କଳିଯୁଗର ଅଲୌକିକ ଦେବୀ ମାଆ, ଛୁଇଁ ଦେଲା ମାତ୍ରେ ଭଲ ହେଇଯାଉଛନ୍ତି ରୋଗୀ ଆଉ ବଞ୍ଚି ଉଠୁଛି…

ଅଦଭୁତ, ଅଲୌକିକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା । ବୃଦ୍ଧା ମହିଳାଙ୍କ ସ୍ପର୍ଶରେ ଘଟୁଛି ବଡ ଚମତ୍କାର । ପଙ୍ଗୁ ବି ଉଠି ଚାଲୁଅଛି ମୁକ ବି କଥା କହୁଛି । ସେହି ସ୍ପର୍ଶ ତିଳେ ପାଇବା ପାଇଁ ଲୋକଙ୍କ ଗହଳି ଜାମୁଛି । ହଁ ଦର୍ଶକ ବନ୍ଧୁ ଜନ୍ମରୁ କଥା କହିପାରୁ ନ ଥିବା ଲୋକ କଥା କହୁଛି । ଯିଏ କେବେ ଚାଲିପାରୁ ନ ଥିଲା ସେ ଦୌଡିବାକୁ ଲାଗିଲା । ଏସବୁ ଯଦି ସମ୍ଭବ ହୁଏ ତେବେ ମେଡିକାଲ ସାଇନ୍ସ ଜରିଆରେ ସମ୍ଭବ ହୁଏ ।

ଏହି କଥାଟି ଶୁଣିବା ପରେ ଅଜବ ଲାଗୁଥିବ ନିଶ୍ଚୟ କିତନ୍ତୁ ଏମିତି କିଛି ଚମତ୍କାର ଏବେ ଦେଖିବାକୁ ମିଳିଛି । ଯେଉଁଠି ରତାଇ ପାହିଲା ମାତ୍ରେ ଟିକେ ସ୍ପର୍ଶ ପାଇବା ପାଇଁ କେଉଁଠି କେଉଁଠୁ ଲୋକେ ଆସୁଛନ୍ତି । ଏଠାରେ ଏତେ ଭିଡ ଲାଗୁଛି ଯେ ବାଧ୍ୟ ହୋଇ ସାଧାରଣ ଦର୍ଶନ ପାଇଁ ବନ୍ଦ କରା ଯାଇଛି । ଆମେ ଏଠାରେ କହୁଛୁ ଜଣେ ବୃଦ୍ଧ ମହିଳାଙ୍କ କଥା ଯାହାଙ୍କ ବୟସ 60 ବର୍ଷ ।

ତାଙ୍କ ପାଖରେ ରହିଛି ଅଲୌକିକ ଶକ୍ତି । ମାତ୍ର ତାଙ୍କୁ ଦର୍ଶନ କରିବା ସାଧାରଣ କଥା ନୁହେଁ । ଭାଗ୍ୟବାନ ବ୍ୟକ୍ତି ହିଁ ମା ଙ୍କର ଦର୍ଶନ କରୁଛନ୍ତି । ତାଙ୍କର ରୂପ ଏତେ ଭୟଙ୍କର ଯେ ଯିଏ କେହି ବି ଦେଖିବ ଭୟରେ ଥଋ ଉଠିବ । ତାଙ୍କ ହାତରେ ଏତେ ଶକ୍ତି ରହିଛି କି ଅସାଧ୍ୟ କାର୍ଯ୍ୟ ବି ସାଧ୍ୟ ହୋଇପାରୁଛି । ଯେଉଁ ରୋଗ ଭଲ କରିବାକୁ ଡାକ୍ତର ଫେଲ ମାରୁଛି ମେଡିକାଲ ସାଇନ୍ସ ଯେଉଁଠି ହାରିଯାଉଛି ସେଠାରେ ବୃଦ୍ଧା ମହିଳା ତାହାକୁ କରି ଦେଖାଉଛନ୍ତି ।

ଚାଲୁପାରୁ ନ ଥିବା ବ୍ୟକ୍ତି ତା ଗୋଡରେ ଠିଆ ହେଉଛି ଓ ଚାଲୁଅଛି ମଧ୍ୟ । ଦୀର୍ଘ 20 ବର୍ଷ ହେଲା କଥା କହିପାରୁ ନ ଥିଲା ପିଲାଟି କଥା କହୁଛି । ଯାହା ଫଳରେ ମାଙ୍କର ମହିଳା କୁ ନେଇ ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି । ବୃଦ୍ଧା ମହିଳାଙ୍କ ଚମତ୍କାର ଶୁଣିଲେ ତାଙ୍କ ବିଷୟରେ ଜଣାଇବାକୁ ନିଶ୍ଚୟ ଇଚ୍ଛା ହେଉଥିବ ।

ବରଗଡ ଜିଲ୍ଲା ପଦ୍ମପୁର ରୁ ଗାଇଶାଳା ରେ ରହିଛି ପାନ୍ଦୁପାଲି ଗାଁ । ଏଠାରେ ରୁହନ୍ତୁ ବୃଦ୍ଧ ମହିଳା ଯାହାଙ୍କ ଶରୀରରେ ରହିଛି ଅଲୌକିକ ଶକ୍ତି । ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଦର୍ଶନ କରିବାକୁ ଏବେ ବନ୍ଦ କରା ଯାଇଛି । ବୃଦ୍ଧ ମହିଳାଙ୍କ ଜଣକ ଦେବୀ ମା ଙ୍କ ଦ୍ଵାରା ଶକ୍ତି ପାଇଛନ୍ତି ଓ ସେହି ଦଇବି ଶକ୍ତି ମାଧ୍ୟମରେ ଲୋକଙ୍କର ଦୁଃଖ ଦୂର କରୁଛନ୍ତି ।

ଯେବେ 20 ବର୍ଷର ପୁଅ ଜନ୍ମରୁ ମୁକ ଥିବା ବେଳେ ମା ଙ୍କ ଆଶୀର୍ବାଦ ପାଇବା ପରେ ମୁକ କଥା କହିଲା । ତାପରେ ମା ଙ୍କ ମହିମା ଚାରିଆଡେ ବ୍ଯାପିଗଲା । ମା ମଧ୍ୟ ୟୂଟ୍ଯୂବରେ ଲୋକଙ୍କର ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।