ଏମିତି କଣ ଜିନିଷ ଅଛି ଯାହା ଆମକୁ ଅନ୍ୟ ମାନଙ୍କର ଦେଖାଯାଏ କିନ୍ତୁ ନିଜର ଦେଖାଯାଏ ନାହିଁ ? ଏହା ସହିତ ଆହୁରି 25ଟି Question ଓ Answer

ଏହି ଦେଶରେ ବହୁତ ଲୋକମାନେ ଇଣ୍ଟରଭ୍ୟୁ ଦେବାକୁ ଯାଇଥାନ୍ତି, କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ତାଙ୍କୁ ଇଣ୍ଟରଭ୍ୟୁର ଅର୍ଥ ଓଡିଆରେ ହିଁ ଜଣା ନ ଥାଏ । କିନ୍ତୁ ଅସଲରେ ଇଣ୍ଟରଭ୍ୟୁର ଅର୍ଥ ଓଡିଆରେ ବୁଦ୍ଧିର ପରୀକ୍ଷା କରାଯିବା ହୋଇଥାଏ । ଏଥିରେ କିଛି ଏମିତି ପ୍ରଶ୍ନ ପଚରାଯାଇ ଆପଣଙ୍କର ବୁଦ୍ଧିର ପରୀକ୍ଷା କରା ଯାଏ । କହିଦେଉଛୁ କି ଇଣ୍ଟରଭ୍ୟୁ ଦେବା ସମୟରେ ସବୁବେଳେ ନିଜର ମସ୍ତିଷ୍କକୁ ଶାନ୍ତ ରଖନ୍ତୁ ।

କହିବାକୁ ଗଲେ ଆଜିକାଲି ଆଇଏଏସର ଇଣ୍ଟରଭ୍ୟୁରେ ଯେଉଁ ପ୍ରଶ୍ନ ପଚରାଯାଉଛି, ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି, କିନ୍ତୁ ଏହା ସବୁ ମସ୍ତିସ୍କର ଖେଳ ଅଟେ । ଏହିଭଳି ହିଁ କିଛି ପ୍ରଶ୍ନ ଆଜି ଆମେ ଆପଣଙ୍କୁ ପଚାରିବାକୁ ଯାଉଛୁ, ଯେଉଁଥିରେ ମସ୍ତିସ୍କ ଓ ବୁଦ୍ଧି ଦୁଇଟି ଯାକ ଅଧିକ ଦରକାର ହୋଇଥାଏ । ତେବେ ଚାଲନ୍ତୁ ଆପଣଙ୍କ ସହିତ ପ୍ରଶ୍ନ ଉତ୍ତର ଖେଳ ଖେଳିବା ।

୧ – ଏମିତି କେଉଁ ଜିନିଷ ଅଛି ଯାହାକି ଆମକୁ ଅନ୍ୟ ମାନଙ୍କର ଦେଖାଯାଏ କିନ୍ତୁ ନିଜର ଦେଖାଯାଏ ନାହିଁ ?

ଉତ୍ତର – ଭୁଲ କିମ୍ବା ଅପରାଧ

୨ – ଏମିତି କେଉଁ ଜିନିଷ ଅଛି ଯାହାକୁ କାଟିବା ପରେ ଆପଣମାନେ ଗୀତ ଗାଇବାକୁ ଲାଗନ୍ତି ?

ଉତ୍ତର – ଜନ୍ମ ଦିନର କେକ

୩ – ଏମିତି କେଉଁ ଜିନିଷ ଅଛି ଯାହାର କି ୪ଟି ଗୋଡ଼ ଥିବା ସତ୍ବେ ବି ସେ ଚାଲିପାରେ ନାହିଁ ?

ଉତ୍ତର – ଟେବୁଲ

୪ – ଏମିତି କେଉଁ ଜିନିଷ ଅଛି ଯାହାକି ଆଲୋକରେ ଆପଣଙ୍କ ସାଙ୍ଗରେ ରୁହେ କିନ୍ତୁ ଅନ୍ଧାରରେ ନୁହେଁ ?

ଉତ୍ତର – ଆପଣଙ୍କ ଛାଇ

୫ – ଏମିତି କଣ ଅଛି ଯାହାକି ଉପରୁ ତଳକୁ ହୁଏ କିନ୍ତୁ ନିଜ ସ୍ଥାନରୁ ହେଟ ନାହିଁ ?

ଉତ୍ତର – ତାପମାତ୍ରା

୬ – ସେ କିଏ  ଜିଏକି ଦିଲରେ ଅଛି ମନରେ ଅଛି କିନ୍ତୁ ଧଡ଼କନରେ ନାହିଁ ?

ଉତ୍ତର – ଆମୀର ଖାନ

୭ – ତାହା କଣ ଅଟେ ଯାହାକି ନାକ ଉପରେ ଚଢିଥାଏ ଓ କାନ ଧରି ପଢିଥାଏ ?

