ମା’ କ୍ଷୀର ଖାଉଥିଲେ ବୋଲି କଣ ଖୁଡୀର ବ୍ଳାଉଜ ଟେକି… ନିଜ ସ୍ଵାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା, ଦେଖନ୍ତୁ video

ଖୁଡୀ ଓ ପୁତୁରାଙ୍କ ଅବୈଧ ସମ୍ପର୍କ ଯୋଗୁଁ ଆରମ୍ଭ ନ ହେଉଣୁ ଭାଙ୍ଗି ଯାଇଛି ଏକ ସୁନାର ସଂସାର । ସ୍ବାମୀଙ୍କର ନିଜ ଖୁଡୀଙ୍କ ସହ ଅନୈତିକ ସମ୍ପର୍କ ଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ତାଙ୍କ କହିବା ମୁତାବକ, ଗତ 2019ରେ ପରିବାର ଲୋକଙ୍କ ସହମତିରେ ରିନ୍ଟୁଙ୍କ ସହ ତାଙ୍କର ବିବାହ ହୋଇଥିଲା । ହେଲେ ତାଙ୍କ ବିବାହ ପୂର୍ବରୁ ହିଁ ତାଙ୍କ ସ୍ଵାମୀଙ୍କର ଖୁଡୀଙ୍କ ସହ ଅନୈତିକ ସମ୍ପର୍କ ଥିଲା । ଏକଥା ତାଙ୍କ ପରିବାର ଲୋକେ ଜାଣିଥିଲେ ବି ହୁଏତ ପୁଅକୁ ସୁଧାରିବା ପାଇଁ ମିଲିଙ୍କ ସହ ବିବାହ କରିଥିଲେ ।

କିନ୍ତୁ ବିବାହ ପରେ ମିଲିଙ୍କ ପ୍ରତି କୌଣସି ଆଗ୍ରହ ଦେଖାଉ ନଥିଲେ ରିନ୍ଟୁ । ବାହାଘର ବେଳେ ସାମାନ୍ଯ ମନୋମାଳିନ୍ୟକୁ ନେଇ ସ୍ଵାମୀ ଚୁପ୍ ରହୁଥିବା ମିଲି ଭାବୁଥିଲେ । କିନ୍ତୁ ବାହାଘରର 6 ମାସ ଯାଏଁ ରିନ୍ଟୁ ସ୍ତ୍ରୀଙ୍କ ସହ କୌଣସି ସମ୍ପର୍କ ରଖି ନଥିଲେ । ସେ ସ୍ଵାମୀଙ୍କ ସହ ଖୁଡୀଙ୍କୁ ଅନେକ ଥର ଦେଖୁଥିଲେ, କିନ୍ତୁ ଯୌଥ ପରିବାରରେ ଖୁଡୀ ପୁତୁରାଙ୍କ ମଧ୍ୟରେ ସମ୍ପର୍କ ଭଲ ବୋଲି ଏହାକୁ ହାଲୁକାରେ ନେଉଥିଲେ ମିଲି । ହେଲେ ସମୟ ଗଡିବା ସହ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ଵାମୀଙ୍କର ଖୁଡୀଙ୍କ ସହ ଅନୈତିକ ସମ୍ପର୍କ ଅଛି ।

ସେ ଏହାର ବିରୋଧ କରିବାରୁ ପୁରା ପରିବାର ତାଙ୍କ ବିରୋଧରେ ହେଇଗଲେ । ଏହାକୁ ନେଇ ଘରେ ଅଶାନ୍ତି ଓ ପାଟିତୁଣ୍ଡ ଲାଗି ରହୁଥିଲା । ଶେଷରେ ସ୍ଵାମୀ ଚାଲାଖି କରି ଘର ଛାଡି ପଳେଇଲେ ଓ ଖୁଡୀ ମଧ୍ୟ ତାଙ୍କ ପଛେ ପଛେ ପଳେଇଲେ । ଦାଦା ଓ ତାଙ୍କର ପୁରା ପରିବାର ସବୁ କଥା ଜାଣୁଥିଲେ ବି ସେମାନଙ୍କୁ ସମର୍ଥନ କରୁଛନ୍ତି ।

ଶେଷରେ ବାହାନା କରି ଶାଶୁ ଶ୍ଵଶୁର ମଧ୍ୟ ଘରଛାଡି ପଳେଇଲେ ଆଉ ମିଲିଙ୍କୁ ଏକା ଘରେ ଛାଡିଗଲେ । ସେବେ ଠାରୁ ମିଲି ଏକା ଶ୍ଵଶୁର ଘରେ ନିଜ 6 ମାସର ଛୁଆକୁ ଧରି ରହୁଛନ୍ତି । ହେଲେ ମଝିରେ ମଝିରେ ଶ୍ଵଶୁଘର ଲୋକ ଆସି ତାଙ୍କୁ ମ-ରା-ହ-ଣା କରିବାକୁ ଧମକ ଦେଉଛନ୍ତି ଓ ଜବରଦସ୍ତ ଘରେ ପଶିବାକୁ ଚେଷ୍ଟା କରୁଛନ୍ତି । ମିଲିଙ୍କ କହିବା କଥା, ଯଦି ଖୁଡୀଙ୍କ ସହ ସମ୍ପର୍କ ଥିଲା ତେବେ ତାଙ୍କୁ କାହିଁକି ବିବାହ କରି ଆଣୁଥିଲେ ।

ଯଦି ତାଙ୍କୁ ବିବାହ କରିଛନ୍ତି ତେବେ ସ୍ଵାମୀ ଖୁଡୀଙ୍କ ସହ ରୁହନ୍ତୁ ଓ ସମ୍ପର୍କ ରଖନ୍ତୁ ପଛେ ତାଙ୍କୁ ମଧ୍ୟ ଘରେ ରଖନ୍ତୁ । କାରଣ ପିଲା ହୋଇ ସାରିବା ପରେ ଆଉ କୁଆଡେ ଯିବାକୁ ତାଙ୍କର ବାଟ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।