Video ବନାଇ ଭାଇରାଲ ହେଲେ Agra ର ମହିଳା ପୋଲିସ କନଷ୍ଟେବଲ, ଆଉ ତା’ ପରେ ତାଙ୍କ ସହ ଯାହା ହେଲା ଦେଖନ୍ତୁ ଏହି Video

ଅନେକ ସମୟରେ ସଉକ ପାଇଁ ଆମେ ବସି ବସି ଅନେକ ପ୍ରକାର ଭିଡିଓ ବନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଅପଲୋଡ କରି ଦେଇଥାଉ । କିନ୍ତୁ କେବେ କେବେ ଏଥିପାଇଁ ଆମକୁ ଟ୍ରୋ-ଲ କରାଯିବା ସହ କେତେକ ସମସ୍ଯାର ସମୁଖୀନ ହେବାକୁ ମଧ୍ୟ ପଡିଥାଏ । ଏହିପରି ଏକ ଘଟଣା ଘଟିଛି ୟୁପିର ଜଣେ ପୋଲିସ କନଷ୍ଟେବଳ ପ୍ରିୟଙ୍କା ମିଶ୍ରଙ୍କ ସହ । ଏକ ଭିଡିଓ ବନେଇ ସେ ଇଂ-ଷ୍ଟା-ଗ୍ରା-ମ-ରେ ପୋ-ଷ୍ଟ କରିଥିଲେ କିନ୍ତୁ । ଏହି ଭିଡିଓ ବନେଇବା ତାଙ୍କ ପାଇଁ ଭା-ରି ପଡିଛି ।

ଭିଡିଓ ସେ ନିଜ ୟୁନିଫର୍ମ ପିନ୍ଧି ବନେଇଥିଲେ । ଆଉ ହାତରେ ପି-ସ୍ତ-ଲ ଧରି ଏକ ଡାଇଲଗରେ କେବଳ ଲି-ପ୍ସି-ଙ୍ଗ ମଧ୍ୟ କରିଥିଲେ । କିନ୍ତୁ ଭିଡିଓ ବନେଇବା ପରେ ତାଙ୍କୁ ସମସ୍ତେ ଖୁବ ଟ୍ରୋ-ଲ କରିଛନ୍ତି ଓ ଅନେକ ପ୍ରକାର କଥା ମଧ୍ୟ କମେଣ୍ଟ ମାଧ୍ୟମରେ କହିଛନ୍ତି । ଯାହା ଫଳରେ ପୋଲିସ ବିଭାଗକୁ ଏଥିପାଇଁ ତାଙ୍କ ଉପରେ ଆ-କ୍ସ-ନ ନେବାକୁ ପଡିଛି । ଫଳସ୍ଵରୂପ ତାଙ୍କୁ ପୁଣି ଠାରେ ଲାଇନ ହାଜିର କରିଦିଆ ଯାଇଛି । ଏଥିପାଇଁ ମଧ୍ୟ ଲୋକେ ତାଙ୍କୁ ଜମେଇକି ଟ୍ରୋ-ଲ କରିଛନ୍ତି ।

ପ୍ରିୟଙ୍କାଙ୍କ କହିବା ଅନୁସାରେ ତାଙ୍କର ଅଭିନୟ ମଧ୍ୟ ରୁଚି ରହିଛି । ସେ ନିଜ ଅବସର ସମୟରେ ଅନେକ ଭିଡିଓ ବନେଇ ପୋଷ୍ଟ କରନ୍ତି ଓ ଏହା ତାଙ୍କୁ ଖୁବ ଭଲ ଲାଗେ । କିନ୍ତୁ ତାଙ୍କୁ ୟୁନିଫର୍ମ ପିନ୍ଧି ପି-ସ୍ତ-ଲ ଧରି ଭି-ଡି-ଓ ବନେଇବାକୁ ନେଇ କୌଣସି ଜ୍ଞାନ ନଥିଲା । ତାଙ୍କ ପରିବାର ବ ସାଙ୍ଗସାଥିରେ ମଧ୍ୟ କେହି ପୋଲିସ କିମ୍ବା ଆର୍ମୀ ବ୍ୟାକଗ୍ରାଉଣ୍ଡର ନାହାନ୍ତି ।

ଏହି ଭିଡିଓ ପୋଷ୍ଟ ହେବା ପରେ ତାଙ୍କୁ ଖୁବ ଟ୍ରୋ-ଲ କରିଥିଲେ ଲୋକେ । ଏପରିକି ପୋଲିସ କାର୍ଯ୍ୟକୁ ବ-ଦ-ନା-ମ କରିଥିବା କଥା ମଧ୍ୟ କହିଥିଲେ । ଭିଡିଓଟି ଖୁବ ଭା-ଇ-ରା-ଲ ହୋଇଥିଲା । ଯାହାଫଳରେ ତାଙ୍କୁ ଆଗ୍ରାର ଥାନାରୁ ହଟେଇ ଲାଇନ ହାଜିର କରାଯାଇଛି । ସେ ଏଥିପାଇଁ ଲୋକଙ୍କ ଚିନ୍ତାଧାରାକୁ ଦାୟୀ କରିଛନ୍ତି । କିନ୍ତୁ ତାଙ୍କୁ ଡିପାର୍ଟମେଣ୍ଟ ଉପରେ କୌଣସି ଅଭିଯୋଗ ନାହିଁ । ସେ ଏଥିପାଇଁ ସୋ-ସି-ଆ-ଲ ମି-ଡି-ଆରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।

ପ୍ରିୟଙ୍କାଙ୍କ ମୁତାବକ ଯଦି ଏଥିପାଇଁ ଚାକିରିରୁ ନିଲମ୍ବନ କରାଯାଏ ତେବେ ମଧ୍ୟ ସେ ବିଭାଗକୁ ସମ୍ମାନ ଦେଇ ଚାକିରି ଛାଡିଦେବେ । ଏହି ମାମଲାରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।