“ମ୍ଯାଡମ୍ କହିଲେ ‘ତୋ ରଙ୍ଗ ଛଡେଇ ଦେବି’, ମୁଁ ବି କହିଲି ‘ତୁମ ରେପ କରିଦେବି’, ଦେଖନ୍ତୁ Video

ରାଜଧାନୀର ରାଜରାସ୍ତାର ଏପରି ଏକ ଦୃଶ୍ୟ ସାମନାକୁ ଆସିଛି ଯାହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଗତକାଲି ଦିନ ୧୧ଟା ସମୟରେ ଜଣେ ମହିଳା ଗୋଟିଏ ଅଟୋବାଲାକୁ ମା-ଡ ମା-ରୁ-ଥି-ବା-ର ଦୃଶ୍ୟ ଦେଖିବାକୁ ମିଳିଥିଲା । ରାସ୍ତାରେ ଜନଗହଳି ବଢିବାରୁ ସେଠାରେ ବାଧ୍ୟ ହୋଇ ପହଞ୍ଚିଥିଲେ ଟ୍ରାଫିକ ପୋ-ଲି-ସ । ମହିଳା ଓ ଅଟୋ ଡ୍ରାଇଭର ଦୁଇ ପକ୍ଷଙ୍କ କାହାଣୀ ଥିଲା ସଂପୂର୍ଣ୍ଣ ଭିନ୍ନ । ଉଭୟ ଅଟୋ ଡ୍ରାଇଭର ଓ ଏହି ଭଦ୍ର ମହିଳା କେହି କାହାକୁ କମ୍ ନୁହନ୍ତି ।

ମହିଳା ଜଣକ ଅଟୋବାଲାକୁ କହିଥିଲେ , ‘ତୋ ରଙ୍ଗ ଛଡେଇ ଦେବି ଆଉ ତୋତେ ଜୀବନରେ ମା-ରି-ଦେ-ବି ।’ ସେହିପରି ରା-ଗ ତ-ମ-ତ-ମ ହୋଇ ଅଟୋବାଲା ମଧ୍ୟ କହିଥିଲା କି, ‘ମ୍ୟାଡାମ ତୁମକୁ ମୁଁ ରେ-ପ୍ କରିଦେବି ।’ ତେବେ ଘ-ଟ-ଣା-ସ୍ଥ-ଳ-ରେ ଟ୍ରାଫିକ ପୋ-ଲି-ସ ପହଞ୍ଚି ଉଭୟଙ୍କୁ ଥା-ନା-କୁ ନେଇ ଯାଇଥିଲେ । ଆଉ ସେଠାରେ ଉଭୟ ନିଜ ଭୁଲ୍ ବିଷୟରେ ବୁଝି ବି ପାରିଥିଲେ । କିନ୍ତୁ ସେତେବେଳକୁ ଘ-ଟ-ଣା ଆଗକୁ ବଢି ସାରିଥିଲା ।

ଯୁବତୀଙ୍କ କହିବ ମୁତାବକ ଅଟୋଚାଳକ ତାଙ୍କୁ ଦୁ-ର୍ବ୍ୟ-ବ-ହା-ର କରି ଅ-ଶ୍ଳୀ-ଳ ଭା-ଷା-ରେ ଗା-ଳି-ଗୁ-ଲ-ଜ କରିଛନ୍ତି ଓ ତାଙ୍କୁ ରେ-ପ୍ କରିଦେବେ ବୋଲି ଧ-ମ-କ ମଧ୍ୟ ଦେଇଛନ୍ତି । ତେବେ ଅଟୋଚାଳକ ଏହି କଥା କହିଥିବା ସ୍ଵୀକାର କରିଛନ୍ତି ଓ ତାଙ୍କ କହିବା ମୁତାବକ ଯୁବତୀ ଜଣକ ତାଙ୍କ ଅଟୋ ବସିବା ପରେ ତାଙ୍କୁ ଖ-ରା-ପ ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ । ଆଉ ତାଙ୍କୁ ୧୦୦ ଟଙ୍କା ଦେଇ ୨୦୦ ଟଙ୍କା ଦେଇଛନ୍ତି ବୋଲି କହିଥିଲେ ।

ମହିଳା ଜଣକ ମିଛ କହିବା ସହ ଦୁ-ର୍ବ୍ୟ-ବ-ହା-ର କରି ତାଙ୍କ ରଙ୍ଗ ଛଡେଇ ଦେବେ ଓ ତାଙ୍କୁ ମା-ରି-ଦେ-ବେ ବୋଲି କହିଥିଲେ । ଆଉ ତାଙ୍କର ଏହି କଥାରେ ଉ-ତ୍ତ୍ୟ-କ୍ତ ହୋଇ ସେ ଯୁବତୀଙ୍କୁ ରେ-ପ୍ ଧ-ମ-କ ଦେଇ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ସେଠାରେ ପିସିଆର ଭ୍ୟାନ ପହଞ୍ଚି ଉଭୟଙ୍କୁ ଥା-ନା-କୁ ନେଇ ଯାଇଥିଲା ଓ ଉଭୟଙ୍କ ନାଁରେ ଏକ ଏ-ତ-ଲା ମଧ୍ୟ ଦିଆ ଯାଇଥିଲା । ପୋ-ଲି-ସ ଉଭୟଙ୍କୁ ପଚରା ଉଚରା କରିବା ସହ ଘ-ଟ-ଣା-ର ପ୍ରାଥମିକ ତ-ଦ-ନ୍ତ ମଧ୍ୟ ଆରମ୍ଭ କରିଛି ।

ସାମାନ୍ଯ କଥାରେ ଏତେ ଉ-ତ-କ୍ଷି-ପ୍ତ ହୋଇ ଯୁବତୀଙ୍କୁ ଏହିଭଳି ଧ-ମ-କ ଦେବାର ମାନେ କଣ ଓ ଯୁବତୀ ଜଣକ କଣ ପାଇଁ ଏପରି ବ୍ୟବହାର କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି । ତେବେ ଭି-ଡି-ଓ-ରୁ ଉଭୟଙ୍କ ଭୁଲ୍ ଅଛି ବୋଲି ଜଣା ପଡୁଛି । କିନ୍ତୁ ଏହାର ନିଷ୍କର୍ଷ ପୋ-ଲି-ସ ହିଁ ନେବ । ଆପଣଙ୍କୁ ଏହି ଭି-ଡି-ଓ-ରେ କାହାର ଭୁଲ୍ ଥିବା ଜଣାପଡୁଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।