‘I Love You ମମ୍ମୀ-ପାପା, କୁଛ ତୋ ଲୋଗ କହେଙ୍ଗେ, ଇନକା କାମ ହୈ କେହନା’, ଲେଖି ଫାସି ଲଗେଇ ଦେଲା ଝିଅ, କାରଣ ଜାଣି ଆପଣଙ୍କ ପାଦ ତଳୁ ମାଟି ଖସିଯିବ !

ଜୀବନ ବହୁତ ସୁନ୍ଦର ଅଟେ ଯାହା ସମସ୍ତଙ୍କୁ ସହଜରେ ମିଳେ ନାହିଁ । ତଥାପି କିଛି ଲୋକ ଏହାର ମୂଲ୍ୟ ବୁଝି ପାରନ୍ତି ନାହିଁ ଓ ଆ-ତ୍ମ-ହ-ତ୍ୟା କରି ନିଜ ଜୀବନଲୀ-ଳା ଶେ-ଷ କରି ଦିଅନ୍ତି । ବର୍ତ୍ତମାନ ପିଲା ଏବଂ ଯୁବାମାନଙ୍କ ମଧ୍ୟରେ ଆ-ତ୍ମ-ହ-ତ୍ୟା ଅଧିକ ବଢିଚାଲିଛି । ନିଜ ସମସ୍ଯାରୁ ମୁକ୍ତି ପାଇବା ପାଇଁ ସେମାନେ ଆ-ତ୍ମ-ହ-ତ୍ୟା ପରି ବଡ ପଦକ୍ଷେପ ନେଇ ଯାଉଛନ୍ତି । କେହି କେହି ମୃ-ତ୍ୟୁ ପୂର୍ବରୁ ସୁ-ଇ-ସା-ଇ-ଡ ନୋ-ଟ ମଧ୍ୟ ଲେଖି ଯାଉଛନ୍ତି, ଯେଉଁଥିରୁ ଅନେକ ବଡ ଖୁଲାସା ହେଉଛି ।

ରାଜସ୍ଥାନର ଚୁରୁରେ ଜଣେ ୨୨ ବର୍ଷୀୟ ଯୁବତୀ ଫା-ଶୀ-ରେ ଝୁ-ଲି ଯାଇଛନ୍ତି । ସେ BSC ନର୍ସିଙ୍ଗ ତୃତୀୟ ବର୍ଷର ଛାତ୍ରୀ ଥିଲେ ଓ ତାଙ୍କ ନାମ ପ୍ରିୟଙ୍କା କଟେବା ବୋଲି ଜଣାପଡିଛି । ପ୍ରିୟଙ୍କାଙ୍କ ଘର ଝୁଂଝୁନରେ ଓ ସେ ଧର୍ମସ୍ତୂପ ନିକଟସ୍ଥ ଇନ୍ଦ୍ରା ମାର୍କେଟରେ ଏକ ଭଡା ଘରେ ରହୁଥିଲେ । ଆ-ତ୍ମ-ହ-ତ୍ୟା-ର ଗୋଟିଏ ଦିନ ପୂର୍ବରୁ ତାଙ୍କର ପରୀକ୍ଷା ଫଳ ପ୍ରକାଶ ପାଇଥିଲେ ଓ ସେ ଫାଷ୍ଟ ଡିଭିଜନରେ ପାସ୍ ମଧ୍ୟ କରିଥିଲେ ।

