ମକର ସଙ୍କରାନ୍ତିରେ ବନୁଛି ଦୁଇଟି ଶୁଭଯୋଗ, ଏହି ୭ ଟି ରାଶିର ଭାଗ୍ୟ ବଦଳିଯିବ, ସୂର୍ଯ୍ୟଦେବତା କରିବେ କୃପା

ସଂସାରରେ ହେଉଥିବା ଗ୍ରହ ପରିବର୍ତ୍ତନରେ ସମସ୍ତ ୧୨ଟି ରାଶି ପ୍ରଭାବିତ ହୋଇଥାନ୍ତି । ଏହି ଗ୍ରହ ପରିବର୍ତ୍ତନ କୌଣସି ରାଶି ପାଇଁ ଶୁଭ ଥିଲେ ସେହି ରାଶିର ବ୍ୟକ୍ତିକୁ କେତେ ଗୁଡିଏ ଶୁଭ ଫଳ ମିଳିଥାଏ । ଏହି ଗ୍ରହ ପରିବର୍ତ୍ତନ କୌଣସି ରାଶି ପାଇଁ ଅଶୁଭ ଥିଲେ ସେହି ରାଶିର ବ୍ୟକ୍ତିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ଜୋତିଶଙ୍କ ଗଣନା ଅନୁସାରେ ୧୪ ଜାନୁୟାରୀ ୨୦୨୦ ରାତିରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ ଓ ଏହି ଦିନ ସୂର୍ଯ୍ୟ ଓ ବୁଧ ଏକା ସହ ରହିଥିବାରୁ ବୁଧାଦିତ୍ୟ ଯୋଗ ବନୁଛି । ଆଜି ଆମେ ଆପଣଙ୍କୁ କହିବୁ କେଉଁ ରାଶି ଗୁଡିକ ଉପରେ ରହିବ ଏହାର ଭଲ ପ୍ରଭାବ ।

ଆସନ୍ତୁ ଜାଣିବା ମକର ସଙ୍କ୍ରାନ୍ତିର ଶୁଭ ଅବସରରେ କେଉଁ ୭ଟି ରାଶିଙ୍କ ଉପରେ ସୂର୍ଯ୍ୟ ଦେବତା ରହିବେ ପ୍ରସନ୍ନ

ମେଷ

ମେଷ ରାଶିର ଲୋକମାନଙ୍କୁ ମକର ସଙ୍କ୍ରାନ୍ତିର ଶୁଭ ଯୋଗ କାରଣରୁ ଶୁଭ ଫଳ ମିଳିବ । ଏହି ରାଶିର ଲୋକମାନଙ୍କୁ ଧନ ଲାଭ ହେବ ଓ ଆର୍ଥିକ ସ୍ଥିତି ଭଲ ରହିବ । ଘର ଲୋକଙ୍କ ସହ ସୁଖୀ ଜୀବନ ଅତିବାହିତ କରିବେ ।

ମିଥୁନ

ମିଥୁନ ରାଶିର ଲୋକମାନଙ୍କ ଉପରେ ମକର ସଙ୍କ୍ରାନ୍ତିର ଶୁଭ ଯୋଗ କାରଣରୁ ସେମାନଙ୍କୁ ଶୁଭ ଫଳ ମିଳିବ । ଆପଣ ଆପଣଙ୍କ କାର୍ଯ୍ୟରେ ବିଜୟ ଲାଭ କରିବେ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ । ଆପଣ କିଛି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରିବେ, ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।

ସିଂହ

ସିଂହ ରାଶିର ଲୋକମାନଙ୍କୁ ସଙ୍କ୍ରାନ୍ତିର ଏହି ଶୁଭ ଯୋଗ କାରଣରୁ ଶୁଭ ଫଳ ମିଳିବ । ଆପଣଙ୍କୁ ହଠାତ ଶୁଭ ସମାଚାର ମିଳିପାରେ, ଯାହାଦ୍ଵାରା ଆପଣଙ୍କ ମନ ଆନନ୍ଦିତ ହୋଇଯିବ । ଅପଣ କିଛି ନୂଆ କାର୍ଯ୍ୟ କରିବେ, ଯେଉଁଥିରେ ଆପଣଙ୍କୁ ସଫଳତା ମିଳିବ । ଅପଣଙ୍କ ଆର୍ଥିକସ୍ଥିତି ଭଲ ରହିବ ।

ତୁଳା

ତୁଳା ରାଶିର ଲୋକମାନଙ୍କୁ ସଙ୍କ୍ରାନ୍ତିର ଶୁଭ ଯୋଗ କାରଣରୁ ଶୁଭ ଫଳ ମିଳିବ । ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରିବ । ଆପଣଙ୍କୁ ଅସମ୍ପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ । କାର୍ଯ୍ୟ କ୍ଷେତ୍ରରେ ମାନ ସମ୍ମାନ ମିଳିବ ।

ଧନୁ

ଧନୁ ରାଶିର ଲୋକମାନଙ୍କୁ ସଙ୍କ୍ରାନ୍ତିର ଶୁଭ ଯୋଗ କାରଣରୁ ଶୁଭ ଫଳ ମିଳିବ । ନିଜ ପରିଶ୍ରମ ଦ୍ଵାରା କାର୍ଯ୍ୟରେ ସଫଳତା ଲାଭ କରିବେ । ଆପଣ କିଛି ବିଶେଷ କାର୍ଯ୍ୟ ପାଇଁ ଆକର୍ଷିତ ହେବେ । ସାଙ୍ଗ ମାନଙ୍କ ସହ ମିଶି କିଛି କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଆପଣଙ୍କ ପରିବାରର ପରିବେଶ ଭଲ ରହିବ ।

ମକର

ମକର ରାଶିର ଲୋକମାନଙ୍କୁ ସଙ୍କ୍ରାନ୍ତିର ଶୁଭ ଯୋଗ କାରଣରୁ ଶୁଭ ଫଳ ମିଳିବ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ । ଏହି ରାଶିର ବ୍ୟକ୍ତି ମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଆପଣଙ୍କୁ ଆପଣଙ୍କ ଜୀବନ ସାଥିର ସହଯୋଗ ମିଳିବ ।

କୁମ୍ଭ

କୁମ୍ଭ ରାଶିରଲୋକମାନଙ୍କୁ ସଙ୍କ୍ରାନ୍ତିର ଶୁଭ ଯୋଗ କାରଣରୁ ଶୁଭ ଫଳ ମିଳିବ, ମାନ ସମ୍ମାନରେ ବୃଦ୍ଧି ଘଟିବ । ଆପଣଙ୍କର ଆସୁଥିବା ସମୟ ଭଲ ରହିବ । ବିଦ୍ୟାର୍ଥୀମାନଙ୍କୁ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଭଲ ଫଳ ମିଳିପାରିବ । ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ ।