ବନ୍ଧୁଗଣ ଆଜି ଆମେ ଆପଣଙ୍କ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କିମ୍ବା କୌଣସି ପ୍ରାଇଭେଟ ଚାକିରି ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ ଲାଭଦାୟକ ରହିବ । ଯେକୌଣସି ପରୀକ୍ଷା ହେଉ ଆଜିକାଲି ଏପରି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସାଧାରଣ ଲାଗୁଥିଲେ ମଧ୍ୟ ଅନେକ ପିଲା ଏହାର ଉତ୍ତର ଜାଣି ନଥାନ୍ତି । ତେବେ ଚାଳନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତା’ର ଉତ୍ତର ।
୧- ଏମିତି ଏକ ନାମ କୁହ ଯେଉଁଥିରେ ତାଲା ଆଉ ଚାବି ରହିଛି ?
ଉ: ଲକି (luck+key)
୨- ଭାରତର କେଉଁ ରାଜ୍ୟର ଲୋକମାନେ ଅଧିକ ମଦ୍ୟପାନ କରିଥାନ୍ତି ?
ଉ: ତ୍ରିପୁରା
୩- ବାଦାମ କେଉଁ ପ୍ରକାର ଫସଲ ଅଟେ ?
ଉ: ଖରିଫ ଫସଲ
୪- ଗ୍ରୀନଲାଣ୍ଡର ରାଜଧାନୀର ନାମ କଣ ?
ଉ: ନୂକ
୫- ପେଟ୍ରୋଲକୁ ହିନ୍ଦୀରେ କଣ କୁହନ୍ତି ?
ଉ: ଶିଲା ତେଲ
୬- ସେ କିଏ ଯିଏ କାନ୍ଥରେ ଚାଲେ କିନ୍ତୁ ଆଗକୁ ଯାଇ ନଥାଏ ?
ଉ: କାନ୍ଥ ଘଣ୍ଟା
୭- କଞ୍ଚା ବେଳେ ଲତପତ ପାଚିଗଲେ ଟାଣ, ଏହାର ଉତ୍ତର କହିଦିଅ ରହିଲା ମୋରାଣ ?
ଉ: ମାଟି ହାଣ୍ଡି
୮- କେଉଁ ଫଳର ତିନୋଟି ଆଖି ଥାଏ ?
ଉ: ନଡିଆ
୯- ପୃଥିବୀର ବର୍ଣ୍ଣ କିପରି ?
ଉ: ଈଷତ ହଳଦିଆ
୧୦- ଆଲୋକ ପ୍ରତି ସେକେଣ୍ଡରେ କେତେ ଦୂରତା ଅତିକ୍ରମ କରେ ?
ଉ: ୩ ଲକ୍ଷ କିମି
୧୧- ଲଞ୍ଜାତାରା କାହାକୁ କୁହନ୍ତି ?
ଉ: ଧୂମକେତୁ
୧୨- ବୃହତ୍ତମ ଜଳଚର ପକ୍ଷୀର ନାମ କଣ ?
ଉ: ଅଲବ୍ରାଟସ
୧୩- ବୃହତ୍ତମ ଜାହାଜର ନାମ କଣ ?
ଉ: ନରମାଣ୍ଡି
୧୪- ବୃହତ୍ତମ ପୁରାଣର ନାମ କଣ ?
ଉ: ମହାଭାରତ
୧୫- ବୃହତ୍ତମ ପ୍ରପାତର ନାମ କଣ ?
ଉ: ଭିକ୍ଟୋରିଆ
୧୬- ମୁଁ ଏବେ ଅଛି କିନ୍ତୁ ମୁଁ ଏବେ ନାହିଁ । କହିଲ ଦେଖି ମୁଁ କିଏ ?
ଉ: ସମୟ
୧୭- କେଉଁ ଜୀବ ତା’ର ଛୁଆକୁ ଦେଖିବା ଗରୁ ମୃତ୍ୟୁବରଣ କରେ ?
ଉ: ପ୍ରଜାପତି
୧୮- କେଉଁ ମୁଣ୍ଡରେ ପାଣି ଧରି ଦିନରାତି ଠିଆ ହୋଇଥାଏ ?
ଉ: ନଡିଆ ଗଛ
୧୯- କେଉଁ ଜୀବ ତା’ର ନାକ ଦ୍ଵାରା ସବୁ କାମ କରିଥାଏ ?
ଉ: ହାତୀ
୨୦- ମା’ ଠାରୁ ଜନ୍ମ ହୁଏ, କିନ୍ତୁ ମା’କୁ ଛୁଇଁଲେ ମ-ରି-ଯାଏ । ତାହା କ’ଣ ?
ଉ: ଲୁଣ
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।