ODI T20 ମ୍ଯାଚ ପାଇଁ ଟିମ ଇଣ୍ଡିଆ ଯିବ ଶ୍ରୀଲଙ୍କା, ଜାଣନ୍ତୁ କିଏ ହେବ ନୂଆ କୋଚ ଓ କିଏ କ୍ୟାପଟେନ ?

ଆପଣ ଜାଣିଥିବେ କିଛି ଦିନ ତଳେ ଆମର ଭାରତୀୟ ଖେଳାଳି ମାନେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କାରେ । BCCI ଖେଳ ମାନେ IPL କୁ ବାତିଲ କରିଥିଲା । ଏହାର ସୂଚନା ଆମେ ଆପଣଙ୍କୁ ଦେଇଛୁ । ତେବେ ପ୍ରତେକ ଖେଳାଳି ନିଜ ଘରକୁ ଫେରିବା ପରେ ଅଷ୍ଟ୍ରେଲିଆ ର ଖେଳାଳି ମାନେ ୧୪ ଦିନ ପାଇଁ କ୍ୟାରେନଣ୍ଟାଇନ ରେ  ରହିଥିଲେ । ଏହା ପରେ ଆପଣ ଜାଣିଛନ୍ତି ଖେଳକୁ ନେଇକି BCCI କଣ ଭାବିଛି ।

ତେବେ ଆସନ୍ତୁ ଜାଣିବା କଣ ଚିନ୍ତା କରାଯାଇଛି ଭାରତୀୟ ଖେଳାଳି ମାନଙ୍କ ପାଇଁ BCCI ତରଫରୁ। BCCI ର ପ୍ରେସିଡେନ୍ଟ ସୌରଭ ଗାଙ୍ଗୁଲି କହିଛନ୍ତି କି ଆମେ ଶ୍ରୀଲଙ୍କା ସହ ଖେଳିବୁ । ଆମେ ମାନେ ଟିମ ଇଣ୍ଡିଆ ର ଖେଳାଳି ମାନେ ଏବେ ଜୁଲାଇ ରେ ଶ୍ରୀଲଙ୍କା ଯିବେ । ଏହା ଆମେ କହିବାକୁ ପଡିବନୀ କି ଶ୍ରୀଲଙ୍କା ଆମର ପଡୋଶୀ ଦେଶ ଅଟେ ।

ଏହା ସହ ଆପଣ ଜାଣିଥିବେ କି ଏହା ସହ ଏକାଧିକ ମ୍ଯାଚ ଖେଳି ସାରିଛି ଭାରତୀୟ କ୍ରିକେଟ ଦଳ । ତେବେ ଆସନ୍ତୁ ଜାଣିବା ଏଭଳି ନିସ୍ପତି କଣ ପାଇଁ ନିଆ ଯାଇଥିଲା ।  ପ୍ରଥମେ ଜଣା ପଡିଥିଲା କି ଏଥିରେ ୫ ଟି ୱାନ ଡେ  ଓ ୩ ଟି ଟି -୨୦ ଖେଳା ଜୀବ । ମାତ୍ର ଏହା ପରେ ବଦଳାଇ ଦିଆ ଯାଇଥିଲା କି ଏଥର ମାତ୍ର ୩ ଟି ୱାନ ଡେ ଓ ୩ ଟି ଟି -୨୦ ଖେଳ ହେବ ।

ଏହା କଣ ପାଇଁ କରାଯାଇଛି ମାନେ ଏଭଳି କଣ ପାଇଁ କରାଯାଇଛି ? ଆଉ ଏକ ବଡ ଖବର ଏଥିରେ ସେହି ଖେଳାଳି ମାନେ ରହିବେନି ଯେଉଁ ମାନେ ଇଣ୍ଡିଆ ଓ ଇଂଲଣ୍ଡ ର ୱାନ ଡେ ରେ ଖେଳିବେ । ମାନେ ବିରାଟ , ରୋହିତ ଶର୍ମା , ଜସପି ଗୁମରା , ମହମ୍ମଦ ସାମି ଭଳି ଭଲ ଓ ଅଭିଙ୍ଗ୍ୟ ଖେଳାଳି ମାନେ ରହିବେ ନି । ଏଥିରେ କିଛି ନୂଆ ଖେଳାଳି ମାନେ ରହିବେ ।

ଦୀପକ ଚହତ , ଭୁବନେଶ୍ବର କୁମାର ଭଳି ନୂଆ ଖେଳାଳି ମାନେ ଶ୍ରୀଲଙ୍କା ସହ ଖେଳିବେ ।  ଏହି ସମୟରେ ଭାରତୀୟ କୋଚ ଯେତେବେଳେ ଇଂଲଣ୍ଡ ରେ ଅବସ୍ଥିତ ଅଛନ୍ତି ସେତେବେଳ ଏହି ଟିମ ଜିଏକି ଶ୍ରୀଲଙ୍କା ସହ ଖେଳିବ ତା ର କୋଚ ରାହୁଲ ଦ୍ରାବିଡ ହେବେ ବୋଲି କଥା ଚାଲିଛି  । ମାତ୍ର ଏହା ସହ ଏହାର କ୍ଯାପଟେନ କିଏ ହେବ ସେ ନେଇ କିଛି ଜଣା ନାଇ ।

ଏବେ ଏହି ଟିମ କୁ ଶ୍ରୀଲଙ୍କା ସହ ଖେଳେଇବାର ମୁଖ୍ୟ କାରଣ ହେଉଛି ଆଗକୁ ୱାର୍ଲ୍ଡ କପ ଟି-୨୦ ରେ ଭାରତର ଭଲ ପ୍ରଦର୍ଶନ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।