ମହିଳା ପରୀକ୍ଷାର୍ଥୀଙ୍କ ଟପ୍ ଫାଡି ଦେଲେ ଗାର୍ଡ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି ଭାଇରାଲ Video

ରାଜସ୍ଥାନର RAS ପରୀକ୍ଷା ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛି । କିନ୍ତୁ କିଛି ଦୃଶ୍ୟକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି, ଯାହା ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ । ଏହି ଦୃଶ୍ୟ ଦେଖି ଆପଣ ବି ଭାବିବେ ଏହା କଣ ଓ କାହିଁକି ହେଉଛି । ରାଜସ୍ଥାନର ବିକାନେରରୁ ଏକ ପରୀକ୍ଷା ସେଣ୍ଟରର କିଛି ଦୃଶ୍ୟ ସାମନାକୁ ଆସିଛି । ସେଠାରେ ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନ ୨୭ ଅକ୍ଟୋବର ଦିନ ରାଜସ୍ଥାନ ଆଡମିନିଷ୍ଟ୍ରେସନ ର ପରୀକ୍ଷା କରାଉଥିଲେ ।

ପରୀକ୍ଷା ଗୃହକୁ ପ୍ରବେଶ କରିବା ପୂର୍ବରୁ ପରୀକ୍ଷାର୍ଥୀ ମାନଙ୍କର ଚେ-କିଂ କରା ଯାଉଥିଲା । ଯାହାକି ପରୀକ୍ଷାରେ ଯେମିତି କେହି ଚି-ଟି॰ କରିବେନି ସେଥିପାଇଁ କରାଯାଏ । କିନ୍ତୁ ସାଧାରଣ କଥା ସମସ୍ତେ ଜାଣିଛନ୍ତି କି ମହିଳା ପରୀକ୍ଷାର୍ଥୀଙ୍କ ଚେ-କିଂ ପାଇଁ ମହିଳା ଗାର୍ଡଙ୍କୁ ନିଯୁକ୍ତ କରାଯାଏ । ପରୀକ୍ଷା ସେଣ୍ଟର ହେଉ ବା ଅନ୍ୟ କୌଣସି ସାଧାରଣ ସ୍ଥାନ ହେଉ ଏହା ଏକ ନିୟମ ରହିଛି । କିନ୍ତୁ ଏଠାରେ କିଛି ଓଲଟା ଦେଖିବାକୁ ମିଳିଥିଲା ।

ଏଠାରେ ପରୀକ୍ଷା ପୂର୍ବରୁ ମହିଳା ପରୀକ୍ଷାର୍ଥୀଙ୍କୁ ଚେ-କିଂ କରିବା ପାଇଁ ପୁରୁଷ ଗାର୍ଡ ଜଣକ କ-ଇଁ-ଚି-ରେ ସେ ପିନ୍ଧିଥିବା ଟପ୍ ର ହାତକୁ କା-ଟି ଦେଇଥିଲେ । ଏହା ଦେଖିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଏହା କିଭଳି ଚେ-କିଂ ଓ ଏଠାରେ ମହିଳା ଗାର୍ଡଙ୍କୁ ଚେ-କିଂ କରିବା ପାଇଁ କାହିଁକି ନିଯୁକ୍ତ କରାଯାଇ ନାହିଁ । ସମସ୍ତଙ୍କ ମନରେ ସମାନ ପ୍ରଶ୍ନ ଆସିବା ପରେ ଏହି ଘ-ଟ-ଣା-ର ଲଗାତାର ବି-ରୋ-ଧ କରୁଛନ୍ତି ଜନ ସାଧାରଣ ।

ନ୍ୟାସନାଲ କମିଶନ ଅଫ ୱମେନ ମଧ୍ୟ ଏହି ଘ-ଟ-ଣା-କୁ ଲ-ଜ୍ୟା-ଜ-ନ-କ ଓ ଜଣେ ମହିଳାଙ୍କ ପାଇଁ ଆପତ୍ତିଜନକ ବୋଲି କହିଛନ୍ତି । ଆହୁରି ମଧ୍ୟ ଖବର ଆସିଥିଲା କି ଏହି ପରୀକ୍ଷାରେ ଯାଇଥିବା ପୁରୁଷ ପରୀକ୍ଷାର୍ଥୀଙ୍କୁ ମଧ୍ୟ ବିନା ସାର୍ଟ ପିନ୍ଧି ପରୀକ୍ଷା ଦେବା ପାଇଁ କୁହା ଯାଇଥିଲା । ଏହି ମା-ମ-ଲା-ରେ NCW ର ଚେୟାରପର୍ଶନ ରେଖା ଶର୍ମା ରାଜସ୍ଥାନ ଚିଫ ସେକ୍ରେଟାରୀଙ୍କୁ ମଧ୍ୟ ଜବାବ ମାଗିଛନ୍ତି ଓ ଏଥିପାଇଁ କଡାରୁ କଡା କା-ର୍ଯ୍ୟା-ନୁ-ଷ୍ଠା-ନ ନେବା ପାଇଁ ଦାବି କରିଛନ୍ତି ।

ଏହାସହ କମିଶନ ଆହୁରି ମଧ୍ୟ କହିଛନ୍ତି କି ଏହା ମହିଳାଙ୍କ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାରକୁ ଉ-ଲଂ-ଘ-ନ କରୁଛି । ମହିଳାଙ୍କୁ ଏହିପ୍ରକାର ଉ-ତ୍ପୀ-ଡ-ନ ଦେଇ ଯିବା ଅତ୍ୟନ୍ତ ଅ-ପ-ମା-ନ-ଜ-ନ-କ ଅଟେ । ଆହୁରି ମଧ୍ୟ ସୂଚନା ରହିଛି କି ପରୀକ୍ଷା ଚାଲିଥିବା ବେଳେ ସରକାର ଅନେକ ସ୍ଥାନରେ ଇ-ଣ୍ଟ-ର-ନେ-ଟ ସେବା ବନ୍ଦ କରି ଦେଇଥିଲେ । ଯାହାଫଳରେ ପରୀକ୍ଷାର୍ଥୀ ମାନଙ୍କୁ ଅନେକ ସମସ୍ଯାର ସମୁଖୀନ ହେବାକୁ ପଡିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।