ଆଜି ଆମେ ଆପଣଙ୍କୁ ଏଭଳି ଏକ ଛାତିଥରା ଘଟଣା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ବି ଭୟରେ ଥରିବେ । ଏହା ଜଣେ ହୋଟେଲ ମାଲିକ ଜୋୟ ମେଥାନୀଙ୍କ କାହାଣୀ । ଲୋକେ ତାଙ୍କ ହୋଟେଲକୁ ଯାଇ ମନ ତୃପ୍ତିରେ ଖାଉଥିଲେ । ହେଲେ ତାହା ଯେ ମଣିଷ ମାନ-ସ ଜାଣି ପାରୁ ନଥିଲେ । ହେଲେ ପରବର୍ତ୍ତୀ ସମୟରେ ଏନେଇ ସନ୍ଦେହ ବୃଦ୍ଧି ପାଇଥିଲା । ଅନ୍ୟପଟେ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଉଥିଲା । ଜୋୟ ମହିଳାଙ୍କୁ ଦୁ-ଷ୍କ-ର୍ମ କରି ତାଙ୍କ ମାନ-ସ ହୋଟେଲରେ ପରଶୁ ଥିଲେ ।
ଥରେ ଭାବି ଦେଖନ୍ତୁ ତ, ହୋଟେଲରେ ଆପଣଙ୍କ ସାମ୍ନାରେ ମଣିଷ ମାନ-ସ ପରଷା ଯାଇଛି ଓ ଆପଣ ଅଜାଣତରେ ତାହା ଖାଇ ଘରକୁ ଫେରି ଆସିଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଛନ୍ତି କି ଆପଣ ମଣିଷ ମାନ-ସ ଖାଇଛନ୍ତି ! ନିହାତି ଭାବେ ଆପଣ କିଛି ଭଲ ଅନୁଭବ କରିବେନି । ତେବେ ଆମେରିକାର ଏହି ବ୍ୟକ୍ତି ଜୋୟ ମେଥାନୀଙ୍କୁ ସାରା ବିଶ୍ଵ ଜାଣିଛି । କୁହାଯାଏ କି, ଜୋୟ ମେଥାନୀ ତାଙ୍କ ହୋଟେଲରେ ପରଷା ଯାଉଥିବା ପିଜ୍ଜା ଓ ବର୍ଗରରେ ଛେଳି ଏବଂ ଘୁଷୁରିଙ୍କ ମାନ-ସ ବଦଳରେ ବେଳେ ବେଳେ ମଣିଷ ମାନ-ସ ମିଶାଇ ଦେଉଥିଲେ ।
ସେ ତାଙ୍କ ଗ୍ରାହକଙ୍କୁ ମଣିଷ ମାନ-ସ ଖାଇବାକୁ ଦେଉଥିଲେ । ଜୋୟଙ୍କ ମଧ୍ୟ ଠିକ ରା-କ୍ଷ-ସ ଭଳି ହୋଇଥିବା ବେଳେ ବୁଦ୍ଧି ବି ଠିକ ସେମିତି ଥିଲା । ଆଜି ବି ଜୋୟ ମେଥାନୀଙ୍କ କାହାଣୀ ଶୁଣିଲେ ଦୁନିଆ ଆଶ୍ଚର୍ଯ୍ୟ ହୋଇଯାଏ । ନିଜ ଖାଦ୍ଯରେ ବେଶ ଆରାମରେ ମଣିଷ ମାନ-ସ ମିଶାଇ ଖାଇବାକୁ ଦେଇ ଦେଉଥିଲେ । ଲୋକମାନେ ମଧ୍ୟ ଏକ ନିଆରା ସ୍ଵାଦ ପାଉଥିଲେ ତାଙ୍କ ଖାଦ୍ଯରେ । କିନ୍ତୁ ସମୟ ବିତିବା ସହ ତାଙ୍କ ଘୃଣ୍ୟ କାରନାମା ସାମ୍ନାକୁ ଆସିଥିଲା ।
ଏନେଇ କୋର୍ଟରେ ଜଜ୍ ଯେତେବେଳେ ଜୋୟଙ୍କୁ ପଚାରିଥିଲେ ସେ କହିଥିଲେ କି, ଏଭଳି ଖାଦ୍ଯ ପ୍ରସ୍ତୁତ କରିବା ବେଳେ ତାଙ୍କୁ କେହି ବି ସନ୍ଦେହ କରି ପାରୁ ନଥିଲେ । ଏହାସହ ସେ ଜଜ୍ ଙ୍କ ସାମ୍ନାରେ କହିଥିଲେ କି, ସେ ଯେଉଁ ମହିଳାମାନଙ୍କୁ ହ-ତ୍ୟା କରିଛନ୍ତି ସେମାନଙ୍କ ପାଇଁ ସେ ଟିକେ ହେଲେ ବି ଅନୁତପ୍ତ ନୁହନ୍ତି । 19 ଡିସେମ୍ବର 1996 ରେ ଜୋୟଙ୍କୁ ପୋଲିସ ଗିରଫ କରିଥିଲା । ସେତେବେଳେ ସେ ଏକାଠି ତିନିଜଣ ମହିଳାଙ୍କ ହ-ତ୍ୟା କରିଥିଲେ ।
କୁହାଯାଏ କି, ଜୋୟ ମେଥାନୀ ମୋଟ 13 ଜଣ ମହିଳାଙ୍କୁ ଦୁ-ଷ୍କ-ର୍ମ କରି ସେମାନଙ୍କ ଜୀବନ ନେଇଛି ଓ ସେମାନଙ୍କ ମାନ-ସ ତା’ ଗ୍ରାହକଙ୍କୁ ଖାଇବାକୁ ଦେଇଛି । ସେ ନିଜେ କୋର୍ଟରେ ଏକଥା ସ୍ଵୀକାର ମଧ୍ୟ କରିଛି । ଜୋୟକୁ 50 ବର୍ଷ ଅର୍ଥାତ ଆଜୀବନ କାରାଦଣ୍ଡ ଦିଆ ଯାଇଥିଲା । ହେଲେ 5 ଅଗଷ୍ଟ 2017ରେ ଜେଲରେ ତା’ର ଜୀବନ ଚାଲି ଯାଇଥିଲା । ଏହି ଘଟଣା ବିଷୟରେ ଜାଣି ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।