ମାଂସ ପାଇଁ କୁକୁଡା ଦୋକାନରେ ଠିଆ ହୋଇଥିଲେ ଗ୍ରାହକ, ଏତିକି ବେଳେ ହଠାତ ମାଡି ଆସିଲା ମୃ-ତ୍ୟୁ ଦୂତ ! ଏଭଳି ଅଘଟଣ କେହି ସ୍ଵପ୍ନରେ ବି ଦେଖି ନଥିବେ !

ସବୁଦିନ ଭଳି କୁକୁଡା କାଟୁଥିଲେ କୁକଡା ଦୋକାନୀ । ତାଙ୍କ ପାଖରେ ଜଣେ ଗ୍ରାହକ ମଧ୍ୟ ଥିଲା । କେତେବେଳେ ଦୋକାନୀ କୁକୁଡା ମାଂସ କଳା ଜରିରେ ଭର୍ତ୍ତି କରି ହାତକୁ ବଢାଇ ଦେବେ ଅପେକ୍ଷା କରିଥିଲା ଗ୍ରାହକ । ଘରେ ନେଲେ ରୋଷେଇ କରି ଖାଇଥାନ୍ତେ । ହେଲେ ଏତିକି ବେଳେ ଦେଖୁ ଦେଖୁ ଘଟିଗଲା ବଡ ଅ-ଘ-ଟ-ଣ । ରାସ୍ତାରୁ ଦ୍ରୁତଗତିରେ ଏକ ପିକଅପ ଭ୍ୟାନ ମାଡି ଆସିଲା ଓ ପୁରା ଦୋକାନ ସହ ଚଢିଗଲା । ଫଳରେ ଉଭୟ ଦୋକାନୀ ଏବଂ ଗ୍ରାହକଙ୍କର ମୃ-ତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ।

ଏହି ଦୁ-ର୍ଘ-ଟ-ଣା-ରେ ସେମାନଙ୍କ ଉପରେ ଗାଡି ଚଢିଯିବା ସହ କୁକୁଡା ଭାଡି ଛିନଛତ୍ର ହୋଇ ଗଲା । କୁକୁଡାମାନେ ଏଣେତେଣେ ଉଡିବାକୁ ଲାଗିଲେ ଓ ଦେଖୁ ଦେଖୁ ବଦଳିଗଲା କୁକୁଡା ଦୋକାନର ଦୃଶ୍ୟ । ଏହି ଦୁ-ର୍ଘ-ଟ-ଣା-ରେ ଦୁଇ ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁ-ରୁ-ତ-ର ଥିବା ସୂଚନା ରହିଛି । ସୂଚନା ଅନୁଯାୟୀ ଦିନ 11ଟା ବେଳେ ରାସ୍ତାକଡରେ ଥିବା ଏକ ଚିକେନ ଦୋକାନରେ କିଣାବିକା ଚାଲିଥିଲା ।

ହେଲେ ହଠାତ ମୃ-ତ୍ୟୁ ଦୂତ ଭଳି ଚିକେନ ଦୋକାନ ଭିତରକୁ ମାଡି ଆସିଥିଲା ପିକଅପ ଭ୍ୟାନ । ଉକ୍ତ ଭ୍ୟାନଟି ବିବାହ ସାଜସଜା ସାମଗ୍ରୀ ନେଇ ଆସିକାରୁ ସୋରଡା ପଟେ ଯାଉଥିଲା । ଏଭଳି ଅଭାବନୀୟ ଦୁ-ର୍ଘ-ଟ-ଣା-ରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ନନ୍ଦିଘର ତୋଟା ନିକଟ 59 ନଂ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ।

ଗତ ମଙ୍ଗଳବାର ଦିନ ପୂର୍ବାହ୍ନ 11ଟା ବେଳେ ସେଠାରେ ଥିବା ଏକ ଦ୍ରୁତଗାମୀ ଟାଟା ଏସିଇ ଭ୍ୟାନ କୁକୁଡା ଦୋକାନ ଘର ଭିତରକୁ ସିଧା ମା-ଡି ଯାଇଥିଲା । ଏହା ଯୋଗୁଁ ଗ୍ରାହକ ପଞ୍ଚୁ ବେହେରା ଓ ଦୋକାନରେ କାମ କରୁଥିବା ସୁଜାତା ସେଠୀଙ୍କ ଉପରେ ଉକ୍ତ ପିକଅପ ଭ୍ୟାନଟି ଚଢି ଯାଇଥିଲା । ଏହି ଦୁଇଜଣଙ୍କ ଜୀବନ ଦୁ-ର୍ଘ-ଟ-ଣା-ରେ ଚାଲି ଯାଇଥିବା ବେଳେ ଆଉ ଜଣେ ଗ୍ରାହକ ବିଧୁ ଗୌଡ ଗୁ-ରୁ-ତ-ର ହୋଇ ଚିକିତ୍ସତ ହେଉଛନ୍ତି ।

ସ୍ଥାନୀୟ ଲୋକେ ସେଠାରୁ ତିନିଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଦୁଇଜଣଙ୍କ ମୃ-ତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି । ଆଉ ପୋଲିସ ଏବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।