Interesting GK Questions: ମ୍ୟାଗି ପ୍ଯାକେଟରେ କାହାର ମାଂସ ମିଶା ଯାଇଥାଏ ? ଏହାସହ ଜାଣନ୍ତୁ ଆହୁରି 20+ GK ପ୍ରଶ୍ନୋତ୍ତର

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- କେଉଁ ଦେଶ ଚାହା ଉତ୍ପାଦନରେ ପ୍ରଥମ ?

ଉ: ଚୀନ ।

2- ମନୁଷ୍ୟର ରକ୍ତ କେତେ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବା ?

ଉ: 42 ଦିନ ପର୍ଯ୍ୟନ୍ତ ।

3- ମୁମ୍ବାଇର ସହରର ପ୍ରାଚୀନ ନାମ କଣ ?

ଉ: ବମ୍ବେ ।

4- କେଉଁ ଫୁଲ ସକାକୁ ସଞ୍ଜ ଯାଏଁ ସୂର୍ଯ୍ୟଙ୍କୁ ଅନେଇ ରହିଥାଏ ?

ଉ: ସୂର୍ଯ୍ୟମୁଖ୍ୟ ଫୁଲ ।

5- ସିଙ୍ଗାପୁରର ରାଜଧାନୀର ନାମ କଣ ?

ଉ: ସିଙ୍ଗାପୁର ।

6- କେଉଁ ଜୀବ ର ରକ୍ତ ର ରଙ୍ଗ ସବୁଜ ଅଟେ ?

ଉ: ନିଉ ଗୁନିଆ ।

7- ରାଷ୍ଟ୍ରପତି ଭବନରେ ମୋଟ କେତୋଟି ରୁମ୍ ରହିଛି ?

ଉ: 340 ଟି ରୁମ୍ ଅଛି ।

8- ବିଶ୍ଵର ସବୁଠୁ ବଡ ପକ୍ଷୀ କିଏ ?

ଉ: ଓଟ ପକ୍ଷୀ ସବୁଠୁ ବଡ ପକ୍ଷୀ ।

9- କେଉଁ ସହରକୁ Orange City ବା କମଳା ସହର କୁହାଯାଏ ?

ଉ: ନାଗପୁର କୁ ।

10- ଭାରତ ଏବଂ ପାକିସ୍ତାନ ମଧ୍ୟରେ କେଉଁ ବର୍ଷ କାରଗିଲ ଯୁଦ୍ଧ ହୋଇଥିଲା ?

ଉ: 1999 ମସିହାରେ ।

11- ମହାଭାରତ କିଏ ରଚନା କରିଥିଲେ ?

ଉ: ବେଦବ୍ୟାସ ।

12- ଭାରତର ସବୁଠୁ ଗଭୀର ନଦୀ କେଉଁଟି ?

ଉ: ବ୍ରହ୍ମପୁତ୍ର ସବୁଠୁ ଅଧିକ ଗଭୀର ।

13- କେଉଁ ଗ୍ରହକୁ ଆମେ ଖାଲି ଆଖିରେ ପୃଥିବୀରୁ ଦେଖି ପାରିବା ?

ଉ: ଶୁକ୍ର ଗ୍ରହଙ୍କୁ ।

14- ଭାରତର ସବୁଠାରୁ କମ୍ ଜନସଂଖ୍ୟା ଥିବା ରାଜ୍ୟ କେଉଁଟି ?

ଉ: ସିକିମ୍ ରେ ଜନସଂଖ୍ୟା ସବୁଠୁ କମ୍ ।

15- ଭାରତର ସବୁଠାରୁ ଖୁସି ରାଜ୍ୟ କେଉଁଟି ?

ଉ: ମିଜୋରାମ ସବୁଠୁ ଖୁସି ରାଜ୍ୟ ।

16- ସୂର୍ଯ୍ୟ ସର୍ବ ପ୍ରଥମେ କେଉଁ ଦେଶରେ ଉଦୟ ହୁଅନ୍ତି ?

ଉ: ନ୍ୟୁଜିଲ୍ୟାଣ୍ଡ ରେ ।

17- ବିଶ୍ବରେ ତମାଖୁ ଉତ୍ପାଦନରେ କେଉଁ ଦେଶ ପ୍ରଥମ ?

ଉ: ଚୀନ ତମାଖୁ ଉତ୍ପାଦନରେ ପ୍ରଥମ ।

18- କେଉଁ ସହରକୁ ରାଜସ୍ଥାନ ରାଜ୍ୟର ହୃଦୟ ବୋଲି କୁହାଯାଏ ?

ଉ: ଆଜମର ସହର ରାଜସ୍ଥାନର ହୃଦୟ ।

19- ମଣିଷ ମୁହଁରେ ସମୁଦାଯ କେତୋଟି ହାଡ ରହିଛି ?

ଉ: 14 ଟି ହାଡ ରହିଛି ।

20- ମ୍ୟାଗି ପ୍ଯାକେଟରେ କାହାର ମାଂସ ମିଶା ଯାଇଥାଏ ?

ଉ: କାହାରି ମଧ୍ୟ ନୁହେଁ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।