‘ରାଲି କରୁଛନ୍ତି ହେଲେ କାହିଁକି ରାଲି କରୁଛନ୍ତି ଜଣା ନାହିଁ’, ଦେଖନ୍ତୁ କଣ କହୁଛନ୍ତି ଏହି ମହିଳା, ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ରାଜ୍ୟରେ ମମିତା ମେହେରଙ୍କ ହ-ତ୍ୟା-କା-ଣ୍ଡ-ରେ ବିଜେଡ଼ି ମନ୍ତ୍ରୀଙ୍କ ନାମ ଉଠିବା ପରେ ବି-ରୋ-ଧୀ ଦଳ ଉ-ତ୍ତ୍ୟ-କ୍ତ ହୋଇ ଯାଇଥିଲେ ଓ ସେହି ମା-ମ-ଲା-ରେ ଜଡିତ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ ବୋଲି ଦାବି କରିଥିଲେ । ଏହାର ପ୍ର-ତି-ବା-ଦ-ରେ ଓଡିଶା ବନ୍ଦ ଡାକରା ମଧ୍ୟ ଦେଇଥିଲେ । ତେବେ ଏବେ ପର୍ଯ୍ଯନ୍ତ ବିଜେଡି ତାଙ୍କ ବି-ରୁ-ଦ୍ଧ-ରେ କୌଣସି କା-ର୍ଯ୍ୟା-ନୁ-ଷ୍ଠା-ନ ନେଇ ନଥିବା ବେଳେ ନିଜକୁ ମହିଳାଙ୍କ ବଳ ବୋଲି ଦର୍ଶାଉଥିବା ବିଜେଡି ପକ୍ଷରୁ ଏକ ବୃହତ ରାଲିର ଆୟୋଜନ କରା ଯାଇଥିଲା ।

ଆପଣ ଏହି ଭି-ଡି-ଓ-ରେ ଦେଖି ପାରୁଥିବେ ଏକ ବୃହତ ଭିଡ ରାସ୍ତାରେ ରାଲି କରି ଯାଉଛନ୍ତି । ଯେଉଁଥିରେ ଉଭୟ ପୁରୁଷ ଓ ମହିଳା ସାମିଲ ଅଛନ୍ତି ଓ ହାତରେ ବିଜୁ ଜନତା ଦଳର ପତାକା ମଧ୍ୟ ଧ-ରି-ଛ-ନ୍ତି । ତେବେ କିଛି ଗ-ଣ-ମା-ଧ୍ୟ-ମ ପ୍ର-ତି-ନି-ଧି ସେହି ରାଲିରେ ସାମିଲ ଥିବା ମହିଳାଙ୍କୁ ରାଲିର ଉଦ୍ଦେଶ୍ୟ ବିଷୟରେ ପଚାରିଥିଲେ । ଉକ୍ତ ମହିଳା ମାନଙ୍କ ଉତ୍ତର ଶୁଣିଲେ ଆପଣ ନ ହସି ରହି ପାରିବେନି ।

ସବୁଠୁ ରୋଚକ କଥା ହେଉଛି ବିଜେଡିର ଏହି ରାଲିରେ ସାମିଲ ଥିବା ମହିଳା ମାନଙ୍କୁ ରାଲିର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ ଜଣା ନାହିଁ । ସେମାନେ କେବଳ ନବୀନ ବାବୁଙ୍କ ଜିନ୍ଦାବାଦ କରିବାକୁ ଆସିଛନ୍ତି ବୋଲି କହିଥିଲେ । ମମିତା ମେହେର କିଏ ବୋଲି ପଚାରିବାରୁ ଦୁଇ ଜଣ ମହିଳା ତାଙ୍କୁ ଚିହ୍ନି ନଥିବା କହିଲେ ଓ ଆଉ କିଛି ମହିଳା ଉତ୍ତର ନଦେଇ ତୀବ୍ର ବେଗରେ ଚାଲିକରି ସେଠାରୁ ପଳାଇଥିଲେ ।

ଏଥିରୁ ମନେ ହେଉଛି ବିଜେଡିର ଏହିପରି ରାଲି କେବଳ ଏକ ପ୍ର-ହ-ସ-ନ ଥିଲା । ଏହା ସହ ରା-ଲିରେ ଯାଉଥିବା କିଛି ବ୍ୟକ୍ତି ନିଜ ଭିତରେ ମା-ର-ପି-ଟ କରିବାକୁ ଆଗେଇ ଆସୁଥିବାର ମଧ୍ୟ ଆପଣ ଦେଖିବାକୁ ପାଇବେ । ତେବେ ରାଲିରେ ମୁତୟନ କରା ଯାଇଥିବା ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି ।

ତଥାପି ସେଠାରେ ମାହୋଲ ସାମାନ୍ୟ ଉ-ତ୍ତ୍ୟ-କ୍ତ ଥିବା ଜଣାପଡୁଛି । ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ଜଣେ ବ୍ୟକ୍ତି ଏକ ବଡ ଲା-ଠି ଉ-ଠେ-ଇ ଆଉ ଜଣେ ବ୍ୟକ୍ତିଙ୍କ ଆଡକୁ ମା-ଡି ଆସୁଛନ୍ତି । ତାଙ୍କୁ ସୁରକ୍ଷାକର୍ମୀ ଅଟକାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ଉକ୍ତ ବ୍ୟକ୍ତିଙ୍କୁ ପାଖରେ ଥିବା ଏକ ଛୋଟ ନାଳରେ ଓ-ଲ-ଟି ପଡିବାର ଦେଖିବାକୁ ମିଳୁଛି ।

ଏହି ସବୁ ଦେଖିବା ଲୋକେ ନ ହସି ରହି ପାରୁ ନାହାନ୍ତି । ତେବେ ବିଜେଡିର ଏହି ରାଲିର ଦୃଶ୍ୟ ଓଟିଭିର ନ୍ଯୁଜ ଫ୍ୟୁଜ କାର୍ଯ୍ୟକ୍ରମରେ ପ୍ରସାରିତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଭି-ଡି-ଓ ଦେଖିବା ପରେ ଆପଣଙ୍କ ପ୍ରତିକ୍ରିୟା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।