ମହାନଦୀରେ ଦନ୍ତାହାତୀକୁ ବଞ୍ଚାଇବା କୁ ଯାଇ ଦେଖନ୍ତୁ କେମିତି ଓଲଟିଲା ଓଡ୍ରାଫ ଟିମ Boat, ଦେଖନ୍ତୁ ସେହି ଭୟଙ୍କର ଦୃଶ୍ୟ ର Video ଦେଖିଲେ ଆପଣଙ୍କ ଛାତି ଥରି ଉଠିବ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଲଗାଣ ବର୍ଷା କାରଣରୁ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏମିତିରେ ମୁଣ୍ଡଳି ବ୍ରିଜ ତଳେ ମହାନଦୀରେ ବନ୍ୟା ଜଳ ମଧ୍ୟ ପ୍ରବାହିତ ହେବା ସମୟରେ ଏକ ହାତୀ ନଦୀ ମଧ୍ୟକୁ ଚାଲି ଯାଇଛି । ଯାହାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି । କେମିତି ଓ କେଉଁ ଅବସ୍ଥାରେ ହାତୀ ଟି ନଦୀ ମଧ୍ୟକୁ ଗଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । କିନ୍ତୁ ODRF ଟିମର କିଛି ଅଧିକାରୀ ଏକ ବୋର୍ଟକୁ ନେଇ ମୁଣ୍ଡଳି ବ୍ରିଜ ତଳକୁ ଯାଇ ଥିଲେ ହାତୀକୁ ବଞ୍ଚାଇବା ପାଇଁ ।

କିନ୍ତୁ ଦୁ-ର୍ଭା-ଗ୍ୟ ବଶତଃ ମୁଣ୍ଡଳି ବ୍ରିଜ ପାଖକୁ ଯିବା ମାତ୍ରେ ହିଁ ବୋର୍ଟ ଟି ପାଣିର ସୁଅରେ ଭା-ସି-ଗ-ଲା । ଏହା ସହିତ ସେହି ସମୟରେ ବୋର୍ଟର ମେସିନ ମଧ୍ୟ ଖରାପ ହୋଇଗଲା । ODRF ଟିମର ଅଧିକାରୀମାନେ ବୋର୍ଟକୁ ସ୍ଥିର କରି ପୁଣି ଥରେ ବୋର୍ଟକୁ ଷ୍ଟାର୍ଟ କରିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ପାଣିର ଅତ୍ୟଧିକ ସୁଅ କାରଣରୁ ବୋର୍ଟଟି ଶେଷରେ ଓଲଟି ଗଲା । କହିଦେଉଛୁ କି ସବୁଠୁ ବଡ ଦୁଃଖର କଥା ହେଉଛି କି ଏହି ବୋର୍ଟରେ ୬ ଜଣ ବ୍ୟକ୍ତି ଯାଇ ଥିଲେ । ଯେଉଁମାନଙ୍କ ମଧ୍ୟରୁ ଦୁଇ ଜଣ କ୍ୟାମେରାମ୍ୟାନ ଥିଲେ ।

ବୋର୍ଟଟି ଓ-ଲ-ଟି-ବା କାରଣରୁ ସମସ୍ତେ ପାଣିରେ ବୁ-ଡି ଯାଇ ଥିଲେ । ଏହି ଦୃଶ୍ୟ ବହୁତ ହିଁ ଭୟଙ୍କର ଅଟେ । ବୋର୍ଟରେ ଥିବା ସମସ୍ତେ ବ୍ୟକ୍ତି ଜୀବନ ଓ ମୃ-ତ୍ୟୁ ମଧ୍ୟରେ ସଂ-ଘ-ର୍ଷ କରୁଥିବାର ନଜର ଆସୁଛନ୍ତି । କିଛି ସ୍ଥାନୀୟ ଲୋକମାନେ ଏହି ସମସ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଜାଲ, ଦୌଡି, ସିଢି ଇତ୍ୟାଦି ପକାଇ ଥିଲେ । କିନ୍ତୁ କେତେ ଜଣ ପାଣିର ଅତ୍ୟଧିକ ସୁଅ କାରଣରୁ ଭା-ସି ଯାଇ ଥିଲେ ।

ସବୁଠୁ ଭଲ କଥା ହେଉଛି କି ସମସ୍ତେ ଲାଇଫ ଜ୍ୟାକେଟ ପିନ୍ଧିଛନ୍ତି । ଯେଉଁ କାରଣରୁ ସେମାନେ ପାଣିରେ ବୁଡିବେ ନାହିଁ ଓ ସେମାନଙ୍କୁ ବଞ୍ଚାଇ ମଧ୍ୟ ହେବ । କୁହାଯାଉଛି କି ଏହି ଘଟଣା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ଓ ODRF ଟିମର ଅନ୍ୟ ଅଧିକାରୀମାନେ ସେମାନଙ୍କୁ ବଞ୍ଚାଇବା ପାଇଁ ଲାଗିଗଲେ । ହାତୀକୁ ବଞ୍ଚାଇବାକୁ ଯାଇ ନିଜେ ପାଣିରେ ଭାସି ଗଲେ । ବୋର୍ଟ ଟି ବର୍ତ୍ତମାନ ପର୍ଯ୍ୟନ୍ତ ସେହି ପାଣିର ସୁଅରେ ଭାସୁଛି ।