ଭାରତର ସବୁଠୁ ମହଙ୍ଗା କାର ଚଲାଉଥିବା ଏହି ୭ ଜଣ ଧନୀ ଷ୍ଟାର, ନମ୍ବର ୧ ମୁକେଶ ଅମ୍ବାନୀ ନୁହନ୍ତି, ଦେଖନ୍ତୁ କିଏ

ଯେଉଁ ବ୍ୟକ୍ତିଙ୍କ ପାଖରେ ଟଙ୍କା ଥାଏ ସେମାନେ ନିଜର ରୁତବା ତ ଦେଖାଇ ଥାନ୍ତି ଓ ଏହା ଛଡା ସେମାନେ ଏକ ଭଲ ଲାଇଫ ସ୍ଟାଇଲରେ ବି ରହିଥାନ୍ତି । ଯାହା ଲୋକମାନଙ୍କୁ ପ୍ରଭାବିତ କରିଥାଏ । ବହୁତ ଲୋକମାନଙ୍କୁ ନୂଆ ନୂଆ ଡ୍ରେସର ଶୌକ ଥାଏ ତ କିଛି ଲୋକମାନଙ୍କୁ ଖାଇବା ଶୌକ ଥାଏ । କିନ୍ତୁ ଆଜି ଆମେ ଯେଉଁ ଷ୍ଟାରମାନଙ୍କ ବିଷୟରେ କଥାବାର୍ତ୍ତା କରିବାକୁ ଯାଉଛୁ ସେମାନଙ୍କୁ କାର ର ବହୁତ ଶୌକ ଅଟେ ।

ସେମାନଙ୍କ ପାଖରେ କୋଟି କୋଟି ଟଙ୍କାର ଘର ଓ କୋଟି କୋଟି ଟଙ୍କାର ବହୁତ ଗାଡି ଅଛି । ଭାରତରେ ସବୁଠୁ ମହଙ୍ଗା କାର ଚଲାଉଥିବା ୭ ଜଣ ଧନୀ ଷ୍ଟାରମାନେ, ଯେଉଁମାନେ ଅଲଗା ଅଲଗା ଫୀଲ୍ଡର ଅଟନ୍ତି ।

ଭାରତରେ ସବୁଠୁ ଦାମୀ କାର ଚଲାଉଥିବା ୭ ଜଣ ଧନୀ ଷ୍ଟାର

ବଲୀଉଡ ଛଡା ଖେଳ ଓ ଉଦ୍ୟୋଗ କ୍ଷେତ୍ରରେ ଏମିତି ବହୁତ ସେଲିବ୍ରିଟୀଜ ଅଛନ୍ତି ଯେଉଁମାନଙ୍କୁ ଦାମୀ ଦାମୀ କାର ର ବହୁତ ଶୌକ ଅଛି । ଆଜି ଆମେ ଆପଣଙ୍କୁ ଏମିତି ହିଁ ୭ ଜଣ ସେଲିବ୍ରିଟୀଜଙ୍କ ବିଷୟରେ କହିବାକୁ ଯାଉଛୁ ।

ଶାହରୁଖ ଖାନ

ବଲୀଉଡର କିଙ୍ଗ ଖାନ ଶାହରୁଖ ଖାନ ଦୁନିଆର ୧୦୦ ଜଣ ଧନୀ ଅଭିନେତା ମଧ୍ୟରୁ ଜଣେ ଅଟନ୍ତି । ତାଙ୍କର ନାମ ଏହି ଲିସ୍ଟରେ ପ୍ରଥମ ନମ୍ବରରେ ଅଛି ଓ ସେ ଏକ ଲଗ୍ଜରୀ ଜୀବନ ଜାପନ କରନ୍ତି । କହିବାକୁ ଗଲେ ଶାହରୁଖ ଖାନଙ୍କ ପାଖରେ ବହୁତ ଲଗ୍ଜରୀ ଗାଡି ଅଛି । କିନ୍ତୁ ତାଙ୍କ ପାଖରେ ଭାରତର ସବୁଠୁ ମହଙ୍ଗା କାର ବୁଗାଟୀ ଭେରନ ଅଛି । ଯାହାର ଦାମ ୧୨ କୋଟି ଟଙ୍କା ଅଟେ ।

