ନାରୀର ଏହି ଅଙ୍ଗ ଛୁଇଁବା ଦ୍ଵାରା ଆସିଥାଏ ଭୟଙ୍କର ଦାରିଦ୍ର୍ୟତା- Chankya Niti

ଜଣେ ମହିଳା ଚାହିଁଲେ ଗୋଟିଏ ଘରକୁ ସ୍ୱର୍ଗ ଓ ନର୍କ ମଧ୍ୟ୍ୟ କରିଦେଇପାରେ । ଜଣେ ମହିଳା ତା ଜୀବନରେ ଜଣେ ଝିଅ , ବୋହୁ ସ୍ତ୍ରୀ ,ମାଆ ର ଭୂମିକା ନିଭେଇଥାଏ । ଜଣେ ମହିଳା ହିଁ ଚାହିଁଲେ ଗୋଟିଏ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କୁ ଖିସି ଦେଇପାରିବ । ବିବାହ ପୂର୍ବରୁ ସମସ୍ତେ ଚାହିଁଥାନ୍ତି କି ତାକୁ ଏକ ଭଲ ସ୍ୱଭାବର ପତ୍ନୀ ମିଳୁ ଯାହାକି ତାକୁ ଓ ତା ପରିବାର ଲୋକମାନଙ୍କୁ ଖୁସିରେ ରଖିପାରିବ ।

କୁହାଯାଏ ଯେ ଗୋଟିଏ ସଫଳ ପୁରୁଷ ପଛରେ ଗୋଟିଏ ନାରୀ ହାତ ଥାଏ । ତେଣୁ ଗୋଟିଏ ପୁରୁଷ ବିବାହ କଲାପରେ ତାହାର ସ୍ତ୍ରୀ ତାହାର ସଫଳତାର କାରଣ ଓ ବିଫଳତାର କାରଣ ହୋଇଥାଏ । ତେବେ ଆଶନ୍ତୁ ପ୍ରଥମେ ଜାଣିବା ନାରୀ ମାନଙ୍କର ଲକ୍ଷଣ ବିଷୟରେ ।

ଯଦି କୌଣସି ମହିଳା ତାହା ସ୍ୱାମୀର ପର୍ସ କିମ୍ବା ଏଟିଏମ ନକହି ନେଇଯାଇଥାଏ ତେବେ ତାହା ସ୍ୱାମୀର ମଙ୍ଗଳ ହୋଇନଥାଏ । ଯଦି କୌଣସି ସ୍ତ୍ରୀ ଡେରି ପର୍ଯ୍ୟନ୍ତ ଶୋଇରହେ ତେବେ ସେହି ଘର ପାଇଁ ତାହା ଅଶୁଭ ହୋଇଥାଏ । ଯଦି କୋୖଣସି ନାରୀ ରତିରେ ଶୋଇଲା ବେଳେ ତାହା ମଥାର ସିନ୍ଦୁର ଧୋଇ କି ଶୁଏ ତେବେ ତାହା ସ୍ୱାମୀର କିଛି ଅଘଟଣ ଘଟିଥାଏ ।

ଯଦି କୌଣସି ମହିଳା ଗୁରୁବାର ଦିନ ମୁଣ୍ଡ ସଫା କରିଥାନ୍ତି ତେବେ ତାଙ୍କୁ ଏହା କରିବାକୁ ମନା କରନ୍ତୁ । କାରଣ ଏହା କରିବା ଦ୍ୱାର ଆପଣଙ୍କର କିମ୍ବା ଆପଣଙ୍କ ଘରେ କୌଣସି ଉନ୍ନତି ହୋଇ ନଥାଏ । ଯଦି କୌଣସି ମହିଳା ବିବାହ ପରେ ମଧ୍ୟ ବାରମ୍ବାର ପାର୍ଲର ଯାଉଥାଏ ତେବେ ଏହା ଆପଣଙ୍କର ବର୍ବାଦିର କାରଣ ହୋଇଥାଏ ।

ନାରୀ ପୃଥିବୀର ସର୍ବ ଶ୍ରେଷ୍ଠ ରଚନା ଅଟେ । ମହିଳା ମାନେ ସବୁ ଧାର୍ମିକ କାର୍ଯ୍ୟରେ ଯୋଗଦେଇଥାନ୍ତି । ମହିଳା ମାନଙ୍କୁ ଦେବୀ ମନା ଯାଇଥାଏ । ତେଣୁ ପୁରୁଷ ମାନେ ତାଙ୍କ ସ୍ତ୍ରୀ ମାନଙ୍କ ସହିତ ସମ୍ଭୋଗ କରୁଥିବା ସମୟରେ କେବେ ବି ତାଙ୍କ ନାଭିକୁ ଛୁଇଁବା ଉଚିତ ନୁହେଁ । କୁହାଯାଏ ଯେ , ନାରୀ ମାନଙ୍କ ନାଭିରେ କାଳୀ ମାତାଙ୍କ ଶକ୍ତି ରହିଥାଏ ।

ତେଣୁ ସେମାନଙ୍କ ନାଭିକୁ ଛୁଇଁବା ମାତ୍ରେ କାଳି ମାତା ରାଗିଯାଇଥାନ୍ତି। ଯଦି କୌଣସି ପୁରୁଷ ନାରୀ ମାନଙ୍କ ନାଭିକୁ ଛୁଇଁ ଥାଆନ୍ତି ତେବେ ଏହା କାଳୀ ମାତାଙ୍କ ଶକ୍ତିକୁ ଆହ୍ୱାନ ଦେବାର ହୋଇଥାଏ । ତେଣୁ ନାରୀମାନଙ୍କ ନାଭିକୁ ଛୁଇଁବା ଉଚିତ ନୁହେଁ । ନାରୀ ମାନଙ୍କ ନାଭିକୁ ଛୁଇଁବା ଦ୍ୱାରା ଆପଣ ମହା ପାପୀର ଅଧିକାରୀ ହୋଇଯାଇଥାନ୍ତି । ତେଣୁ ନାରୀ ମାନଙ୍କ ନାଭିକୁ ଛୁଇଁବା ଆଦୌ ଉଚିତ ନୁହେଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।