ଭାଗ୍ୟଶାଳୀ ଝିଅମାନଙ୍କ ପାଖରେ ଥାଏ ଏହି ସବୁ ଚିହ୍ନ

ସମୁଦ୍ର ଶାସ୍ତ୍ର ଅନୁସାରେ କିଛି ଝିଅ ଏମିତି ହୋଇଥାନ୍ତି ଯାହାର ସୌଭାଗ୍ୟ କାରଣରୁ ତାଙ୍କର ବାପଘରେ ଓ ଶାଶୁଘରେ ଧନର ବର୍ଷା ହୋଇଥାଏ । ଏମିତି ଝିଅମାନେ ଯେଉଁଠି ବି ରୁହନ୍ତି ସେଠାରେ ସୁଖ ସମୃଦ୍ଧି ଓ ବୈଭବ ରହିଥାଏ । ଏମିତି ସୁଲକ୍ଷଣୀ କନ୍ୟାଙ୍କୁ ତାଙ୍କର ଶରୀରର ଗଠନ ଓ ଶରୀରର କିଛି ଚିହ୍ନ ଦ୍ଵାରା ଚିହ୍ନି ପାରିବା । ଆସନ୍ତୁ ଜାଣିବା ସେହି ଲକ୍ଷଣ ଓ ଚିହ୍ନ ବିଷୟରେ ଯାହାକୁ ଦେଖି ଆମେ ଜାଣି ପାରିବା କି ସେହି ଝିଅ ସୁଲକ୍ଷଣୀ କି ନୁହେଁ ।

୧. ସୁଲକ୍ଷଣୀ କନ୍ୟାଙ୍କର କାନ ଲାଲ ହୋଇଥାଏ, ତଳ ଆଡକୁ ଗୋଜିଆ ଓ ଉପର ଚଉଡା ହୋଇଥାଏ ଓ ସେହି ଝିଅମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

୨. ଯେଉଁ କନ୍ୟାଙ୍କର ପାଦର ଆଙ୍ଗୁଠି ଗୋଲ, ଉପରକୁ ଉଠିକରି ଥାଏ, ମୋଟା ହୋଇଥାଏ ସେମାନେ ସମୃଦ୍ଧିଶାଳୀ ହୋଇଥାନ୍ତି ।

୩. ଭାଗ୍ୟଶାଳୀ କନ୍ୟାମାନଙ୍କର ହାତ ଲମ୍ବା ହୋଇଥାଏ ।

୪. ଯେଉଁ କନ୍ୟାମାନଙ୍କର ନାଭି ଗଭୀର ହୋଇଥାଏ ସେମାନେ ଲକି ହୋଇଥାନ୍ତି ।

୫. ଭାଗ୍ୟଶାଳୀ କନ୍ୟାମାନଙ୍କର ଆଖିର ଧଳା ଭାଗ ଜନ୍ମରୁ କ୍ଷୀର ଭଳି ଧଳା ହୋଇଥାଏ ଓ ହାଲ୍କା ଲାଳିମା ପଡିଥାଏ ।

୬. ଯେଉଁ କନ୍ୟାମାନଙ୍କର ପାଦର ତଳଭାଗ ଚିକ୍କଣ ହୋଇଥାଏ ସେମାନେ ପରିବାର ପାଇଁ ଶୁଭ ହୋଇଥାନ୍ତି । ଏହାର ବିପରୀତ ଫଟା ପାଦର କନ୍ୟାମାନେ ପରିବାର ପାଇଁ ଅଶୁଭ ହୋଇଥାନ୍ତି ।

୭. ଚିକ୍କଣ ଓ ଲାଲ ଜିଭ ଥିବା କନ୍ୟାମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି ।

୮. ନାଭିର ତଳ ଭାଗରେ ତିଳ ଚିହ୍ନ ଥିବା ଭାଗ୍ୟଶାଳୀ ହେବାର ସଙ୍କେତ ଦେଇଥାଏ ।

୯ ଛୋଟ ବେକ ଥିବା କନ୍ୟାମାନେ ଲକି ହୋଇଥାନ୍ତି ।

୧୦ ଲାଲ ଓଠ ଥିବା କନ୍ୟାମାନେ ଯେଉଁଠି ବି ରୁହନ୍ତି ସେଠାରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।