ମହିଳା ପୂଜା କରୁଥିବା ସମୟରେ ହଠାତ ଉଭା ହେଲେ ସ୍ଵୟଂ ନାଗରାଜ, ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଏହି Video ରେ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ସାପର ବହୁତ ମାନ୍ୟତା ରହିଥାଏ । ସାପକୁ ଭଗବାନ ଶିବଙ୍କ ପ୍ରତୀକ କୁହାଯାଏ କାରଣ ଭଗବାନ ଶିବ ସବୁବେଳେ ନିଜ ବେକରେ ସାପ ଧାରଣ କରିଥାନ୍ତି । ଭଗବାନ ଶିବ ସମସ୍ତ ସାପ ମଧ୍ୟରୁ ନାଗ ସାପକୁ ହିଁ ନିଜ ବେକରେ ଧାରଣ କରିଥାନ୍ତି ।

ନାଗ ସାପ ଶିବଙ୍କର ଅତିପ୍ରିୟ ହୋଇଥାଏ । ତେଣୁ ଲୋକମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ନାଗ ସାପର ପୂଜା କରିଥାନ୍ତି । ଆମ ହିନ୍ଦୁ ଧର୍ମରେ ଲୋକମାନେ ସାପକୁ ପୂଜା କରିବା ସହ କ୍ଷୀର ଚଢାଇ ଥାନ୍ତି । ବନ୍ଧୁଗଣ ବେଳେବେଳେ ନାଗ ସହ ସହ ଜଡିତ ଏପରି କିଛି ଘଟଣା ସାମ୍ନାକୁ ଆସେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ ।

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏକ ନାଗ ସାପକୁ ଠାକୁର ଘର ମଧ୍ୟରୁ ଉଧାର କରାଯାଇଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଏହି ଘଟଣାଟି ଓଡିଶାରେ ଘଟିଛି । ମିଡିଆ ରିପୋର୍ଟ ଅନୁସାରେ ଏକ ନାଗ ସାପ ଏକ ଘର ମଧ୍ୟରେ ପଶି ଯାଇଥିଲା ଓ ଠାକୁର ଘରକୁ ଯାଇ ଠାକୁରଙ୍କ ଫଟୋ ଥିବା ସ୍ଥାନରେ ଲୁଚି ଯାଇଥିଲା । ଏହା ଦେଖିବା ପରେ ସେହି ଘରର ପରିବାର ଲୋକେ ସାପ ଧରାଳିକୁ ଡାକି ଥିଲେ ।

ସାପ ଧରାଳି ଜଣକ ମଧ୍ୟ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ବନ୍ଧୁଗଣ ଏହି ପରିକା ବିଚିତ୍ର ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ । ସାଧାରଣତଃ ସାପ ଘରର ଯେକୌଣସି ସ୍ଥାନରେ ଲୁଚି ପାରି ଥାନ୍ତା ହେଲେ ସାପଟି ଠାକୁର ଘରକୁ ଯାଇ ଠାକୁରଙ୍କ ଫଟୋ ପଛରେ ଲୁଚି ଥିଲା ।

ବନ୍ଧୁଗଣ ଏହା ସେହି ଘର ପାଇଁ ବହୁତ ବଡ ଶୁଭ ସଙ୍କେତ । ସାପ ଧରାଳି ଜଣକ ଯାଇ ସେହି ଠାକୁର ଘରୁ ସାପଟିକୁ ଉଧାର କରିଥିଲେ । ଅବଶ୍ୟ ସାପଟି କାହାକୁ ଚୋ-ଟ ଆଦି ମା-ରି-ବା ପାଇଁ ଚେଷ୍ଟା କରି ନାହିଁ । ଠାକୁରଙ୍କ ଘରେ ସାପଟି ନିଜ ଫଣା ଟେକି ବସି ଥିଲା ।

ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଘଟଣାଟି ବହୁତ ଚର୍ଚାରେ ରହିଛି ଓ ଲୋକ ମାନେ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ,  ଭଲ ଲାଗିଥିଲେ ଏହାକୁ ଲାଇକ ଓ ସେୟାର କରିବେ । ଧନ୍ୟବାଦ ।