ମହିଳାଙ୍କ ପେଟରୁ ଏମିତି କରି ତିନୋଟି ଛୁଆ ଏମିତି ବାହାର କଲେ ଡାକ୍ତର !

ନମସ୍କାର ବନ୍ଧୁଗଣ । ଅନେକ ସମୟରେ ମେଡିକାଲ ଘଟଣାକୁ ନେଇ ଅନେକ ସମସ୍ଯା ଦେଖା ଯାଇଥାଏ । ମେଡିକାଲ ରେ ଖାସ କରି ପ୍ରସାବ କରିବାକୁ ଆସିଥିବା ମହିଳା ଙ୍କ ଠାରେ ଅନେକ ସମସ୍ଯା ଦେଖା ଯାଇଥାଏ । ଯାହା କାରଣରୁ ଅନେକ ସମୟରେ ଦେଖାଯାଏ ମା ଓ ଛୁଆ ଙ୍କ ଜୀବନ ବିପଦରେ ପଡିଯାଏ । କିନ୍ତୁ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସମାନ କୁ ଆସିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଚକିତ ହୋଇ ଉଠିବେ । ତେବେ ଆସନ୍ତୁ ନଜର ପକାଇବା ପୁରା ଖବର ବିଷୟରେ ।

ପ୍ରସବ ପାଇଁ ମେଡିକାଲ ରେ ପହଞ୍ଚିଲେ ମହିଳା । ପେଟରେ 3 ଛୁଆ ଦେଖିବା ପରେ ଡାକ୍ତର ଚିନ୍ତାରେ ପଡିଲେ । ସବୁ ଡାକ୍ତର ମନା କରିଲେ ଜଣେ ଡାକ୍ତର ହଁ କରିଲେ । ମହିଳା ବି ଜାଣି ନ ଥିଲେ ପେଟରେ 3 ଟି ଛୁଆ ଅଛି । ତେବେ ଏହି ଘଟଣା କେଉଁ ଓଡିଶା ବାହାରେ ନୁହେଁ ବରଂ କେନ୍ଦ୍ରାପଡା ରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ପ୍ରସବ ପାଇଁ ଯେବେ ମହିଳା ଜଣକ ମେଡିକାଲ ଗଲେ ସେତେବେଳେ ଡାକ୍ତର ଅଲ୍ଟ୍ରା ସାଉଣ୍ଡ କରିଥିଲେ । ସେତେବେଳେ ଡାକ୍ତର ଆଣିଥିଲେ ପେଟରେ ଅଛି 3 ଛୁଆ । ପେଟରେ ଏହି 3ଟି ଛୁଆଙ୍କୁ ଦେଖି ଡାକ୍ତର ଙ୍କ ହୋସ ଉଡିଗଲା । ଅନେକ ଡାକ୍ତର ପ୍ରସାବ କରିବା ପାଇଁ ହାତ ଟେକି ଦେଲେ । କେହି ବି ପାରିଲେ ନାହିଁ ।

କିନ୍ତୁ ଜଣେ କହିଲେ ମୁଁ ବାହାର କରିବି 3 ଛୁଆଙ୍କୁ । ଯେଉଁଠି ଅନେକ ଡାକ୍ତର ଫେରାଇ ଦେଲେ ସେଠାରେ ଡାକ୍ତର ଯେମିତି ହଁ କରି ଦେଇଛନ୍ତି ସେଠାରେ ଥିବା ଲୋକେ ଚକିତ ହୋଇଗଲେ । ତା ପରେ ଡାକ୍ତର ପ୍ରସବ ପାଇଁ ଆରମ୍ଭ କରିଲେ ପ୍ରକ୍ରିୟା । ଡାକ୍ତର ଙ୍କ ଉପସ୍ଥିତି ବୁଦ୍ଧି ବଳରେ ଏବେ 3 କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି ମହିଳା ଜଣକ ।

ଆଉ ସୁରକ୍ଷିତ ଅବସ୍ଥାରେ ଦୁନିଆକୁ ଆସିଛନ୍ତି କନ୍ୟା ସନ୍ତାନ । ଉଭୟ ମା ଓ ଛୁଆ ସୁସ୍ଥ ଥିବା ଜଣା ପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ସାଘାଇ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁ ରେ । ଏହି ଗାଁ ର ରାକେଶ ଦାସ ଙ୍କ ସ୍ତ୍ରୀ ସରୋଜିନୀ ଦାସ । ସରୋଜିନୀ ଦାସ 3 କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି ।

ତେବେ କେନ୍ଦ୍ରାପଡା ଜିଲ୍ଲା ର ଏକ ଘରୋଇ ମେଡିକାଲ ରେ 3 କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି ସରୋଜିନୀ ଦାସ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।