ପୁରା ଗାଁ ଲୋକକୁ ନାକେଦମ କରି ଦେଲା ଏହି କୋବ୍ରା ସାପ, ଦେଖନ୍ତୁ କୋବରା ସାପ ଠାରୁ ଗ୍ରାମବାସୀଙ୍କୁ କିପରି ମିଳିଲା ମୁକ୍ତି, Video ଦେଖିଲେ ଆପଣ ବି ଡରିଯିବେ

ସାପ ଏପରି ଏକ ସରୀସୃପ ଜାତୀୟ ପ୍ରାଣୀ ଯାହାର ନାଁ ଶୁଣିବ ମାତ୍ରେ ମଣିଷକୁ ଭ-ୟ ଲାଗେ । ତେବେ ପ୍ରାଣୀ ବିଜ୍ଞାନୀ ମାନେ କୁହନ୍ତି ମଣିଷ ମାନ ସାପକୁ ଯେତିକି ଭ-ୟ କରନ୍ତି, ସାପ ମଧ୍ୟ ମଣିଷଙ୍କୁ ସେତିକି ଭ-ୟ କରେ । ଆଉ ଭ-ୟରେ ନିଜକୁ ରକ୍ଷା କରିବା ପାଇଁ ହିଁ ସେ ଫଣା ଟେକି ଥାଏ ବା କା-ମୁ-ଡି ଦେଇଥାଏ । ଆମ ଦେଶରେ ଅନେକ ପ୍ରକାର ବି-ଷ-ଧ-ର ସାପ ଦେଖାଯାନ୍ତି । ଯେଉଁମାନେ କା-ମୁ-ଡି-ଲେ ଯଦି ସଠିକ ସମୟରେ ଚିକିତ୍ସା ନ କରାଯାଏ ତେବେ ମଣିଷ ମୃ-ତ୍ୟୁ-ମୁ-ଖ-ରେ ପଡିଥାଏ ।

ସାପ କା-ମୁ-ଡା-କୁ ନେଇ ଆଜି ମଧ୍ୟ ଆମ ଦେଶରେ ଅନେକ ଅ-ନ୍ଧ-ବି-ଶ୍ଵା-ସ ଜନିତ ପ୍ରଥା ପ୍ରଚଳିତ ରହିଛି । ଯାହାର ବଶବର୍ତ୍ତୀ ହୋଇ ମଣିଷ ଜୀବନ ବି-ପ-ଦ-ରେ ପଡୁଛି । ସେଥିପାଇଁ ସାପ କା-ମୁ-ଡି-ବା ମାତ୍ରେ ଯେତେ ଶୀଘ୍ର ସମ୍ଭବ ବ୍ୟକ୍ତିଙ୍କୁ ହସ୍ପିଟାଲ ନେଇଯିବା ଉଚିତ । ଶୀଘ୍ର ହସ୍ପିଟାଲ ନେଇ ତାଙ୍କର ଚିକିତ୍ସା କରାଇଲେ ଜୀବନ ବ-ଞ୍ଚି ଯାଇପାରେ । ଘର ପାଖରେ ଅଧିକ ଜଙ୍ଗଲ, ଗଛ ପତ୍ର ବା ବଣବୂଦା ରହିବା ଦ୍ଵାରା ସେଠାରେ ସାପ ଘର ବାସ କରନ୍ତି ଏବଂ ଘର ଭିତରକୁ ମଧ୍ୟ ପଶି ଆସନ୍ତି ।

ଚେଷ୍ଟା କରନ୍ତୁ ଘର ଓ ଘର ବାହାର ଉଭୟ ପରିଷ୍କାର ରଖିବାକୁ ଏବଂ କୌଣସି ଜିନିଷ ଘରେ କିମ୍ବା ଘର ବାହାରେ ଗଦା କରି ରଖନ୍ତୁ ନାହିଁ । ଆମ ରାଜ୍ୟର ଭଦ୍ରକ ଜିଲ୍ଲାରେ ଅଧକ ମାତ୍ରାରେ କୋବ୍ରା ପ୍ରଜାତିର ବି-ଷ-ଧ-ର ସାପ ଦେଖିବାକୁ ମିଳନ୍ତି । ଆମ ଦେଶରେ କୋବ୍ରା ସାପକୁ ନ ମା-ରି-ବା ପାଇଁ ସ୍ଵତନ୍ତ୍ର ଆ-ଇ-ନ ରହିଛି । ଭଦ୍ରକରେ ସାପ ଦେଖାଯିବା ମାତ୍ରେ ସ୍ଥାନୀୟ ଲୋକେ ସାପଧରାଳିଙ୍କୁ ସୂଚନା ଦେଇଥାନ୍ତି ଓ ସେ ଆସି ସାପ ଧରିଥାନ୍ତି ଏବଂ ତାକୁ ନେଇ ଏକ ସୁରକ୍ଷିତ ଜଙ୍ଗଲ ସ୍ଥାନରେ ଛାଡି ଦିଅନ୍ତି ।

ଏହି ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ସେଠାରେ ଜଣଙ୍କ ଘର ବାହାରେ କିଛି ପଥର ଖଣ୍ଡ ଗଦା କରି ରଖିଥିଲେ ଓ ସେଥିରେ କୋବ୍ରା ଆସି ପଶି ରହିଥିଲା । ସେ ଅତ୍ୟନ୍ତ ରାଗିକି ଥିବାରୁ ଗାଁ ଲୋକେ ମଧ୍ୟ ଖୁବ ଭ-ୟ-ଭୀ-ତ ହେଉଥିଲେ । କିନ୍ତୁ ସାପଧରାଳି ଜଣକ ଆସି ଅତ୍ୟନ୍ତ କୌଶଳର ସହ ସାପକୁ କା-ବୁ କରିଥିଲେ ଓ ଏକ ମୁଣା ଭିତରେ ପୁରାଇ ନେଇ ଯାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।