ତୁ । କୌଣସି ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ସମୟ ନଷ୍ଟ କରନ୍ତୁ ନାହିଁ । ନଚେତ ଆପଣଙ୍କ ଜୀବନ ବି-ପ-ଦ-ରେ ପଡିପାରେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।