ଆମିର ଖାନ

ଏହି ଲିସ୍ଟରେ ଦ୍ଵିତୀୟ ନାମ ବଲୀଉଡର ମିସ୍ଟର ପରଫେକ୍ଶନିସ୍ଟ ଆମିର ଖାନଙ୍କର ନାମ ଆସିଥାଏ ଯିଏକି ବର୍ଷକୁ ଗୋଟିଏ କିନ୍ତୁ ସବୁଠୁ ଦମଦାର ଫିଲ୍ମ ସହିତ ବକ୍ସ-ଅଫିସରେ ଆସିଥାନ୍ତି । ଆମିରଙ୍କ ପାଖରେ ମର୍ସିଡୀଜ-ବେଂଜ s600 ଅଛି ଓ ଯାହାର ଦାମ ୧୦ କୋଟି ଟଙ୍କା ଅଟେ ।

ମୁକେଶ ଅମ୍ବାନୀ

ଭାରତର ସବୁଠୁ ଧନୀ ବିଜନେସମ୍ୟାନ ମୁକେଶ ଅମ୍ବାନୀଙ୍କ ପାଖରେ ବି କୋଟି କୋଟି ଟଙ୍କାର ବଙ୍ଗଳା ଓ ଗାଡି ଅଛି । ମୁକେଶ ଅମ୍ବାନୀଙ୍କ ପାଖରେ ୬୨ଟି କାର ଅଛି । ଏହା ମଧ୍ୟରେ ତାଙ୍କର ଏକ କାର ର ଦାମ ୫.୪ କୋଟି ଟଙ୍କା ଅଟେ ।

ରାମ ଚରଣ

ସାଉଥ ସିନେମାର ପପୁଲାର ଅଭିନେତା ରାମ ଚରଣଙ୍କର ସାଉଥ ସିନେମାରେ ଏକ ଭଲ ପୋଜିଶନ ଅଛି । ରାମ ଚରଣଙ୍କ ପାଖରେ ରେଞ୍ଜ ରୋବର ଅଛି, ଯାହାର ଦାମ ୩.୧ କୋଟି ଟଙ୍କା ଅଟେ ।

ଅମିତାଭ ବଚ୍ଚନ

ବଲୀଉଡର ମହାନ ଅଭିନେତା ଅମିତାଭ ବଚ୍ଚନ ୭୮ ବର୍ଷ ବୟସରେ ବି କାମ କରୁଛନ୍ତି । ଅମିତାଭ ବଚ୍ଚନଙ୍କୁ ବି ଲଗ୍ଜରୀ କାର ଶୌକ ଅଛି । ସେଥି ମଧ୍ୟରେ ତାଙ୍କ ପାଖରେ ରୋଲ୍ସ ରୟସ ଫୈଂଟମ ଅଛି, ଯାହାର ଦାମ ୩ କୋଟି ଟଙ୍କା ଅଟେ ।

ବିରାଟ କୋହଲି

ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଏକ ଭଲ ଖେଳାଳି ସହିତ ଏକ ମଡେଲ ବି ଅଟନ୍ତି । ସେ ବି ଏକ ଲଗ୍ଜରୀ ଜୀବନ ଜାପାନ କରନ୍ତି । ତାଙ୍କ ପାଖରେ ଅଡୀ ଆର ୮ ଅଛି, ଏହାର ଦାମ ୨.୬୪ କୋଟି ଟଙ୍କା ଅଟେ ।

ସଚିନ ତେନ୍ଦୁଲକର

ଟିମ ଇଣ୍ଡିଆର ମାସ୍ଟର ବ୍ଲାସ୍ଟର ସଚିନ ତେନ୍ଦୁଲକର ଯାହାଙ୍କୁ କ୍ରିକେଟର ଭଗବାନ ବି କୁହାଯାଏ । ତାଙ୍କ ପାଖରେ କୋଟି କୋଟି ଟଙ୍କାର ପ୍ରପର୍ଟୀ ଓ ବହୁତ ଲଗ୍ଜରୀ କାର ବି ଅଛି । ତାଙ୍କ ପାଖରେ BMW I8 କାର ଅଛି, ଯାହାର ଦାମ ୨.୧୪ କୋଟି ଟଙ୍କା ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।