ମାଂସ କାଟି 50 ଟଙ୍କା କେଜିରେ ବିକୁଥିଲି… ଗୋ-ମାଂ-ସ ଚାଲାଣ ବେଳେ ଧରାପଡିବା ପରେ ବଡ ଖୁଲାସା କଲେ ଯୁବକ, ଦେଖନ୍ତୁ video ଆପଣଙ୍କ ରକ୍ତ ଗରମ ହୋଇଯିବ

ଗୋମାଂ-ସ କା-ଟି କରି ଚାଲାଣ କରିବା ବେଳେ ଧରାପଡିଲେ ଜଣେ ଯୁବକ । ଆଉ ଧରାପଡିବା ପରେ ସେ ଯାହା ବୟାନ ଦେଉଛନ୍ତି ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ସେ ଅନେକ ଦିନରୁ ଗୋ-ହ-ତ୍ୟା ଓ ଗୋ-ମାଂ-ସ ଚାଲାଣରେ ଜଡିତ ଥିବା ଜଣାପଡିଛି । ଯୁବକ ଜଣକ କହିଛନ୍ତି କି, ଅନେକ ଦିନରୁ ତାଙ୍କୁ ଗାଈ କା-ଟି-ବା ପାଇଁ ଡକାଯାଏ । ମ-ରି ଯାଇଥିବା ଗାଈ ହେଉ କିମ୍ବା ପରିତ୍ୟକ୍ତ ଗାଈ ସମସ୍ତଙ୍କୁ ସେ କା-ଟ-ନ୍ତି ଓ ତାଙ୍କ ମାଂ-ସ ବିକ୍ରି ମଧ୍ୟ କରନ୍ତି ।

ତେବେ ଏଥର ଗୋ-ମାଂ-ସ ଚାଲାଣ ବେଳେ ଯୁବଜଣଙ୍କୁ ସ୍ଥାନୀୟ ଲୋକେ ଧରିଛନ୍ତି । କଣ୍ଟାବାଞ୍ଜିରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ । ଯୁବକ ଜଣକ ଗାଈ କା-ଟି 50 ଟଙ୍କା ପ୍ରତି କେଜିରେ ମାଂ-ସ ବିକ୍ରି କରୁଥିବା କହିଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇ ଯାଇଛନ୍ତି । କାରଣ ହିନ୍ଦୁ ଧର୍ମରେ ଗାଈଙ୍କୁ ଗୋ-ମା-ତା ଭାବେ ପୂଜା କରାଯାଏ ଓ ଦେବୀଙ୍କ ଭଳି ତାଙ୍କୁ ସମ୍ମାନ ଦିଆଯାଏ ।

ଏପରି ବେଳେ ଗାଈ ମାନଙ୍କୁ ନିର୍ମମ ଭାବେ ହ-ତ୍ୟା କରି ସେମାନଙ୍କ ମାଂ-ସକୁ 50 ଟଙ୍କା ଲେଖାଁରେ ବିକ୍ରି କରିବାକୁ ସାଧାରଣରେ ବେଶ ନିନ୍ଦା କରାଯାଉଛି । ରାଜ୍ୟରେ ଦିନକୁ ଦିନ ଗୋ-ହ-ତ୍ୟା ଏବଂ ଗୋଚାଲାଣ ବଢିବାରେ ଲାଗିଛି । ଯାହା ଉପରେ କଡା ଆଇନ ଲଗାଯିବା ଅତ୍ୟନ୍ତ ଆବଶ୍ୟକ ବୋଲି ସମସ୍ତେ ଦାବି କରୁଛନ୍ତି ।

ଯୁବକ ଜଣକ ଖୁଲାସା କରିଛନ୍ତି ତାଙ୍କ କାକା ଏବଂ ଭିଣୋଇଙ୍କ ସହ ମିଶି ସେ ଏହି କାମ କରୁଥିଲେ ଓ ତାଙ୍କ ଠାରୁ ଗାଈ କା-ଟି-ବା ଶିଖିଛନ୍ତି । ନିକଟସ୍ଥ ଏକ ଗୋଦାମ ଘରେ ସେମାନେ ଏହି କାମ ଜାରି ରଖିଥିଲେ । ତେବେ ଯୁବକ ଅସ୍ଵୀକାର କରିଛନ୍ତି କି ସେ ଗାଈ ହ-ତ୍ୟା କରି ନାହାନ୍ତି ବରଂ କେବଳ ମାଂ-ସ କା-ଟ-ନ୍ତି । ମାଂ-ସ କା-ଟି ଚାଲାଣ କରିବା ବେଳେ ସ୍ଥାନୀୟ ଲୋକେ ଏହି ଖବର ପାଇ ଉକ୍ତ ଯୁବକଙ୍କୁ ଧରି ନେଇଥିଲେ ।

ଏହାପରେ ତାଙ୍କୁ ପୋଲିସ ହାତରେ ସମର୍ପଣ କରିଥିଲେ । ତେବେ ଯୁବକ ଜଣକ ଗୋ-ମାଂ-ସ କା-ଟି ବିକ୍ରି କରୁଥିବା ସ୍ପଷ୍ଟ ରୂପେ ମାରିଛନ୍ତି । ଏଭଳି କାର୍ଯ୍ୟକୁ ସାଧାରଣରେ ଖୁବ ନିନ୍ଦା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।