ଶ୍ରୀକୃଷ୍ଣ କୁହନ୍ତି, ମହିଳାଙ୍କ ପାଖରେ ଏହି 3 ଟି ଖରାପ କଥା ରହିଥାଏ, କଟୁ ବଚନ ହେଲେ ବି ସତ୍ୟ ! Krishna Vani

ବନ୍ଧୁଗଣ ଶ୍ରୀକୃଷ୍ଣ ନାରୀ ମାନଙ୍କ ବିଷୟରେ କିଛି ଏଭଳି କଥା କଟୁ ବଚନ କହିଛନ୍ତି । ଯାହା ଶୁଣିବାକୁ ଖରାପ ଲାଗୁଥାଏ ସତ । ହେଲେ ବର୍ତ୍ତମାନର ସମୟରେ ତାହା ସବୁ ସତ୍ୟ ସାବ୍ୟସ୍ତ ହେଉଛି । ତେବେ ମହିଳା ମାନଙ୍କର ଏପରି କିଛି ଖରାପ ଗୁଣ ବିଷୟରେ ଚାଣକ୍ୟ ନୀତିରେ ମଧ୍ୟ ବର୍ଣ୍ଣିତ ରହିଛି । ଯେଉଁ ମହିଳାଙ୍କ ଏହି କିଛି ଗୁଣ ହିଁ ପରିବାରର ବର୍ବାଦିର କାରଣ ହୋଇଯାଇଥାଏ ।

1- ଯେଉଁ ମହିଳା ମାନେ ପରିବାରର ଦାୟିତ୍ଵ ସମ୍ଭାଳିବା କି ତୁଲାଇବାକୁ ସମର୍ଥ ନଥାନ୍ତି । ସେହି ମହିଳାଙ୍କ ହାତରେ ପରିବାରର ଦାୟିତ୍ଵ ଆଦୋ ମଧ୍ୟ ଦେବା ଉଚିତ ନୁହେଁ । କାରଣ ଏମାନଙ୍କ ହାତରେ ପରିବାର ବୁଝିବାର ଦାୟିତ୍ଵ ବହୁତ ବଡ ମୁର୍ଖାମୀ ହୋଇଯାଇଥାଏ । କାରଣ ଏଭଳି ମହିଳା ମାନଙ୍କୁ ପରିବାରର ଦାୟିତ୍ଵ ଦିଆଗଲେ । ସେମାନେ ପରିବାରକୁ ନଷ୍ଟ କରିଦେଇଥାନ୍ତି ।

2- ଯେଉଁ ମହିଳା ମାନେ କଥା କହିବାରେ ସଂଯମତା ରଖି ପାରନ୍ତି ନାହିଁ । ଯାହାକୁ ଯେଉଁ ସମୟରେ କିଛି ବି ନବୁଝି ବିଚାରୀ କଟୁ କଥା କହିଦେଇଥାନ୍ତି । ଏହି ମହିଳା ମାନେ ଘର ପାଇଁ ଅଶୁଭ ଅଟନ୍ତି । ଏମାନେ ଏହି ମହିଳା ଘରର କେବେବି କିଛି ଉନ୍ନତି କରି ପାରନ୍ତି ନାହିଁ ।

 

3- ରାମାୟଣର ରାବଣ ମଧ୍ୟ ନାରୀଙ୍କ ବିଷୟରେ କହିଛନ୍ତି । ଯେ ଏଭଳି କିଛି ନାରୀ ଅଛନ୍ତି । ଯେଉଁ ମାନେ ନିଜର ସ୍ଵାର୍ଥ ପୂରଣ ପାଇଁ କିଛି ବି କରିଦେଇପାରନ୍ତି । ବେଳେବେଳେ ତାଙ୍କର ସ୍ଵାର୍ଥ ଆଗରେ ସେ ସବୁକିଛି ଭୁଲିଯିବାକୁ ମଧ୍ୟ ପଛାଇ ନାହାନ୍ତି । 4- ମହିଳା ମାନେ ଗୋଟିଏ କଥାକୁ ବହୁ ବାର ଅନ୍ୟ ମାନଙ୍କ ଆଗରେ କହି ବୁଲିବାକୁ ମଧ୍ୟ ପସନ୍ଦ କରିଥାନ୍ତି । ଏ ଘର ମାଉସୀ ଓ ସେ ଘର ପିଉସୀ ଭଳି ମଧ୍ୟ ଅନେକ ମହିଳା କାମ କରିଥାନ୍ତି ।

କାରଣ ନାରୀ ମାନଙ୍କ ପେଟରେ କିଛି ବି କଥା ଲୁଚିକି ବହୁ ସମୟ ରହିପାରିନଥାଏ । ନିଜର କଥାରେ ମଧ୍ୟ ମହିଳା ଅନେକ ସମୟରେ ଓଲଟି ଯାଇଥାନ୍ତି । ତେଣୁ ଏଭଳି ମହିଳାଙ୍କ ଉପରେ ବିଶ୍ବାସ କରିବା ପୂର୍ବରୁ ବହୁ ବାର ଭାବିବା ଉଚିତ । ଯାହା ଦ୍ଵାରା ବହୁ ସମୟରେ ଅନେକଙ୍କ ଘରେ କଳି ଝଗଡା ମଧ୍ୟ ଲାଗିଯାଇଥାଏ ।

5- ମହିଳା ମାନେ ବହୁତ କମ ସମୟରେ ଅନ୍ୟର କଥାର ମାୟାଜାଲରେ ଆସିଯାଇଥାନ୍ତି । ଯାହା ପରେ ସେ ବେଳେବେଳେ କୌଣସି କଥାକୁ ନେଇ ଘରେ ବହୁତ ଜୋରରେ ହଙ୍ଗମା ମଧ୍ୟ କରିଦେଇଥାନ୍ତି । ତେଣୁ ଏହିଭଳି ନାରୀ ଠାରୁ ସର୍ବଦା ଦୂରେଇକି ରହିବା ଉଚିତ । ଯାହା ଦ୍ଵାରା ଆପଣଙ୍କର ହିଁ ମଙ୍ଗଳ ହେବ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