ମା’ ଠାରୁ ଜନ୍ମ ହୁଏ, କିନ୍ତୁ ମା’କୁ ଛୁଇଁଲେ ମ-ରି-ଯାଏ, ତାହା କ’ଣ ? ଏହା ସହିତ ଆହୁରି 20 Gk Questions & Answers

ବନ୍ଧୁଗଣ ଆଜି ଆମେ ଆପଣଙ୍କ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କିମ୍ବା କୌଣସି ପ୍ରାଇଭେଟ ଚାକିରି ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ ଲାଭଦାୟକ ରହିବ । ଯେକୌଣସି ପରୀକ୍ଷା ହେଉ ଆଜିକାଲି ଏପରି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସାଧାରଣ ଲାଗୁଥିଲେ ମଧ୍ୟ ଅନେକ ପିଲା ଏହାର ଉତ୍ତର ଜାଣି ନଥାନ୍ତି । ତେବେ ଚାଳନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତା’ର ଉତ୍ତର ।

୧- ଏମିତି ଏକ ନାମ କୁହ ଯେଉଁଥିରେ ତାଲା ଆଉ ଚାବି ରହିଛି ?

ଉ: ଲକି (luck+key)

୨- ଭାରତର କେଉଁ ରାଜ୍ୟର ଲୋକମାନେ ଅଧିକ ମଦ୍ୟପାନ କରିଥାନ୍ତି ?

ଉ: ତ୍ରିପୁରା

୩- ବାଦାମ କେଉଁ ପ୍ରକାର ଫସଲ ଅଟେ ?

ଉ: ଖରିଫ ଫସଲ

୪- ଗ୍ରୀନଲାଣ୍ଡର ରାଜଧାନୀର ନାମ କଣ ?

ଉ: ନୂକ

୫- ପେଟ୍ରୋଲକୁ ହିନ୍ଦୀରେ କଣ କୁହନ୍ତି ?

ଉ: ଶିଲା ତେଲ

୬- ସେ କିଏ ଯିଏ କାନ୍ଥରେ ଚାଲେ କିନ୍ତୁ ଆଗକୁ ଯାଇ ନଥାଏ ?

ଉ: କାନ୍ଥ ଘଣ୍ଟା

୭- କଞ୍ଚା ବେଳେ ଲତପତ ପାଚିଗଲେ ଟାଣ, ଏହାର ଉତ୍ତର କହିଦିଅ ରହିଲା ମୋରାଣ ?

ଉ: ମାଟି ହାଣ୍ଡି

୮- କେଉଁ ଫଳର ତିନୋଟି ଆଖି ଥାଏ ?

ଉ: ନଡିଆ

୯- ପୃଥିବୀର ବର୍ଣ୍ଣ କିପରି ?

ଉ: ଈଷତ ହଳଦିଆ

୧୦- ଆଲୋକ ପ୍ରତି ସେକେଣ୍ଡରେ କେତେ ଦୂରତା ଅତିକ୍ରମ କରେ ?

ଉ: ୩ ଲକ୍ଷ କିମି

୧୧- ଲଞ୍ଜାତାରା କାହାକୁ କୁହନ୍ତି ?

ଉ: ଧୂମକେତୁ

୧୨- ବୃହତ୍ତମ ଜଳଚର ପକ୍ଷୀର ନାମ କଣ ?

ଉ: ଅଲବ୍ରାଟସ

୧୩- ବୃହତ୍ତମ ଜାହାଜର ନାମ କଣ ?

ଉ: ନରମାଣ୍ଡି

୧୪- ବୃହତ୍ତମ ପୁରାଣର ନାମ କଣ ?

ଉ: ମହାଭାରତ

୧୫- ବୃହତ୍ତମ ପ୍ରପାତର ନାମ କଣ ?

ଉ: ଭିକ୍ଟୋରିଆ

୧୬- ମୁଁ ଏବେ ଅଛି କିନ୍ତୁ ମୁଁ ଏବେ ନାହିଁ । କହିଲ ଦେଖି ମୁଁ କିଏ ?

ଉ: ସମୟ

୧୭- କେଉଁ ଜୀବ ତା’ର ଛୁଆକୁ ଦେଖିବା ଗରୁ ମୃତ୍ୟୁବରଣ କରେ ?

ଉ: ପ୍ରଜାପତି

୧୮- କେଉଁ ମୁଣ୍ଡରେ ପାଣି ଧରି ଦିନରାତି ଠିଆ ହୋଇଥାଏ ?

ଉ: ନଡିଆ ଗଛ

୧୯- କେଉଁ ଜୀବ ତା’ର ନାକ ଦ୍ଵାରା ସବୁ କାମ କରିଥାଏ ?

ଉ: ହାତୀ

୨୦- ମା’ ଠାରୁ ଜନ୍ମ ହୁଏ, କିନ୍ତୁ ମା’କୁ ଛୁଇଁଲେ ମ-ରି-ଯାଏ । ତାହା କ’ଣ ?

ଉ: ଲୁଣ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।