ଏହି ଆଠଟି ଅଭ୍ୟସ ମହାଲକ୍ଷ୍ମୀ ଙ୍କୁ କରିଥାଏ ନିରାଶ, ଆଜି ହିଁ ଏସବୁ ତ୍ୟାଗ କରି ଦିଅନ୍ତୁ

ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । କେତେଥର ଲୋକମାନେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପ୍ରୟାସ ରେ ତାଙ୍କୁ ଦୁଖିତ କରି ଦିଅନ୍ତି । ଆଜି ଆମେ ଆପଣଙ୍କୁ ଏହି ୮ଟି କଥା ଅକହିବାକୁ ଯାଉଛୁ, ଯାହାକୁ ମା ଲକ୍ଷ୍ମୀ କେବେବି ପସନ୍ଦ କରନ୍ତି ନାହିଁ ।

·    ଆପଣ ଦେଖିଥିବେ ପୂଜା ସାମୀରେ ପ୍ରାୟତଃ ଲୋକମାନେ ଭଗବାନ ମୂର୍ତି ଏବଂ ପୂଜାର ସାମଗ୍ରୀ ତଳେ ରଖି ଦିଅନ୍ତି । ମାଟି ମା ବହୁତ ପବିତ୍ର କୁହାଯାଏ କିନ୍ତୁ ମାଟିରେ କିଛି ପୂଜା ସମ୍ଭଧିତ କିଛି ଜିନିଷ ରଖନ୍ତୁ ନାହିଁ । ମୂର୍ତିକୁ ରଖିବା ପୂର୍ବରୁ ମାଟିରେ ଗୋଟେ କପଡା ରଖି ରଖନ୍ତୁ ।

·    ବୁଡୁ ଥିବା ସୂର୍ଯ୍ୟ ଏବଂ ଚନ୍ଦ୍ରମାକୁ ଦେଖିବା ଅଶୁଭ ଅଟେ । ଏହା ଦ୍ଵାରା ମଣିଷ ଶରୀରର ମଧ୍ୟ ଖରାପ ହୋଇଥାଏ ।

·    ରବିବାର ଦିନ ଭୁଲରେ ବି କଂସା ବାସନରେ ଭୋଜନ କରନ୍ତୁ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କ ପରିବାରର ଉନ୍ନତି ଏବଂ ସମ୍ମାନ ରେ ବାଧା ପହଞ୍ଚି ଥାଏ ।

·    ଯେତେବେଳେ ଆପଣ ବାହାରୁ ଘରୁକୁ ଆସୁଛନ୍ତି ତେବେ ଆପଣ ନିଜର ଗୋଡକୁ ଭଲ ଭାବରେ ଧୋଇଦିଆନ୍ତୁ । ଏହା କରିବା ଦ୍ଵାରା ବାହାର ସବୁ ଦୁଷ୍ଟ ଶକ୍ତି ନଷ୍ଟ ହୋଇଯିବ ଏବଂ ଆପଣଙ୍କ ଘରେ ପ୍ରବେଶ କରିବ ନାହିଁ ।

·    ଶାରୀରିକ ସମ୍ବନ୍ଧ ବନେଇବା ସମସ୍ତଙ୍କ ପାଇଁ ଜରୁରୀ ହୋଇଥାଏ । କିନ୍ତୁ ସୂର୍ଯ୍ୟ ଅସ୍ତ ଏବଂ ଦିନ ସମୟରେ ଶାରୀରିକ ସମ୍ବନ୍ଧ କରିବା ଅଶୁଭ ହୋଇଥାଏ । ଏହା କରିବା ଦ୍ଵାରା ଦେବୀ ମା ରାଗି ଯାଆନ୍ତି ଏବଂ ପରିବାରରେ ଟଙ୍କାର ଅସୁବିଧା ଦେଖା ଯାଏ ।

·    ବହୁତ ପୁଅମାନଙ୍କର ଝିଅଙ୍କୁ ଦେଖିବାର ଗୁଣ ଥାଏ । ଶାସ୍ତ୍ର ଅନୁସାରେ କୌଣସି ପୁରୁଷକୁ ଅନ୍ୟ ସ୍ତ୍ରୀ ଉପରେ ନଜର ପକାଇବା ଉଚିତ ନୁହେଁ ଏହା କରୁଥିବା ପୁରୁଷକୁ ଦାନବ କୁହାଯାଏ । ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ହୋଇ ନଥାଏ ।

·    ଝିଅଙ୍କୁ ଘରର ଲକ୍ଷ୍ମୀ କୁହାଯାଏ । ଯେଉଁ ଘରେ ଝିଅ କିମ୍ବା ମହିଳା ଅଶାନ୍ତି ସୃଷ୍ଟି କରନ୍ତି କିମ୍ବା ଝଗଡା ଏବଂ ଲଢନ୍ତି ସେଠି ଦରିଦ୍ରତା ବାସ କରେ ।

·    ବୃଦ୍ଧ ଲୋକ ମାନଙ୍କୁ ଭଗବାନଙ୍କ ପରି ଆଦର ସମ୍ମାନ ଦେବା ଉଚିତ । କିନ୍ତୁ ଯେଉଁ ଘରେ ବୟସ୍କ, ମହିଳା ଏବଂ କୂଣିଆଙ୍କୁ ନିନ୍ଦା କରାଯାଏ ସେହି ଘରେ ମା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ।