ବଲୀଉଡର ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନେ ଫିଲ୍ମରେ ନିଜର ସୁନ୍ଦରତା ବଢାଇବା ପାଇଁ ବିଭିନ୍ନ ପ୍ରକାରର ମେକଅପ କରିଥାନ୍ତି । ତେବେ ଯାଇ ସେମାନେ ଫିଲ୍ମରେ ସୁନ୍ଦର ଦେଖା ଯାଆନ୍ତି । ବଲୀଉଡରେ ସମସ୍ତ ଅଭିନେତ୍ରୀ ବହୁତ ସୁନ୍ଦର ଅଟନ୍ତି ଓ ସୁନ୍ଦରତା ମାମଲାରେ ସେମାନେ କାହାକୁ ବି ପଛକୁ ଛାଡି ପାରନ୍ତି । ମେକଅପ ପରେ ତାଙ୍କର ସୁନ୍ଦରତା ଆହୁରି ବି ବଢିଯାଏ । କିନ୍ତୁ କଣ କେହି ବଲୀଉଡର ଅଭିନେତ୍ରୀଙ୍କର ମେକଅପ ରୁମ ଭିତରର ଫଟୋ ଦେଖିଛନ୍ତି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଆପଣଙ୍କର ପସନ୍ଦିତା ଅଭିନେତ୍ରୀଙ୍କର ମେକଅପ ରୁମର କିଛି ଫଟୋ ନେଇ ଆସିଛୁ ।
ସୋନାମ କପୁର
ଅଭିନେତ୍ରୀ ସୋନମ ନିଜେ ହିଁ କହିଥିଲେ କି ‘କେଉଁଠି ବି ଯିବାକୁ ପୂର୍ବରୁ ମୁଁ ନିଜର ମେକଅପ ଚୌକିରେ ବସି ୯୦ ମିନିଟର ସମୟ ବିତାଇ ଥାଏ ଓ ୩ – ୬ ଜଣ ଲୋକ ମୋର ମେକଅପ କରିଥାନ୍ତି ।
ପ୍ରିୟଙ୍କା ଚୋପଡା
ବଲୀଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଜଲୱା ଦେଖାଇ ଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପଡାଙ୍କୁ ଅତି କମରେ ୪ – ୫ ଜଣ ମେକଅପ ଆର୍ଟିସ୍ଟ ପ୍ରସ୍ତୁତ କରିଥାନ୍ତି ।
ସନୀ ଲିୟୋନ
ବଲୀଉଡର ହଟ ଆଣ୍ଡ ବୋଲ୍ଡ ଅଭିନେତ୍ରୀ ସନୀ ଲିୟୋନ ନିଜର ହେୟାର ଷ୍ଟାଇଲିଷ୍ଟଙ୍କ ଦ୍ଵାରା ନିଜର ହେୟାର ଷ୍ଟାଇଲ ଓ ମେକଅପ କରୁଥିବାର ନଜର ଆସୁଛନ୍ତି ।
ସୋନାକ୍ଷୀ ସିନ୍ହା
ବଲୀଉଡର ଦବଙ୍ଗ ଗର୍ଲ ଅଭିନେତା ସୋନାକ୍ଷୀ ସିନ୍ହା ନିଜର ମେକଅପ ଆର୍ଟିସ୍ଟଙ୍କ ଠାରୁ ପ୍ରସ୍ତୁତ ହେଉଥିବା ସମୟରେ ବହୁତ ଖୁସି ନଜର ଆସୁଛନ୍ତି ।
କ୍ୟାଟରିନା କୈଫ
ଏହି ଫଟୋରେ ବଲୀଉଡର ଚିକନୀ ଚମେଲୀ କ୍ୟାଟରୀନା କୈଫ ମେକଅପ ରୂମରେ ଫିଲ୍ମର ଶୁଟିଙ୍ଗ ସମୟରେ ପ୍ରସ୍ତୁତ ହେଉଥିବାର ନଜର ଆସୁଛନ୍ତି ।
ଦୀପିକା ପାଦୁକୋଣ
ବଲୀଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ଦୀପିକା ପାଦୁକୋନ ଏହି ଫଟୋରେ ମେକଅପ କରୁଥିବା ସମୟରେ ବହୁତ ଖୁସି ନଜର ଆସୁଛନ୍ତି ।
ଅନୁଷ୍କା ଶର୍ମା
ଏହି ଫଟୋରେ ମେକଅପ ଆର୍ଟିସ୍ଟଙ୍କ ଦ୍ଵାରା ପ୍ରସ୍ତୁତ ହେଉଥିବା ସମୟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ସେଲ୍ଫି ନେଉଥିବାର ଦେଖା ଯାଉଛନ୍ତି ।
ପରିଣୀତି ଚୋପଡ଼ା
ବଲୀଉଡର ଅଭିନେତ୍ରୀ ପରିଣୀତି ଚୋପଡ଼ା ମେକଅପ ସମୟରେ ବହୁତ ହିଁ ରିଲାକ୍ସ ନଜର ଆସୁଛନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।