ମହେଶ ଭଟ୍ଟଙ୍କ ଘରେ ପହଞ୍ଚିଲା CBI, DCP ଅଭିଷେକ ତ୍ରୀମୁଖେ, ମହେଶ ଆଊ ରିୟା ଙ୍କ ଚାଟ ଭାଇରାଲ

ମହେଶ ଭଟ୍ଟ ଲଗାତାର ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପରେ ତାଙ୍କ ହତ୍ୟା ମାମଲାରେ ସନ୍ଦେହ ଘେରା ରେ ଥିଲେ । ଏବେ ସେ ସୁଶାନ୍ତ ଙ୍କ ହତ୍ୟା ରେ ସାମିଲ୍ ଥିଲେ ବୋଲି ସନ୍ଦେହ ନାହିଁ ବରଂ ସ୍ଥିର ହୋଇଯାଇଛି । କାରଣ ମହେଶ ଭଟ୍ଟ ଏବଂ ରିୟା ଚକ୍ରବର୍ତ୍ତୀ ଙ୍କ ଏକ ୱାଟସଆପ ଚାଟ୍ ଭାଇରଲ୍ ହେବାରେ ଲାଗିଛି । ଚାଲନ୍ତୁ ଜାଣିବା ।

ମହେଶ ଭଟ୍ଟ ଓ ରିୟା ଚକ୍ରବର୍ତ୍ତୀ ଙ୍କ ଓ୍ବାଟତ୍ସପ୍ ଚାଟ୍ ସୁଶାନ୍ତ ଙ୍କ ମୃତ୍ୟୁ ର ଅଢେଇ ମାସ ପରେ ଭାଇରଲ୍ ହୋଇଛି । ଏହି ଚାଟ୍ ରେ ସୁନିଶ୍ଚିତ ହୋଇ ଯାଇଛି କି ମହେଶ ଭଟ୍ଟ ରିୟା ଙ୍କୁ ପ୍ରତିଦିନ ସୁଶାନ୍ତ ସିଂ ରାଜପୁତ ଙ୍କ ସହିତ ବ୍ରେକଅପ୍ କରିବାକୁ ଉଷ୍କାଇ ଥିଲେ । ମହେଶ ଭଟ୍ଟ କହିଛନ୍ତି କି “ଭଲ ହେଲା ତୁମେ ସୁଶାନ୍ତ ସିଂ ରାଜପୁତ ଙ୍କ ଠାରୁ ଅଲଗା ହୋଇଗଲ ।

ମୁଁ ଏହା ହିଁ ଚାହୁଁଥିଲି । ଏହି ବିଷୟରେ ମୁଁ ତୁମ ବାପା ଙ୍କ ସହିତ ମଧ୍ୟ କଥା ହୋଇଥିଲି ଏବଂ ତାଙ୍କୁ ବୁଝାଇଥିଲେ ବର୍ତ୍ତମାନ ସେ ବହୁତ୍ ଖୁସି ଅଛନ୍ତି । ତୁମେ ସୁଶାନ୍ତ ସିଂ ରାଜପୁତ ଙ୍କ ଠାରୁ ଅଲଗା ହୋଇଯିବା ବହୁତ୍ ଖୁସି ଖବର । ଏବେ ତୁମ କ୍ୟାରିୟର ବହୁତ୍ ଆଗକୁ ଯିବ । “ଏହି ଚାଟ୍ ଭାଇରଲ ହେବା ପରେ ମହେଶ ଭଟ୍ଟ ଙ୍କ ଅସଲି ଚେହରା ସାମ୍ନାକୁ ଆସିସାରିଚି ।

ମହେଶ ଭଟ୍ଟ ପ୍ରଥମରୁ ହିଁ ନିଜର ଅସଲି ଚେହେରା ଦେଖାଇ ସରିଚନ୍ତି କିନ୍ତୁ ଏହି ଚାଟ୍ ଦ୍ଵାରା ସେ ନିଜର ଅସଲି ଚେହେରା କୁ ସାମ୍ନାକୁ ଆଣିଛନ୍ତି । ମହେଶ ଭଟ୍ଟ ଙ୍କ ଘରେ ପହଞ୍ଚିଲା CBI ଏବଂ କଲା ତଦନ୍ତ । ସୁଶାନ୍ତ ସିଂ ରାଜପୁତ ଙ୍କ କୁକ୍ ନୀରଜ୍ କହିଛନ୍ତି କି ଯେତେବେଳେ ସେ ସୁଶାନ୍ତ ଙ୍କ ରୁମ ର ଯେତେବେଳେ ଲକ ଭଙ୍ଗିଥିଲେ ସେତେବେଳେ ସୁଶାନ୍ତ ପଙ୍ଖା ରେ ଝୁଲୁ ଥିଲେ ତାପରେ ସୁରେନ୍ଦ୍ର ସୁଶାନ୍ତ ଙ୍କୁ ତଳକୁ ଆଣିଥିଲେ ଏବଂ ଯେଉଁ ଦୋୖଡି ଥିଲା ତାକୁ ସେ ପକାଇ ଦେଇଥିଲେ ।

କିନ୍ତୁ ଫଟୋ, ଭିଡିଓ ରେ ଦୋୖଡି ପଙ୍ଖା ରେ ଲଟକି ଥିବାର ଦେଖା ଯାଇଥିଲା । ଏହା ନୀରଜ ଙ୍କ ମିଛ ଥିଲା ବୋଲି ଜଣା ପଡି ସାରିଛି । CBI ମୁମ୍ବାଇ ପହଞ୍ଚିବା ପରେ ସ୍ଥିର କରିସାରିଥିଲା କି ନିଜର ତଦନ୍ତ କେମିତି କରିବ ତାହାର ଏକ ଲିଷ୍ଟ କରି ଦେଇଥିଲା । ସେହି ଲିଷ୍ଟ ରେ ରିୟା ପରେ ମୁମ୍ବାଇ DCP ଅଭିଷେକ ଙ୍କ ନା ରହିଛି ।

ମୁମ୍ବାଇ ପୋଲିସ୍ ର DCP ରିୟା ଙ୍କ ସହିତ ଲଗାତାର କଥା ବାର୍ତ୍ତା ହେଉଥିବାର ଜଣା ପଡିଛି । CBI କହିଛିି କି ସେ ବହୁତ୍ ଶୀଘ୍ର ମୁମ୍ବାଇ ପୋଲିସ୍ ର DCP ଙ୍କୁ ପଚରା ଉଚୁରା କରିବେ । ରିୟା ଏବଂ ମୁମ୍ବାଇ ପୋଲିସ୍ DCP ଙ୍କ ଚାଟ୍ ମଧ୍ୟ ବାହାର କରିବେ । CBI ଯାଞ୍ଚ୍ ପରେ ସତ ସାମ୍ନାକୁ ନିଶ୍ଚିନ୍ତ ଭାବରେ ଆସିଯିବ । CBI ନିଜର ତଦନ୍ତ ରେ ସଫଳ ହେବ ଏବଂ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ନିଶ୍ଚିତ ଭାବରେ ମିଳିବ ଏବଂ ପ୍ରକୃତ ଦୋଷୀ କୁ କଠୋର ଦଣ୍ଡ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।