ଏହି ଦିନରେ ମହିଳା ମାନେ ନିଜ କେଶ ଧୋଇବା ଅନୁଚିତ ! ମା’ ଲକ୍ଷ୍ମୀ କ୍ରୋଧିତ ହୋଇଯାଆନ୍ତି… ଘରକୁ ଆସେ ଦରିଦ୍ରତା !

ବନ୍ଧୁଗଣ ପ୍ରାଚୀନ ଶାସ୍ତ୍ର ଓ ପୁରାଣରୁ କେଉଁ ଦିନ କେଉଁ ସବୁ କାର୍ଯ୍ୟ କରିବା ଉଚିତ । ଯାହା ବ୍ୟକ୍ତି ପାଇଁ ଶୁଭ ହୋଇଥାଏ । ଏହା ଛଡା କେଉଁ ଦିନ କାର୍ଯ୍ୟ କରିବା ବର୍ଜିତ ଅଛି । ଯେଉଁ କାର୍ଯ୍ୟ କୌଣସି ବ୍ୟକ୍ତି କରୁଥିଲେ, ସେହି ବ୍ୟକ୍ତିକୁ ତାହାର ଖରାପ ପରିଣାମ ଭୋଗିବାକୁ ପଡିଥାଏ । ଏହିସବୁ ବିଷୟରେ ବର୍ଣ୍ଣିତ ରହିଛି । ତେବେ ମହିଳା ମାନେ ସପ୍ତାହର କୌଣସି ବାରରେ ନିଜ କେଶର ସଫା ଅର୍ଥାତ ଧୋଇଥାନ୍ତି ।

ତେଣୁ ମହିଳା ମାନଙ୍କୁ କେଉଁ ବାରରେ ନିଜର କେଶ ଧୋଇବା ବର୍ଜନ କରାଯାଇଛି । ଏହି ବାରରେ ଚୁଟି ଧୋଉଥିବା ମହିଳାଙ୍କୁ ଏହାର କି ପରିଣାମ ଭୋଗିବାକୁ ପଡିଥାଏ । ସେହି ସମ୍ପର୍କରେ ଆଲୋଚନା କରିବା । 1- ଗୁରୁବାର ଦିନ ଚୁଟି, ନଖ କାଟିବାକୁ ବାରଣ କରାଯାଇଥାଏ । କାରଣ ଏଭଳି କରିବା ଦ୍ଵାରା ପୁତ୍ର ସନ୍ତାନ ଉପାଏ ସଙ୍କଟ ଆସିଥାଏ ।

2- କୌଣସି ପର୍ବପର୍ବାଣୀ ତଥା ଓଷାବାରରେ କେଶ ଧୋଇବା ଅନୁଚିତ । ବଂର ଓଷାର ଗୋଟିଏ ଦିନ ପୂର୍ବରୁ ନିଜ କେଶ ଧୋଇନେବା ଉଚିତ ଅଟେ । 3- ଅମାବାସ୍ୟା, ଏକାଦଶୀ, ପୂର୍ଣ୍ଣିମା ତିଥିରେ ମହିଳାଙ୍କୁ ନିଜର ଚୁଟି ଜମାରୁ ମଧ୍ୟ ଧୋଇବା ଉଚିତ ହୋଇନଥାଏ । ନଚେତ ଏହାର ଖରାପ ପରିଣାମ ସେହି ମହିଳାଙ୍କୁ ଭୋଗିବାକୁ ପଡିଥାଏ । ଯାହା ତାଙ୍କ ପାଇଁ ଖରାପ ପରିଣାମ ହିଁ ହୋଇଥାଏ । ସେମାନଙ୍କ ଘର ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥାଏ ।

4- ସୋମବାର ବ୍ରତ ରଖିଥିବା ମହିଳା ବା ଯେଉଁ ମହିଳାର ସନ୍ତାନର ଜନ୍ମ ସୋମବାରକୁ ହୋଇଥାଏ । ସେମାନେ ସୋମବାର ଦିନ ଚୁଟି ଧୋଇବା ଅନୁଚିତ । 5- ମଙ୍ଗଲବାର ଦିନ କେଶ ଧୋଇବା ଅନୁଚିତ । କାରଣ ଏହା ଦ୍ଵାରା ଘରର ଆର୍ଥିକ ସ୍ଥିତି ଖରାପ ହେବ ସହ ଦାମ୍ପତ୍ୟ ଜୀବନରେ କଳି ଝଗଡା ହୋଇଥାଏ ।

6- ବୁଧବାର ଦିନ ମହିଳା ନିଜର ଚୁଟି ଧୋଇପାରିବେ । ହେଲେ ଯଦି ମହିଳାଙ୍କର କେହି ସାନ ଭାଇ ଥିବେ । ତେବେ ସେହି ମହିଳା ପ୍ରଭୁ ଗଣେଶଙ୍କୁ ଆରାଧାନା କରି ନିଜର କେଶ ଧୋଇବା ଉଚିତ । 7- ଗୁରୁବାର ଦିନ କେଶ ଧୋଇବା ଅନୁଚିତ । ଯଦି କେଶ ଧୋଇବାକୁ ପଡୁଥାଏ । ତେବେ ହଳଦୀ କି ବେସନ ଲଗାଇ କେଶ ଧୋଇ ଦିଅନ୍ତୁ ।

8- ଶୁକ୍ରବାର ଦିନ ପୁତ୍ର ଥିବା ଥିବା ମହିଳା ମାନେ ନିଜ କେଶ ଧୋଇବା ପୂର୍ବରୁ ଅଳ୍ପ ଦହି ଲଗାଇ କେଶ ଧୁଅନ୍ତୁ । 9- ଶନିବାର ଦିନ କ୍ଷୀର ଲଗାଇ କେଶ ଧୁଅନ୍ତୁ । ତେବେ ବିଶେଷ କରି ସୋମବାର, ବୁଧବାର ଓ ଗୁରୁବାରକୁ ମହିଳା କେଶ ଧୋଇବା ଅନୁଚିତ । 10- ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