ମହିଳାମାନେ ନିଜର ଏହି 1 ଜିନିଷ କାହାକୁ ବି ଦିଅନ୍ତି ନାହିଁ, ଆପଣ ବି ନିଅନ୍ତୁ ନାହିଁ, ନହେଲେ ହେଇଯିବେ ବର୍ବାଦ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବ୍ୟକ୍ତି ଓ ମହାନ ପୁରୁଷ ଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତି ଗ୍ରନ୍ଥରେ ମାନବ ସମାଜକୁ ସଠିକ ମାର୍ଗ ଦେଖାଇବା ପାଇଁ କିଛି ନୀତି ନିୟମ ଉଲ୍ଲେଖ କରା ଯାଇଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିବାରୁ ନିଜ ନୀତି ଓ ଆଦର୍ଶ ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଥିଲେ । ଆଜି ଆମେ ଆପଣ ମାନଙ୍କୁ କେଉଁ ଜିନିଷ ଜଣେ ନାରୀ ବା ମହିଳା କେବେ ବି କାହା ସହ ଶେୟାର କରି ନ ଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ପ୍ରତେକ ନାରୀ ବା ମହିଳା ଜୀବନରେ ତା ସ୍ଵାମୀ ହିଁ ତାର ଇଶ୍ଵର ହୋଇଥାଏ । ଜଣେ ନାରୀ ପାଇଁ ତା ସିନ୍ଦୁର ସବୁ କିଛି ହୋଇଥାଏ ବୋଲି ମାନ୍ୟତା ରହିଛି । ଜଣେ ନାରୀ ତା ସ୍ଵାମିକୁ ଦୁନିଆର ସବୁ ଖୁସି ଦେଇଥାଏ । ଦୁନିଆର କୌଣସି ନାରୀ ବା ମହିଳା ନିଜ ସ୍ଵାମିକୁ କେବେ ବି ଭୁଲରେ ଦୁଖ ବା କଷ୍ଟ ଦେଇ ନ ଥାଏ । ସେ ନିଜ ସ୍ବାମୀର ସବୁ କଷ୍ଟ ଓ ଦୁଖକୁ ନିଜର କରି ଆପଣେଇ ନେଇଥାଏ ।

ଜଣେ ନାରୀ ଯେତେ ଦୁଖରେ ଥିଲେ ମଧ୍ୟ ସବୁବେଳେ ତା ସ୍ଵାମୀ ଆଗରେ ହସିବାର ଅଭିନୟ କରିଥାଏ । ଗୋଟେ ନାରୀ ଜୀବନରେ ଯେତେ ସମସ୍ଯା ବା ଦୁଖ ରହିଥିଲେ ମଧ୍ୟ ସେ କେବେ ବି ଭୁଲରେ ନିଜ ସ୍ଵାମୀ ସହ ସେୟାର କରି ନ ଥାନ୍ତି । ସେ ତାଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟାକୁ ନିଜ ଭିତରେ ଗୋପନ ରଖି ନିଜ ସ୍ବାମୀଙ୍କୁ ଖୁସି ଦେଇଥାନ୍ତି ।

ଜଣେ ନାରୀ ଯେତେ ଦୁଖରେ ଥିଲେ ମଧ୍ୟ ନିଜ ସ୍ଵାମୀ ଆଗରେ ସବୁବେଳେ ହସ ଖୁସିରେ ରହିବାକୁ ଚେଷ୍ଟା ଜାରି ରଖିଥାଏ । ଜଣେ ନାରୀ ନିଜ ସ୍ଵାମୀ ଛଡା ଅନ୍ୟ କୌଣସି ପୁରୁଷକୁ ନିଜ ମନ ଭିତରେ ସ୍ଥାନ ଦେଇ ନ ଥାଏ । ନାରୀଟିଏ ନିଜ ସ୍ଵାମୀ ଛଡା ଅନ୍ୟ କାହାରୀକୁ ଆଖି ଉଠାଇ ମଧ୍ୟ ଦେଖି ନ ଥାଏ । ସେ ନିଜର ପ୍ରାଣ ଥିବା ପର୍ଯ୍ଯନ୍ତ ନିଜ ସ୍ଵାମିକୁ ହିଁ ଇହକାଳ ଓ ପରକାଳର ଦେବତା ବୋଲି ମାନିଥାଏ ।

ନିଜ ସ୍ବାମୀର ମୃ-ତ୍ୟୁ ପରେ ଗୋଟେ ସ୍ତ୍ରୀ କେବେ ବି ତାକୁ କାନ୍ଧ ଦେଇ ନ ଥାଏ । ଏଭଳି ନିୟମ ଆମ ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଜଣେ ନାରୀ ନିଜ ସ୍ଵାମିକୁ କେବେ ରଖିଥିବା ଧନ ଦେଇ ନ ଥାଏ । ନାରୀ ପାଖରେ ଥିବା ଧନକୁ ସେ ସବୁବେଳେ ନିଜ ସ୍ଵାମୀ ଠାରୁ ଗୋପନରେ ବା ଲୁଚେଇ ରଖିଥାଏ । ଗୋଟେ ନାରୀ ନିଜ ସର ନେମ ନିଜ ସ୍ଵାମୀକୁ କେବେ ବି ଦେଇ ନ ଥାଏ । ଏହି ସବୁ ଗୋପନୀୟ କଥା ଜଣେ ନାରୀ ବା ମହିଳା କେବେ ବି ଭୁଲରେ ନିଜ ସ୍ଵାମିକୁ କହି ନ ଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।