କେଶବ ନାମରେ ଜନ୍ମ ନେବେ କଳ୍କି ! ଜାଣନ୍ତୁ କେଉଁଠି ଓ କେବେ ? -ମାଳିକା ଭବିଷ୍ୟବାଣୀ

ଆଜି ଆପଣଙ୍କୁ ମାଳିକାରେ ବର୍ଣିତ କିଛି ଗୁପ୍ତ କଥା ବିଷୟରେ କହିବୁ । କହିବାକୁ ଗଲେ ମାଳିକାରେ ବହୁତ ଗୁପ୍ତ କଥା ରହିଛି । ଯାହାକି ଦିନେ ନା ଦିନେ ନିଶ୍ଚିତ ସତ ହେବ । ଏହି କ୍ରମରେ ଆଜି ଆମେ ମାଲିକାରେ ବର୍ଣିତ ସେହି ସମସ୍ତ ଗୁପ୍ତ କଥା ବିଷୟରେ ଆଲୋଚନା କରିବୁ । କହିବାକୁ ଗଲେ ମୁନିରୁଷିମାନଙ୍କର କହିବା ଅନୁସାରେ ମାଳିକାରେ ଓଡିଶାର ସମସ୍ତ ଗୁପ୍ତ ସ୍ଥାନ ଗୁଡିକ ବିଷୟରେ କୁହାଯାଇଛି ।

ସମଗ୍ର ଓଡିଶାରେ ଶ୍ରୀକ୍ଷତ୍ର ପୁରୀ ଠାରୁ ନେଇ ଯାଜପୁର, ଯାଜପୁର ଠାରୁ କେନ୍ଦ୍ରାପଡା, ବଳବଦ୍ରଙ୍କ ଠାରୁ ଆରମ୍ଭ କରି ମା ଶାରଳା ପୀଠ, ମା ମଙ୍ଗଳା ପୀଠ ଓ ଓଡିଶାର ଦ୍ଵାଦଶ ଦେବୀ ପୀଠ ବିଷୟରେ ମାଲିକାରେ ଲେଖା ଯାଇଛି ।

ଏହା ସହିତ କଟକ, ଯାଜପୁର, ପୁରୀ ଜିଲ୍ଲାରେ ବି କେତେକ ଗୁପ୍ତ ସ୍ଥାନ ଅଛି । ମାଲିକାରେ ଏହା ବି କୁହାଯାଇଛି କି ଯାଜପୁରରେ ବିରଜାମାନ ବିରଜା ଦେବୀଙ୍କ ମନ୍ଦିର ବି ଏକ ଗୁପ୍ତ ସ୍ଥାନ ଅଟେ । ଯେଉଁଠି ପ୍ରଭୁ ଶ୍ରୀ ଜଗନ୍ନାଥ କଳ୍କୀ ଅବତାର ନେବେ । ମାଳିକା ଅନୁସାରେ ଭଗବାନ ଜଗନ୍ନାଥ କଳ୍କୀ ଅବତାର ଗ୍ରହଣ କରିବେ ଓ ଯାଜପୁରରେ ଜନ୍ମ ଗ୍ରହଣ କରିବେ ।

ନିଲାଞ୍ଚଳ ଛାଡି କରି ଯିବୁ

ଯାଜପୁର ବିପ୍ର ଘରେ ଯାଇ ଜନ୍ମିବୁ

ଭାବୁଥିବୁ ଯେଯତ୍ୟା କହିବନ ଭୁଲିବୁ

ବଡ ଦେଉଳରୁ ଖସିବ ପଥର

ବସିବ ଯେଗୃଧ ପକ୍ଷୀ ଅରୁଣ ସ୍ତମ୍ବରେ

ବତାସର ନୀଳ ଚକ୍ର ବକ୍ର ହେବ ମୋର ॥

କହିବାକୁ ଗଲେ ମାଲିକାରେ ଏହା ବି କୁହାଯାଇଛି କି ଗୋଟିଏ ସମୟରେ ଶ୍ରୀକ୍ଷେତ୍ରର ୨୨ ପାହାଚରେ ମୀନ ଖେଳିବ । ଏହା ସହିତ କୁହାଯାଇଛି କି ବୈଷ୍ଣବୀ ଦେବୀ କ୍ଷେତ୍ରରେ ଲକ୍ଷାଧିକ ଲିଙ୍ଗ ଗୁପ୍ତରେ ଅଛନ୍ତି । ଯେତେବେଳ ଯାଜପୁରରେ ପ୍ରଭୁ କଳ୍କୀ ଅବତାର ନେବେ ସେତେବେଳେ ଅଚ୍ୟୁତାନନ୍ଦ କେସବ ନାମରେ ନାମିତ ହୋଇ ଜନ୍ମ ନେବେ ଓ ଏହା ହିଁ ଅନ୍ତିମ ଅବତାର ଅଟେ । କହିବାକୁ ଗଲେ ପ୍ରଭୁ ଜଗନ୍ନାଥ ୯ ଟି ଅବତାର ଗ୍ରହଣ କରିସାରିଛନ୍ତି ଓ ବର୍ତ୍ତମାନ ସେ ଦାରୁ ଅବତାର ରୂପରେ ଅଛନ୍ତି ଏବଂ ବର୍ତ୍ତମାନ ଏକମାତ୍ର ଅବତାର ବାକି ଅଛି ଓ ସେ ହେଉଛି କଳ୍କୀ ଅବତାର ।

ଭଗବାତ ଅନୁସାରେ କଳ୍କୀ ଅବତାର ସବୁ ଧର୍ମକୁ ରକ୍ଷା କରିବ । କଳ୍କୀ ଅବତାର ରୂପରେ ଭଗବାନ ଯେତେବେଳେ ଯାଜପୁରେ ଜନ୍ମ ଗ୍ରହଣ କରିବେ ଓ ବିରଜା କ୍ଷେତ୍ରରେ ପ୍ରତିଷ୍ଠା ହେବେ ସେତେବେଳେ ବିରଜା ସ୍ତମ୍ଭରୁ ରୁଧିର ପ୍ରବାହ କରିବ । ଏହା ସହିତ ମାଲିକାରେ ଏହା ବି କୁହାଯାଇଛି କି ପୁରୀ ଠାରୁ ବିରଜା କ୍ଷେତ୍ର ମଧ୍ୟରେ ଓଡିଶାରେ ବହୁ ବିଧି ଖେଳ ହେବ । ଏହା ସହିତ ଲିଙ୍ଗରାଜରେ ବି ବହୁତ ଖେଳ ହେବ ।

ଆପଣ ଯଦି ବଜାରରେ ମିଳୁଥିବା ମାଳିକାର ପୁସ୍ତକ ପଢିବେ ତେବେ ଏହା ବିଷୟରେ ଆହୁରି ବିସ୍ତାର ରୂପରେ ଜାଣି ପାରିବେ । କହିବାକୁ ଗଲେ ମାଲିକାରେ ବିରଜା କ୍ଷେତ୍ର ହିଁ କଳ୍କୀ ଅବତାର ପାଇଁ ମୁଖ୍ୟ ସ୍ଥାନ ବୋଲି କୁହାଯାଇଛି । କହିବାକୁ ଗଲେ ଏହି ସବୁ କଥାର ଅର୍ଥ ହେଉଛି ବିରାଜ କ୍ଷେତ୍ରରେ ହିଁ ଭଗବାନ କଳ୍କୀ ଅବତାର ଗ୍ରହଣ କରି ସମସ୍ତ ଲୀଳା କରିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।