ଗୋଟିଏ ଥର ନେବା ମାତ୍ରେ ହିଁ ତୁରନ୍ତ ଇମ୍ୟୁନିଟି ହେଇଯାଏ ଷ୍ଟ୍ରଙ୍ଗ, ଥଣ୍ଡା, କାଶ, କଫ ହେଇଯିବ ଗାୟବ, କରୋନା ଭଳି ରୋଗ ଛୁଇଁ ବି ପାରିବନି- Health Tips

ମଣିଷ ନିଜର ଭୂଲର ଦଣ୍ଡ ବର୍ତ୍ତମାନ ଯାଏ ଭୋଗୁଛି । ପରିବେଶକୁ ଖରାପ କରିବା ଦ୍ଵାରା ସେ ନିଜେ ହିଁ ନିଜକୁ ସେସ କରିବାରେ ଲାଗିଛି । ଗଛ କାଟିବା ଜଙ୍ଗଲ ନଷ୍ଟ କରିବା ଜୀବ ଜନ୍ତୁଙ୍କୁ ମାରିବା ଭଳି ଅନେକ କାମ ।ଯାହା ଆମ ପରିବେଶକୁ ଦୂଷିତ କରିଛି ଓ ଆମେ ତା ପାଇଁ ନିଜର ରୋଗ ପ୍ରତିରୋଧକ ଶକ୍ତି ହରାଇ ବାରେ ଲାଗିଛୁ । ତେବେ କରୋନା ଭାଇରସ ଆମକୁ ଏହା ଶିଖାଇ ଦେଲା ଯେ କିଭଳି ଭାବେ ଆମେ କମ ଇମ୍ୟୁନିଟି ସହ ଜୀବନ କାଟୁଛୁ ।

ଆଜି ଆମେ ଆପଣଙ୍କୁ କିଛି ଏଭଳି କାଡା ବିଶୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆମେ ବିଜର ରୋଗପ୍ରତିରୋଧ ଶକ୍ତି କିଛି ମାତ୍ରାରେ ବଢାଇ ପାରିବା । ଯଦି ଆପଣଙ୍କୁ ଖାଲି ଥଣ୍ଡା ଓ କାଶ କିମ୍ବା ଜର ହୋଇଛି ଏହା ତାକୁ ମଧ୍ୟ କମେଇବାରେ ସାହାଜ୍ଯ କରିବ ।

ଯଦି ଆପଣ ଏହାକୁ ନିୟମିତ ଭାବେ ପିବା ପାଇଁ ଚାହାଁନ୍ତି ତେବେ ଏହାକୁ ଆପଣ ଦିନେ ଛାଡିକି ଦିନେରେ ପି ପାରିବେ । ତେବେ ଆସନ୍ତୁ ଜାଣିବା କିଭଳି ଏହି କାଡା ପ୍ରସ୍ତୁତି କରିବା । ପ୍ରଥମେ ଗୋଟେ ଗ୍ଳାସ ପାଣି ନିଅନ୍ତୁ ଓ ତାକୁ ଚୂଲିରେ ବସାଇ ଗରମ କରିବା ପାଇଁ ଛାଡି ଦିଅନ୍ତୁ । ପାଣି ଗରମ ହେଲା ପରେ ଆପଣ କିଛି ଜୁଆଣୀ ସେଥିରେ ପକାନ୍ତୁ ଗୋଟେ ଚାମୁଚରେ ଚାମୁଚେ ତା ଠାରୁ ଅଧିକ ନୁହେଁ । ଏହା ପରେ ଏହାକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ ଏହା ଫୁଟିବା ଆରମ୍ଭ ହେଲେ ଏଥିରେ ଅଦାର ଶୁଖିଲା ଗୁଣ୍ଡ କିମ୍ବା ଅଦାକୁ ଛେଞ୍ଚିକି ନିଅନ୍ତୁ ।

ଏହା ପରେ ଏଥିରେ ୨ ଟି ଲବଙ୍ଗ , ୨ଟି ଗୋଲମରୀଚ ନେଇ ତାକୁ କୁଟି ସେଥିରେ ପକାନ୍ତୁ । ଏହା ଫୁଟିବା ବଢିଗଲେ ଘରେ ଥିବା କଳା ଲୁଣ କିମ୍ବା ସେନ୍ଧା ଲୁଣ ଆଣିକି ପକାନ୍ତୁ । ଏହା ପରେ ଏଥିରେ ଗୋଟେ ଚାମୁଚ ଗୁଡ ପକାନ୍ତୁ । ଏହା ଏବେ ପ୍ରସ୍ତୁତ ହୋଇ ଗଲା । ଏହାକୁ କାଢି ନିଅନ୍ତୁ ଓ ଛାଣିକି ଗରମ ଗରମ ପି ବାକୁ ଚେଷ୍ଟା କରନ୍ତୁ କାରଣ ଏହାକୁ ଆପଣ ଚା ଭଳି ପିଲେ ଭଲ ଲାଗିବା । ଏଥିରେ ପଡିଥିବା ଲବଙ୍ଗ ଆପଣଙ୍କର କଫ ହୋଇ ଥିଲେ ଏହାକୁ କମେଇବାରେ ସାହାଜ୍ଯ କରିବ।

ଯଦି ଆପଣ ଏହାକୁ ଛୋଟ ପିଲାଙ୍କୁ ଦେବାକୁ ଚାହାଁନ୍ତି ତେବେ ଆପଣ ଏହାକୁ ଦେଇ ପାରିବେ ମାତ୍ର ଏହା ର ୪ ଭାଗରୁ ଏକ ଭାଗ ଦେବେ । ଆପଣ ଏହାକୁ ସକାଳୁ ନ ପିଲେ ମଧ୍ୟ ଏହାକୁ ନିଜର ଜଳଖିଆ କରିବାର ଏକ ଘଣ୍ଟା ପରେ ପି ପାରିବେ ନହେଲେ ଆପଣ ଭାତ ଖାଇ ସାରିଲା ପରେ ଏକ ଘଣ୍ଟା ଛାଡି ଏହାକୁ ଖାଇ ପାରିବେ ।

ଯଦି ଆପଣ ଚାହିଁ ବେ ତେବେ ଏହାକୁ ୪ ଟା ବେଳେ ଚା ଭଳି ପି ପାରିବେ । ମନେ ରଖନ୍ତୁ ଆପଣ ନିଜର କାଡା ବନେଇବା ସମୟରେ ଧ୍ୟାନ ରଖିବେ କି ଏହାର ମାପ ଯେପରି ଭୁଲ ନ ହୁଏ । କାରଣ ଏହା ହେଲେ ଆପଣଙ୍କର ଶରୀରର ତାପମାନ ବଢି ଯାଇ ପାରେ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।