ଉତ୍ତର – ଚଷମା

୮ – ବ୍ଲୂ ୱ୍ହେଳର ହୃଦୟ ୧ ମିନିଟରେ କେତେ ଥର ସ୍ପନ୍ଦନ କରିଥାଏ ?

ଉତ୍ତର – ୯ ଥର

୯ – ଦୁନିଆର ସବୁଠୁ ଦାମିକିଆ ଖେଳଣା କଣ ଅଟେ ?

ଉତ୍ତର – ଗୋଟିଏ କଣ୍ଢେଇ

୧୦ – ଡ୍ରୋନକୁ ଓଡିଆରେ କଣ କୁହନ୍ତି ?

ଉତ୍ତର- ମାନବ ରହିତ ବିମାନ

୧୧ – ଭାରତରେ ସର୍ବପ୍ରଥମେ ୧ ଟଙ୍କିଆ ନୋଟ କେବେ ଆସିଥିଲା ?

ଉତ୍ତର – ୩୦ ନଭେମ୍ବର ୧୯୧୭

୧୨ – ଭାରତର ସବୁଠୁ ବଡ ହସ୍ପିଟାଲର ନାମ କଣ ?

ଉତ୍ତର – AIIMS

୧୩ – ଦୁନିଆର ସବୁଠୁ ଯୁବ କ୍ରିକେଟର କିଏ ଅଟନ୍ତି ?

ଉତ୍ତର – ସେମକରଣ

୧୪ – ସିଙ୍ଗଡାର ଆବିଷ୍କାର କେବେ ହୋଇଥିଲା ?

ଉତ୍ତର – ୧୧ ଶତାବ୍ଦୀରେ

୧୫ – ଏଣ୍ଡୁଅ ନିଜର ରଙ୍ଗ କିପରି ବଦଳାଏ ?

ଉତ୍ତର – ଆଲୋକ କିରଣର ନେନୋକ୍ରିଷ୍ଟଲ ସାହାଯ୍ୟରେ

୧୬ – ପିମ୍ପୁଡିମାନେ କଣ ଖାଇ ବଞ୍ଚନ୍ତି ?

ଉତ୍ତର – ମିଠା ଜିନିଷ

୧୭ – କେଉଁ ଜୀବର ମୁଣ୍ଡ କାଟି ଦେଲା ପରେ ବି ସେ କିଛି ଦିନ ପର୍ଯ୍ୟନ୍ତ ଜୀବିତ ଥାଏ ?

ଉତ୍ତର – ଅସରପା

୧୮ – ଭାରତର ପ୍ରଥମ ସହରର ନାମ କଣ ?

ଉତ୍ତର – ବାରଣାସୀ

୧୯ – ମନୁଷ୍ୟର ମସ୍ତିଷ୍କ କେତେ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ହେଉଥାଏ ?

ଉତ୍ତର – ୪୦ ବର୍ଷ ବୟସ ପର୍ଯ୍ୟନ୍ତ

୨୦ – ଦୁନିଆରେ କେଉଁ ଜାଗାରେ ସୂର୍ଯ୍ୟ ସବୁଜ ରଙ୍ଗରେ ଦେଖାଯାଏ ?

ଉତ୍ତର – ଆଣ୍ଟାର୍କଟିକା

୨୧ – କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଷଣ୍ଢମାନଙ୍କର ଯୁଦ୍ଧ ଖେଳ ଅଟେ ?

ଉତ୍ତର – ସ୍ପେନ ଦେଶରେ

୨୨ – ଏସିଆର ପ୍ରବେଶ ଦ୍ୱାର କେଉଁ ଦେଶକୁ କୁହାଯାଏ ?

ଉତ୍ତର – ତୁର୍କୀକୁ

୨୩ – ଏମିତି କେଉଁ ଜୀବ ଅଛି ଯିଏକି ଛୁଆ ଜନ୍ମ କରିବା ପରେ ମରିଯାଏ ?

ଉତ୍ତର – ବିଛା

୨୪ – ଏମିତି କଣ ଅଛି ଯିଏକି ସକାଳେ ୪ଟି ଗୋଡ଼ରେ ରୁହେ, ଦ୍ଵିପହରେ ୨ଟି ଗୋଡ଼ରେ ରୁହେ ଓ ସନ୍ଧ୍ୟାବେଳେ ୩ଟି ଗୋଡ଼ରେ ରୁହେ ?

ଉତ୍ତର – ପିଲାଦିନ, ଯୁବ ଅବସ୍ଥା, ବୃଦ୍ଧ ଅବସ୍ଥା

୨୫ – ଭାରତର ରାଷ୍ଟ୍ରୀୟ ଫୁଲର ନାମ କଣ ?

ଉତ୍ତର – ପଦ୍ମ

ଆଶକରୁଛୁ ଆମର ଏହି ମେଜେଦାର ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।