‘Kangna ଏଇଆ କୁ ଦେଖେଇ ପଦ୍ମଶ୍ରୀ ପାଇଛି ଛି.. ଛି ..ଲଜ୍ୟା …ଦେଖନ୍ତୁ ମିଡିଆ ଆଗରେ Kangana Ranaut ଙ୍କ ବିବାଦୀୟ ବୟାନକୁ ନେଇ କଣ କହିଲେ Sura Routray, ଦେଖନ୍ତୁ Video

ପ୍ରାୟତଃ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ଏବଂ ବି-ବା-ଦ ଘେ-ର-ରେ ରହୁଥିବା ବଲିଉଡ କୁଇନ କଙ୍ଗନା ରାଣାୱତ ଏବେ ପୁଣି ଥରେ ବି-ବା-ଦ ଘେରରେ ଫ-ସି ଯାଇଛନ୍ତି । ଏକ ସଭାରେ ସେ ମତ ରଖିଥିଲେ କି, “ଆମ ଦେଶର ସ୍ଵାଧୀନତା ଏକ ଭି-କ୍ଷା ସ୍ୱରୂପ ଅଟେ । ୨୦୧୪ ରେ ହିଁ ଆମ ଦେଶକୁ ଅସଲ ସ୍ଵାଧୀନତା ମିଳିଛି ।” କଙ୍ଗନାଙ୍କ ଏହି ବି-ବା-ଦୀ-ୟ ଉକ୍ତି ପରେ ସାରା ଦେଶରେ ମାହୋଲ ଅତ୍ୟନ୍ତ ଉ-ତ୍ତ୍ୟ-କ୍ତ ରହିଛି ।

ଅନେକ ପ୍ରଭାବଶାଳୀ ବ୍ୟକ୍ତିତ୍ବ, ରାଜନେତା, ବଲିଉଡ କଳାକାରଙ୍କ ଠାରୁ ନେଇ ସାଧାରଣ ଜନତା ମଧ୍ୟ କଙ୍ଗନାଙ୍କ ଏହିଭଳି ଉକ୍ତିଙ୍କୁ ନାପସନ୍ଦ କରିବା ସହ ଘୋର ବି-ବା-ଦ କରୁଛନ୍ତି । କଙ୍ଗନାଙ୍କ ନାଁରେ ବିଭିନ୍ନ ସ୍ଥାନରେ ଏ-ତ-ଲା ରୁ-ଜୁ କରାଯିବା ସହ ତାଙ୍କୁ ମିଳିଥିବା ପଦ୍ମଶ୍ରୀ ସମ୍ମାନ ମଧ୍ୟ ଫେ-ରା-ଇ ନିଆଯାଉ ବୋଲି ଦାବି କରାଯାଉଛି । ତେବେ ଏହି ମା-ମ-ଲା-ରେ ନିଜ ମତ ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ତଥା ଆପଣଙ୍କ ପ୍ରିୟ ସୁର ଭାଇ ।

ସେ କଙ୍ଗନାଙ୍କ ଏକ ବି-କି-ନି ଫଟୋକୁ ଦେଖାଇ ଭ-ର୍ତ୍ସ-ନା କରିବା ସହ ଏୟାକୁ ଦେଖାଇ କଙ୍ଗନା ପଦ୍ମଶ୍ରୀ ହାସଲ କରିଛନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଆମ ଦେଶର ସ୍ଵାଧୀନତା ପାଇଁ ମହାତ୍ମା ଗାନ୍ଧୀ, ବଲ୍ଲଭ ଭାଇ ପଟେଲ, ମୌଲାନା ଆଜାଦ ଓ ଓଡିଶାର ଗୋପବନ୍ଧୁ, ଲକ୍ଷ୍ମଣ ନାୟକଙ୍କ ପରି ନେତା ମାନେ ଅନେକ ଆ-ନ୍ଦୋ-ଳ-ନ କରି ତା-ଡ-ନା ଓ ଅ-ତ୍ୟା-ଚା-ର ମଧ୍ୟ ସ-ହି-ଛ-ନ୍ତି । ସେମାନଙ୍କ ସମସ୍ତ ଆ-ନ୍ଦୋ-ଳ-ନ କଣ ବୃଥା ?

ଗାନ୍ଧୀଜୀ ସ-ତ୍ୟା-ଗ୍ର-ହ, ଅ-ସ-ହ-ଯୋ-ଗ ଆ-ନ୍ଦୋ-ଳ-ନ ଓ ଭାରତଛାଡ ଆ-ନ୍ଦୋ-ଳ-ନ ଠାରୁ ନେଇ ଅନେକ ଆ-ନ୍ଦୋ-ଳ-ନ କରିଛନ୍ତି ଆମ ଦେଶକୁ ମୁକ୍ତ କରିବା ପାଇଁ । କଙ୍ଗନା ଏହିଭଳି ମନ୍ତବ୍ୟ ଦେଇ ଦେଶର ବଡ ବଡ ସ୍ଵାଧୀନତା ସଂଗ୍ରାମୀ ଓ ସେମାନଙ୍କ ବ-ଳି-ଦା-ନ-କୁ ପ-ରି-ହା-ସ କରିଛନ୍ତି । ଦେଶର ସ୍ଵାଧୀନତା ପାଇଁ ଲ-ଢୁ ଲ-ଢୁ ଅନେକ ବୀର ନିଜ ପ୍ରା-ଣ ମଧ୍ୟ ଦେଇଦେଲେ, ଏମାନେ କଣ ଆମ ଦେଶ ପାଇଁ କିଛି ବି କରି ନାହାନ୍ତି ? କଙ୍ଗନା ଯେଉଁ ଭଳି ବସ୍ତ୍ର ପିନ୍ଧୁଛନ୍ତି ନିଜ ଶ-ରୀ-ର ଦେଖାଇ ଆମ ଯୁବ ସମାଜକୁ ଖରାପ କରୁଛନ୍ତି ବୋଲି ସେ କହିଛନ୍ତି ।

କଙ୍ଗନାଙ୍କୁ ନିଶ୍ଚୟ ଆଉ କୌଣସି ମା-ନ-ସି-କ ରୋ-ଗ ହୋଇଛି ବୋଲି ସେ କହିଛନ୍ତି । ଏହାସହ ୨୦୧୪ରେ ମୋଦୀ ଯେଉଁ ସ୍ଵାଧୀନତା ଆଣିଛନ୍ତି ବୋଲି ସେ କହୁଛନ୍ତି ତାକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ସେ କଙ୍ଗନାଙ୍କୁ ଚେ-ତା-ବ-ନୀ ଦେବା ସହ ତାଙ୍କ ପଦ୍ମଶ୍ରୀ ସମ୍ମାନ ତାଙ୍କ ଠାରୁ ଫେରାଇ ନେବା ଉଚିତ ବୋଲି କହିଛନ୍ତି । ତେବେ ସୁର ଭାଇଙ୍କ ଏହି ସବୁ ମନ୍ତବ୍ୟ ଆପଣଙ୍କୁ କେତେ ଦୂର ଯଥାର୍ଥ ଲାଗୁଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।