ରବିବାର ଦିନ ସକାଳେ ପ୍ରିୟଙ୍କା ଅନେକ ସମୟ ଧରି ଘରୁ ବାହାରି ନଥିଲେ । ଘର ମାଲିକ କବାଟ ବା-ଡେ-ଇ-ବା ପରେ ମଧ୍ୟ ତାଙ୍କୁ କୌଣସି ଉତ୍ତର ମିଳି ନଥିଲା । ଏହାପରେ ସେ ଝରକା ବାଟେ ପ୍ରିୟଙ୍କାଙ୍କ ଶରୀର ପଙ୍ଖାରେ ଝୁ-ଲି-ଥି-ବା ଦେଖି ହଇରାଣ ହୋଇ ଯାଇଥିଲେ । ଶୀଘ୍ର ପୋଲିସକୁ ଖବର ଦେବା ପରେ ସେମାନେ ଆସି ପ୍ରିୟଙ୍କାଙ୍କ ରୁମ ଛା-ନ-ଭି-ନ କରିବା ସହ ତାଙ୍କ ଶରୀରକୁ ପୋ-ଷ୍ଟ-ମ-ର୍ଟ-ମ ପାଇଁ ପଠାଇ ଦେଇଥିଲେ । ପୋଲିସକୁ ପ୍ରିୟଙ୍କାଙ୍କ ରୁମରୁ ଏକ ସୁ-ଇ-ସା-ଇ-ଡ ନୋ-ଟ ମିଳିଥିଲା ।

ଯେଉଁଥିରେ ଲେଖା ଥିଲା- “ଦୁନିଆରୁ ମୋ ମନ ଛାଡିଗଲାଣି । ଦୁନିଆ ବଡ ସ୍ଵା-ର୍ଥ-ପ-ର । ଆପଣ ଯେତେ ଭଲ ହେଲେ ବି ଲୋକ ଆପଣଙ୍କୁ ବୁଝି ପାରନ୍ତି ନାହିଁ ।” ନିଜ ମମ୍ମି ପାପାଙ୍କ ପାଇଁ ପ୍ରିୟଙ୍କା ସୁ-ଇ-ସା-ଇ-ଡ ନୋ-ଟ-ରେ ଲେଖିଛନ୍ତି- “ପିଲାବେଳୁ ଏବେ ଯାଏଁ ତୁମେମାନେ ଯେମିତି ମୋ ସବୁ ଭୁଲକୁ କ୍ଷମା କରି ଦେଇଛ ସେମିତି ଏଇ ଭୁଲକୁ ମଧ୍ୟ କ୍ଷମା କରିଦେବ । ପିତାମାତାଙ୍କ ପରି ପ୍ରେମ କେହି ମଧ୍ୟ କରି ନପାରେ । ଆଇ ଲଭ ୟୁ ମମ୍ମି-ପାପା ଆଣ୍ଡ ଅଲ୍ ମାଈ ଫ୍ୟାମିଲି । ଲୋକମାନେ ତ କହିବେ ସେମାନଙ୍କ କାମ ହେଉଛି କହିବା…”

ତେବେ ପୂର୍ବଦିନ ପ୍ରିୟଙ୍କାଙ୍କ ପରୀକ୍ଷା ଫଳ ଆସିବା ପରେ ସେ ନିଜ ଘରଲୋକଙ୍କ ସହ କଥା ହୋଇଥିଲେ । କିନ୍ତୁ ତା’ପରେ କଣ ହେଲା କେହି ମଧ୍ୟ ଜାଣି ନାହାନ୍ତି । ସେଦିନ ଘର ମାଲିକଙ୍କ ଜଣେ ସଦସ୍ୟ ଅସୁସ୍ଥ ହେବ ପରେ ପ୍ରିୟଙ୍କା ତାଙ୍କୁ ଇ-ଞ୍ଜେ-କ୍ସ-ନ ମଧ୍ୟ ଲଗାଇଥିଲେ । ଆଉ ସେତେବେଳେ ସେ ଏକଦମ ନର୍ମାଲ ଲାଗୁଥିଲେ । ତେବେ ପ୍ରିୟଙ୍କାଙ୍କ ଆ-ତ୍ମ-ହ-ତ୍ୟା-ର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ପୋଲିସ ମଧ୍ୟ ଏହାର ତ-ଦ-ନ୍ତ ଚଳେଇଛି ।

ପ୍ରିୟଙ୍କାଙ୍କ ଘରଲୋକ ଏବେ ପର୍ଯ୍ୟନ୍ତ ମଧ୍ୟ ବିଶ୍ବାସ କରି ପାରୁ ନାହାନ୍ତି କି ତାଙ୍କ ଝିଅ ଆଉ ଏହି ଦୁନିଆରେ ନାହିଁ । ଏହି ମାମଲାରେ ଆପଣଙ୍କ ରାୟ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।